ବଲାଙ୍ଗିର ଟାଉନ୍‌ ପୋଲିସ ପକ୍ଷରୁ ଯାନ ବାହାନ ଯାଂଚ : ୬ ଭାରି ଯାନ ଜବତ୍‌, ୨୭ ହଜାରରୁ ଅଧିକ ଜୋରିମାନା ଆଦାୟ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ପୋଲିସ ପକ୍ଷରୁ ଯାନ ବାହାନ ଯାଂଚ କରାଯାଇଥିବା ବେଳେ ମୋଟର୍‌ ଭେଇକିଲ୍‌ ଆଇନ ଅମାନ୍ୟ ତଥା ଅଧିକ ଶବ୍ଦର ହର୍ଣ୍ଣ ବ୍ୟବହାର ଯୋଗୁଁ ୬ଟି ଭାରି ଯାନ ଜବତ୍‌ କରାଯାଇଥିବା ବେଳେ ୨୭ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଏସ୍‌ଡ଼ିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.