ନାବାଳିକା ପୁତ୍ର ସନ୍ତାନର ମାତୃତ୍ଵ ମାମଲାରେ ଅଭିଯୁକ୍ତକୁ ଗିରଫ୍‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଊରିଆ ଗ୍ରାମର ନାବାଳିକା ପୁତ୍ର ସନ୍ତାନର ମା’ । ଏହାକୁ ନେଇ ପୀଡ଼ିତାର ମା’ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଡେଲାଙ୍ଗ ପୋଲିସ ମାମଲା ରୁଜୁ କରି ସେହି ଗ୍ରାମର ସଫେଇ ଓରଫ ଅମିତ ସେଠୀ (୨୭)କୁ ଗିରଫ କରି ଶନିବାର କୋର୍ଟ ଚାଲଣ କରାଯାଇଛି । ଅଭିଯୁକ୍ତକୁ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ପଠାଇ ଦିଆଯାଇଥିବା ଡେଲାଙ୍ଗ ଥାନା ଆଇଆଇସି ଅନିଲ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

4 × 5 =