Daily Archives

କବି ସୁମନ ଦତ୍ତଙ୍କୁ ସମାଜସେବା ପାଇଁ ସମ୍ମାନସୁଚକ ଡ଼କ୍ଟରେଟ ଉପାଧି ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିଲ୍ଲୀର ଗୁରୁଗାଓଁଠାରେ ଥିବା ରାଡ଼ିସନ ହୋଟେଲରେ କମନୱେଲଥ ଭୋକେସନାଲ ୟୁନିଭରସିଟି ତରଫରୁ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ରାଉରକେଲାର ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ, ଲେଖକ, ସଂଗଠକ, ସମାଜସେବୀ ସୁମନ ଦତ୍ତଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ
Read More...

ଛାତ୍ରୀଙ୍କ ଛାତି ଥରାଇବା ଭଳି ସୁଇସାଇଡ୍‌ ନୋଟ୍‌ : ଝିଅଟିଏ କେବଳ ମାତୃ ଗର୍ଭରେ କିମ୍ବା କବରରେ ହିିଁ ସୁରକ୍ଷିତ,…

ଚେନ୍ନାଇ : ଚେନ୍ନାଇରେ ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ ଯୌନ ଉତ୍ପୀଡ଼ନ ଏବଂ ଶୋଷଣର ଶିକାର ହେବା ପରେ ଆତ୍ମହତ୍ୟା କରିଦେଲେ । ସେ ଏକ ସୁଇସାଇଡ୍‌ ନୋଟ ମଧ୍ୟ ଛାଡିଛନ୍ତି, ଯେଉଁଥିରେ ପୂରା ଘଟଣା ଲେଖାଯାଇଛି । ଏହି ମାମଲାରେ ଜଣେ ୨୧ ବର୍ଷ ବୟସ୍କ କଲେଜ ଛାତ୍ରଙ୍କୁ ପକ୍‌ସୋ ଅଧିନିୟମ ଅନୁଯାୟୀ
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରଫେସର ଜେ କେ ରାଓଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା ସଂଯୋଜନାରେ
Read More...

ତାଳଚେରରେ ଟାଇକୋଣ୍ଡ ବ୍ଲାକବେଲ୍ଟ ଓ କଲରବେଲ୍ଟ ଦକ୍ଷତା ଶିବିର

ଅନଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନଗୁଳ ଜିଲ୍ଲା ଟାଇକୋଣ୍ଡ ଆସୋସିଏସନ୍‌ ପକ୍ଷରୁ ଆଜି ତାଳଚେର ଟାଇକୋଣ୍ଡ ଆସୋସିଏସନ୍‌ର ଟ୍ରେନର ଯୋଗେନ୍ଦ୍ର ନାୟକଙ୍କ ଦ୍ଵାରା ଆୟୋଜିତ ତାଳଚେର ଦେଉଳବେଡା ସ୍ଥିତ ମଙ୍ଗଳମ କ୍ଳବଠାରେ ବ୍ଲାକବେଲ୍ଟ ଓ କଲରବେଲ୍ଟ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ହୋଟେଲ ଆଶ୍ରୟଠାରେ ଭାରତୀୟ ଭାଷା ଆନ୍ଦୋଳନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଆଜି ଅନୁଗୋଳ ସହରର ସ୍ଥାନୀୟ ତୁରଙ୍ଗ ସ୍ଥିତ ଆଶ୍ରୟ ହୋଟେଲ ପରିସରରେ ଭାରତୀୟ ଭାଷା ଆନ୍ଦୋଳନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ଅନୁଗୋଳ ନ୍ୟାୟାଳୟର ଅଧିବକ୍ତା ଅର୍ଜୁନ କୁମାର
Read More...

ଭୋଟର ପରିଚୟ ପତ୍ର ସହିତ ଆଧାର କାର୍ଡ ଲିଂକ୍‌ ହେବ : ଲୋକସଭାରେ ନିର୍ବାଚନ ଆଇନ୍ ସଂଶୋଧନ ବିଲ୍ ପାସ୍

ନୂଆଦିଲ୍ଲୀ : ନିର୍ବାଚନ ଆଇନ ସଂଶୋଧନ ବିଲ୍, ୨୦୨୧ ସୋମବାର ଲୋକସଭାରେ ପାରିତ ହୋଇଛି । ଭୋଟର ତାଲିକାରେ ନକଲ ଏବଂ ନକଲି ଭୋଟିଂକୁ ରୋକିବା ପାଇଁ ଭୋଟର ପରିଚୟ ପତ୍ର ଓ ଭୋଟର୍‌ ତାଲିକାକୁ ଆଧାର କାର୍ଡ ସହିତ ଲିଙ୍କ୍ ପାଇଁ ଏହି ବିଲ୍ ପ୍ରଦାନ କରାଯାଇଛି । ନିର୍ବାଚନ ସଂସ୍କାର ସହ ଜଡିତ ଏହି
Read More...

ଘୁନସରରେ ତୁଳସୀ ରାମାୟଣ ପାରାୟଣ ପାଇଁ କଳସ ଶୋଭାଯାତ୍ରା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମ ସାହୁପଡ଼ା (ରୁଗୁଡିପଡ଼ା) ଠାରେ ଆଜି ସାତ ଦିନ ଧରି ହେବାକୁ ଯାଉଥିବା ତୁଳସୀ ରାମାୟଣ ପାରାୟଣ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇ ସଂକର୍ତ୍ତନ, ଘଣ୍ଟ,
Read More...

ମାର୍ଗଶୀର ପୂର୍ଣ୍ଣିମାରେ ମା’ ଦୁର୍ଗେଇ ଦେବୀଙ୍କ ଯାତ୍ରା ଉତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ମନଭଙ୍ଗ ଡ୍ୟାମ ଗନ୍ଧମାର୍ଦ୍ଦନ ପାହାଡ ଶିଖରେ ଆବାହନ କାଳରୁ ଆବିର୍ଭାବ ମା' ଦୁର୍ଗେଇ ଦେବୀଙ୍କ ଯାତ୍ରା ଉତ୍ସବ ଡିସେମ୍ବର ୧୯ ଓ ୨୦ ଦୁଇଦିନ ଧରି ମହାସମାରୋହରେ ଉତ୍ସାହ
Read More...

ଲୋଇସିଂହାରୁ ବିଜେଡିର ନିର୍ବାଚନ ବିଗୁଲ ଆରମ୍ଭ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସାପ୍ତାହିକ ବଜାର ପ୍ରାଙ୍ଗଣରେ ବିଜେଡି ତା'ର ଜୋନସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜନ କରି ପ୍ରକାରାନ୍ତରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବଜାଇଛି । ବ୍ଲକ ବିଜେଡି ସଭାପତି ହୃଦୟାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ
Read More...

ସରକାରୀ ସୁବିଧା ସୁଯୋଗରୁ ବଂଚିତ ଅବିବାହିତା ଅନ୍ଧ ମହିଳା ଶିରପତି ବର୍ଗେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ସରକାରୀ ସୁବିଧା ସୁଯୋଗରୁ ବଂଚିତ ହୋଇଛନ୍ତି ଜଣେ ଅବିବାହିତା ଅନ୍ଧ ମହିଳା ଶିରପତି ବର୍ଗେ । ମିଳିଥିବା ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ ତୁଳସୀଡୁଙ୍ଗରି ଗ୍ରାମର ୪୭ ବର୍ଷ ବୟସ୍କା ଅବିବାହିତା ଅନ୍ଧ ମହିଳା ଶିରପତି ବର୍ଗେ କିଛି
Read More...