Daily Archives

କ୍ରେତା ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ହୋଟେଲ ମଙ୍ଗଳମ ପେଲେସଠାରେ କ୍ରେତା ବିକ୍ରେତା ସମ୍ମିଳନୀ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ
Read More...

ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ : ପିଲାଏ ପଢିଲେ ପିଲାଏ କହିଲେ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପୁସ୍ତକ ଭଳି ବନ୍ଧୁ ବିରଳ । ଯେଉଁ ଛାତ୍ର ପୁସ୍ତକ ସହ ଯେମିତି ସମ୍ପର୍କ ରଖେ ସେ ସେହି ପରିମାଣରେ ଜୀବନକୁ ସେମିତି ଗଢିଥାଏ । ତେଣୁ ଛାତ୍ରଛାତ୍ରୀମାନେ ପୁସ୍ତକ ସହ ନିବିଡ଼ ସମ୍ପର୍କ ସ୍ଥାପନ କରି ଭବିଷ୍ୟତ ଜୀବନକୁ ଗଢିବା ପାଇଁ ବରଗଡ଼ ଅନ୍ତର୍ଗତ ରୋହିଣୀଆ
Read More...

ଆନ୍ତଃଜିଲ୍ଲା ସାହାଣୀ କପ୍‌ ଫୁଟ୍‌ବଲ୍‌ ପାଇଁ ବଲାଙ୍ଗିର ଜିଲ୍ଲା ଖେଳାଳୀ ଚୟନ ଆସନ୍ତା ୩୦ ତାରିଖରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃ ଜିଲ୍ଲା ସାହାଣୀ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁୟାରୀ ୧୪ ଶୁକ୍ରବାରଠାରୁ ବଲାଙ୍ଗିରଠାରେ ଅନୁଷ୍ଠିତ ହେବ । ୪ଟି ଜୋନ୍‌ ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମ, ଲୋଇସିଂହା ଷ୍ଟାଡିୟମ, ଆଗଲପୁର ପଡିଆ ଓ ଟିଟିଲାଗଡ ପଡିଆଠାରେ ଖେଳ ଗୁଡିକ
Read More...

ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବଙ୍କ ସଚେତନ ହେମା ନାଟ୍ୟ ଅନୁଷ୍ଠାନ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ଓ ସଭ୍ୟ ରବିରାତନ ସାହୁ ଆଜି ସଚେତନ ହେମା ଅନୁଷ୍ଠାନ ପରିଦର୍ଶନ କରିଥିଲେ । ଗ୍ରାମୀଣ ପରିବେଶ ମଧ୍ୟରେ କଳା, ସଂସ୍କୃତି, ଭାଷା, ନାଟକ ପାଇଁ ସମର୍ପିତ ନାଟ୍ୟ ଅନୁଷ୍ଠାନକୁ ପ୍ରଶଂସା କରିବା ସହ ଆଗକୁ
Read More...

ମାନବିକତାର ନିଆରା ପରମ୍ପରା : ଅପରିଚିତ ଲୋକଙ୍କ ଶବକୁ ଚାରିକାନ୍ଧ ଦେଲେ ଦମ୍ପତ୍ତିଙ୍କ ସହ ପୁତ୍ର, କନ୍ୟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚିହ୍ନା ନାହିଁ କି ଜଣା ନାହିଁ । ପରିଚିତ ନୁହଁନ୍ତି । ଜାତି ଗୋତ୍ରର ବିଚାର ନାହିଁ । ଆତ୍ମୀୟ ସ୍ୱଜନଙ୍କଠାରୁ ହତାଦର ହୋଇ ନିଃସହାୟ ଭାବେ ମୃତ୍ୟୁବରଣ କରିଥିବା ତିନି ତିନି ଜଣ ବ୍ୟକ୍ତିଙ୍କୁ ଗୋଟିଏ ପରିବାରର ପିତା, ପୁତ୍ର, କନ୍ୟା, ପତ୍ନୀ ଶବକୁ
Read More...

ସ୍ୱର୍ଗତ ଯୋଗେଶ୍ୱର ଦାସଙ୍କ ସ୍ମୃତି ଚାରଣ ଏବଂ ଅଖଣ୍ଡ ବ୍ରହ୍ମଯଜ୍ଞ ସ୍ଥାପନ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ମଠର ମଠାଧିସ ବ୍ରହ୍ମ ସଂପ୍ରାପ୍ତି ସ୍ୱର୍ଗତ ଯୋଗେଶ୍ୱର ଦାସଙ୍କ ସ୍ମୃତିଚାରଣ ଏବଂ ଅଖଣ୍ଡ ବ୍ରହ୍ମଯଜ୍ଞ ସ୍ଥାପନ ହୋଇଯାଇଛି । ଉକ୍ତ ଯଜ୍ଞରେ ବିଭିନ୍ନ ମଠାଧିସ ବୃନ୍ଦ ଯୋଗଦାନ କରି ବିଶ୍ୱ ମଙ୍ଗଳ ପାଇଁ ମହାପ୍ରଭୁଙ୍କ ପାଇଁ ନିବେଦନ କରିଥିଲେ ।
Read More...

‘କନସଲ ଭାବେ ନେପୋଲିୟନ୍‌ଙ୍କ ସଂସ୍କାର ମୂଳକ ପଦକ୍ଷେପ’ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜର ଇତିହାସ ବିଭାଗ ପକ୍ଷରୁ 'କନସଲ ଭାବରେ ନେପୋଲିୟନଙ୍କ ସଂସ୍କାରମୂଳକ ପଦକ୍ଷେପ' ସଂପର୍କରେ ଆଲୋଚନାଚକ୍ର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ସୁଜାତା ପ୍ରଧାନଙ୍କ
Read More...

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଦସ୍ୟ ହରିନାରାୟଣଙ୍କୁ କ୍ରୀଡା ସଂସଦର ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଜିଲ୍ଲା କ୍ରୀଡାସଂସଦର ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ
Read More...

ଓଡ଼ିଶାରେ ପାଦ ଦେଲାଣି ଓମିକ୍ରନ : ସତର୍କତା ନିହାତି ଆବଶ୍ୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ଭୂତାଣୁର ନୂଆ ରୂପ ଓମିକ୍ରନ୍ ଅଧିକ ସଂକ୍ରମଣଶୀଳ ହୋଇଥିବା ବେଳେ ଓଡ଼ିଶାରେ ଆଜି ୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତେ ସତର୍କ ହେବା ଆବଶ୍ୟକ । ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା
Read More...

ପ୍ରବଳ ଶୀତ : ସାବଧାନତା ଅବଲମ୍ବନ କରନ୍ତୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀଷଣ ଶୀତ ପ୍ରବାହ ଏବେ ଅନୁଭୂତ ହେଉଛି। ଭୀଷଣ ଶୀତ ସମୟରେ ଯଥା ସମ୍ଭବ ଘରେ ରହିବା ଉଚିତ । ଏଥି ସହିତ ବୟସ୍କ ଏବଂ ଶିଶୁମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବା ଏକାନ୍‌ନ୍ତ ଆବଶ୍ୟକ । ରୁମ୍ ହିଟର, ପାଣି ଗରମ ପାଇଁ ଇମରସନ୍ ହିଟର୍‌ ତଥା ଅନ୍ୟ ବିଦ୍ୟୁତ ଉପକରଣ
Read More...