pakka

ବଲାଙ୍ଗିର ଟାଉନ୍‌ ଥାନା ପକ୍ଷରୁ ସଟ୍ଟା ଚଢ଼ାଉ : ନଗଦ ଟଙ୍କା ସହ ୧ ଗିରଫ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ଥାନା ପକ୍ଷରୁ ସଟ୍ଟା ଚଢ଼ାଉରେ ସ୍ଥାନୀୟ ରୁଗୁଡ଼ିପଡ଼ାର ପର୍‌ଭେଜ୍‌ ଖାନ୍‌ ଗିରଫ୍‌ ହୋଇଥିବା ଏସ୍‌ଡ଼ିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗିରଫ୍‌ ଅଭିଯୁକ୍ତଙ୍କ ଠାରୁ ସଟ୍ଟା ପେପର୍‌ ସହ ୭ହଜାର ୫୬୦ ଟଙ୍କା ମଧ୍ୟ ଜବତ୍‌ ହୋଇଛି । ଟାଉନ ଥାନା କେସ୍‌ ନଂ.୬୨୬/୨୦୨୧ରେ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.

3 × 5 =