Daily Archives

ଜିଲ୍ଲାସ୍ତରୀୟ ଆଥଲେଟିକ ମିଟ୍‌

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଜିଲ୍ଲା କ୍ରୀଡ଼ା ସାଂସଦ ପକ୍ଷରୁ ଜିଲ୍ଲାସ୍ତରୀୟ ଆଥଲେଟିକ ମିଟ୍‌ ୨୦୨୧ ଆଜି ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଯୋଗଦେଇ କ୍ରୀଡା ପତାକା
Read More...

ଶିଷକେଲାରେ ମା’ ଘଣ୍ଟାସୁଣି ଅଲ୍‌ ଓଡ଼ିଶା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ : କଟକ ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲାଠାରେ ଚତୁର୍ଥ ଦିବସରେ ୩ୟ ବର୍ଷ ମା' ଘଣ୍ଟାସୁଣି ଅଲ୍‌ ଓଡ଼ିଶା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । କଟକ ଏବଂ ବରଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ୨-୦ କଟକ ବିଜୟୀ ହାସଲ କରିଛି ।
Read More...

ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମହୁତି ଉଦ୍ୟମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଜଗଲପାଟ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ଗତମାସ ୬ ତାରିଖରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲେଖି ଜଣାଇଥିଲେ ସୁଦ୍ଧା କିଛି ପଦକ୍ଷେପ ନିଆଯାଉ ନ ଥିବା ବଡ଼ ସାହାଜବାହାଲ ଗ୍ରାମବାସୀ
Read More...

ଡୁଡୁକାଶିରା ଠାରେ ଇଲେକ୍ଟ୍ରୋନିକସ ସଂଘ ଓଡିଶା ପକ୍ଷରୁ ବାର୍ଷିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଇଲେକ୍ଟ୍ରୋନିକସ ସଂଘର ବାର୍ଷିକ ସମ୍ମିଳନୀ ବଲାଙ୍ଗିର ନିକଟସ୍ଥ ଡୁଡୁକାଶିରା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟତଃ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ତଥା - ସମ୍ବଲପୁର, ସୋନେପୁର, ଅନୁଗୁଳ, କଳାହାଣ୍ଡି, ବୌଦ୍ଧ, ଦେବଗଡ,
Read More...

ଭୀମ ଡୁଙ୍ଗରୀଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଦେଓଗାଁ ସ୍ଥିତ ଭୀମପାହାଡ଼ରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ । ଶିକ୍ଷକ ସଂଘ ସଭାପତି ଦେବଦତ୍ତ ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଶ୍ୟାମସୁନ୍ଦର ଦାଶ ଓ ପରାମର୍ଶଦାତା ସୁଚିତ୍ର ସୁନାଙ୍କ ଉପସ୍ଥିତିରେ ବାର୍ଷିକ ସମ୍ମିଳନୀ ଅବସରରେ ଏକ ଜିଲ୍ଲା
Read More...

ଜଙ୍ଗଲରେ ଅସହାୟ ଅବସ୍ଥାରେ ଥିବା ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରି ଗାଁରେ ରହିବାର ବ୍ୟବସ୍ଥା କଲେ ସ୍ୱେଛାସେବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦୀର୍ଘ ୨୭ ବର୍ଷ ହେବ ଡାହାଣୀ ସନ୍ଦେହ କରିବାରୁ ନିଜକୁ ଘୃଣ୍ୟ ମନେ କରି ଗାଁ ଠାରୁ ଦେଢ଼ କିମି ଏକ ଜଙ୍ଗଲରେ କୁଡ଼ିଆ ଘରେ ଦୟନୀୟ ଭାବରେ ଏକୁଟିଆ ବସବାସ କରୁଥିଲେ ୧୧୦ବର୍ଷିଆ ବୃଦ୍ଧା ମହିଳା ପ୍ରତିମା ଧରୁଆ । ସେଠାରେ ନିଜକୁ ନିଜ ଘରଠାରୁ, ନିଜ ଗାଁଠାରୁ
Read More...

ସାମାଜିକ ସାଂସ୍କୃତିକ ଅନୁଷ୍ଠାନ “ଭୂମିକା”ର ୩୨ତମ ସ୍ୱନକ୍ଷତ୍ର ଦିବସ ଓ ବାର୍ଷିକ ସାଧାରଣ ବୈଠକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ "ଭୂମିକା"ର ୩୨ତମ ସ୍ୱନକ୍ଷତ୍ର ଦିବସ ଓ ବାର୍ଷିକ ସାଧାରଣ ବୈଠକ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇଠାରେ ଅନୁଷ୍ଠିତ ହୋଇଯାଇଛି । "ଭୂମିକା" ସଭାପତି ନୟନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ବ୍ରହ୍ମପୁରା ବଳଦେବ କ୍ରିକେଟ୍‌ କ୍ଲବ୍‌ର ବାର୍ଷିକୋତ୍ସବ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ସ୍ଥାନୀୟ ବଳଦେବ ବିହାର ପାର୍କ ନିକଟରେ ବ୍ରହ୍ମପୁରା ବଳଦେବ କ୍ରିକେଟ୍‌ କ୍ଲବ୍‌ର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୯୭୭ ମସିହାରୁ ଆରମ୍ଭ ହୋଇଥିବା ଏହି ବିବିସି କ୍ଲବର ପ୍ରାୟ ୧୨୦ ଜଣ ସଦସ୍ୟ ସଂପୃକ୍ତ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବରେ
Read More...

ମହାନଦୀ ଧାରା ତରଫରୁ ପ୍ରାଥମିକ ସଚେତନତା ତାଲିମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ସଦର ମହାନଦୀ ଧାରା ଶିକ୍ଷାନୁଷ୍ଠାନରେ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମାହାନଦୀ ଧାରା ଶିକ୍ଷାନୁଷ୍ଠାନର ପ୍ରିନ୍‌ସିପାଲ୍‌ ପ୍ଲାବନ ସଭାପତିତ୍ୱ କରି ଯୁବ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୮ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...