Daily Archives

ବଲାଙ୍ଗିର ଟାଉନ୍‌ ପୋଲିସ ପକ୍ଷରୁ ଯାନ ବାହାନ ଯାଂଚ : ୬ ଭାରି ଯାନ ଜବତ୍‌, ୨୭ ହଜାରରୁ ଅଧିକ ଜୋରିମାନା ଆଦାୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ପୋଲିସ ପକ୍ଷରୁ ଯାନ ବାହାନ ଯାଂଚ କରାଯାଇଥିବା ବେଳେ ମୋଟର୍‌ ଭେଇକିଲ୍‌ ଆଇନ ଅମାନ୍ୟ ତଥା ଅଧିକ ଶବ୍ଦର ହର୍ଣ୍ଣ ବ୍ୟବହାର ଯୋଗୁଁ ୬ଟି ଭାରି ଯାନ ଜବତ୍‌ କରାଯାଇଥିବା ବେଳେ ୨୭ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଏସ୍‌ଡ଼ିପିଓ
Read More...

ଚୀନ୍ ପରେ ବର୍ତ୍ତମାନ ଭାରତ ସୀମା ନିକଟରେ ନିର୍ମାଣ କାର୍ଯ୍ୟ କରିବାକୁ ପାକିସ୍ତାନର ଉଦ୍ୟମ

ନୂଆଦିଲ୍ଲୀ : ଚୀନ୍ ପରେ ବର୍ତ୍ତମାନ ପାକିସ୍ତାନ ମଧ୍ୟ ଭାରତୀୟ ସୀମା ନିକଟରେ ନିର୍ମାଣ କାର୍ଯ୍ୟ କରିବାକୁ ଚେଷ୍ଟା କରିଛି । ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ଟିଟୱାଲ୍ ସେକ୍ଟରରେ ଏଲ୍‌ଓସି ପାର୍ଶ୍ୱରେ ୫୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏହି ନିର୍ମାଣ କାର୍ୟ୍ୟ ଚାଲିଥିଲା । ମଙ୍ଗଳବାର
Read More...

ବଲାଙ୍ଗିର ଟାଉନ୍‌ ଥାନା ପକ୍ଷରୁ ସଟ୍ଟା ଚଢ଼ାଉ : ନଗଦ ଟଙ୍କା ସହ ୧ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ଥାନା ପକ୍ଷରୁ ସଟ୍ଟା ଚଢ଼ାଉରେ ସ୍ଥାନୀୟ ରୁଗୁଡ଼ିପଡ଼ାର ପର୍‌ଭେଜ୍‌ ଖାନ୍‌ ଗିରଫ୍‌ ହୋଇଥିବା ଏସ୍‌ଡ଼ିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗିରଫ୍‌ ଅଭିଯୁକ୍ତଙ୍କ ଠାରୁ ସଟ୍ଟା ପେପର୍‌ ସହ ୭ହଜାର ୫୬୦ ଟଙ୍କା ମଧ୍ୟ ଜବତ୍‌
Read More...

ଆର୍‌ଡିସିଙ୍କୁ ସମର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ଆଜି ବରଗଡ଼ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟଠାରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଲାଇଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆର୍‌ଡିସି ଶ୍ରୀ ଦଲାଇ ଯୋଗଦେଇ
Read More...

ମଣ୍ଡିରୁ ସମସ୍ତ ଧାନ ତ୍ୱରିତ ଉଠାନ୍ତୁ ସରକାର : ଆପ୍

ମିଲ୍‌ ପରିଦର୍ଶନ କରନ୍ତୁ ଜିଲ୍ଲାପାଳ ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ମନ୍ଥର ଗତିରେ ଚାଲିଥିବା ବେଳେ ଶୀଘ୍ର ଧାନ ଉଠେଇବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ମଙ୍ଗଳବାର ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରି ଟୋକାନ ଅବଧି ସରିବା
Read More...

‘ଶୀତ ସୃଜନୀରେ ଗଳ୍ପ କଥନ’ : ଖଟଖଟିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭିନ୍ନ ଏକ କାର୍ଯ୍ୟକ୍ରମ

କଣ୍ଟାମାଲ, (ମମତା ମହାକୁର) : ଶିଶୁ ମନରେ ସୃଜନାତ୍ମକ ମନୋଭାବ ସୃଷ୍ଟି କରିବା ପାଇଁ ଖଟଖଟିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶୀତ ସୃଜନୀରେ ଶିଶୁଙ୍କ ଗଳ୍ପ ଉପରେ ଆଲୋଚନା ଚକ୍ର ଓ ଗଳ୍ପ କଥନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଆଡ୍‌ମିଟ୍‌ କଲେ ସ୍ୱେଛାସେବୀ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ତିଲଜୋଡି ଗାଁଠାରେ ଆଜି ସନ୍ଧ୍ୟା ସମୟରେ ଏକ ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ ବାଇକରେ କଛାରପଡ଼ାର ଦୁଇ ଜଣ ଯାତ୍ରୀ ତିଲଜୋଡି ପାଖ କାରଟିକଲି ଗାଁକୁ କୌଣସି କାମ ପାଇଁ ଯାଉଥିଲେ । ତିଲଜୋଡି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନଂ ୧ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ବରଗଡ ଜିଲ୍ଲା କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ : ୫୦୦ରୁ ଅଧିକ ପ୍ରତିଯୋଗୀ କଲେ ଅଂଶଗ୍ରହଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମିନି ଷ୍ଟାଡିୟମଠାରେ ଚାଲିଥିବା ଦୁଇ ଦିବସୀୟ ଜିଲ୍ଲା ସ୍ତରୀୟ ଆଥଲେଟିକ ମିଟ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ, କ୍ଲବର ୫ଶହ ପ୍ରତିଯୋଗୀ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠିତ
Read More...

ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି, ବାଲ୍ୟ ବିବାହ ଟାସ୍କ
Read More...