Daily Archives

ଜଳନ୍ଧର ରାଜ ଯାତ୍ରା ମହୋତ୍ସବରେ ସମ୍ମାନିତ ହେଲା ମା’ ମାହେଶ୍ୱରୀ ସେନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଜାମପାଲିଠାରେ ଅନୁଷ୍ଠି ହୋଇଥିବା ଜଳନ୍ଧର ରାଜ ଯାତ୍ରା ମହୋତ୍ସବରେ ମହାରାଜା ଜଳନ୍ଧରଙ୍କର ରାଜ ଦରବାରରେ ମହାରାଜାଙ୍କର କର କମଳରେ ସମ୍ମାନିତ ହେଲା ମା' ମାହେଶ୍ୱରୀ ସେନା । ମହାରାଜା ସମାଜସେବା କ୍ଷେତ୍ରରେ ମା' ମାହେଶ୍ୱରୀ ସେନାର
Read More...

ଉପରଝର ଆଜାଦ୍ କ୍ରିକେଟ୍ ପ୍ରତିଯୋଗିତା

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ସ୍ଥିତ ମା' ପାଟଖଣ୍ଡା ମିନି ଷ୍ଟାଡିୟମରେ ଆଜାଦ୍ ହିନ୍ଦ୍ କ୍ଳବ୍ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ପ୍ରତଯୋଗିତାର ତୃତୀୟ ଦିନର ପ୍ରଥମ ମ୍ୟାଚ୍‌ରେ ଲଣ୍ଡାପଥର ଦଳକୁ ବଙ୍ଗୋମୁଣ୍ଡା ଦଳ ହରାଇଥିଲା । ଦ୍ଵିତୀୟ ମ୍ୟାଚରେ
Read More...

ବାରିକ ସମାଜର ବାର୍ଷିକୋତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବାରିକ ସମାଜର ବାର୍ଷିକୋତ୍ସବ ଓ ବନ୍ଧୁମିଳନ ଆଜି ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ବାରିକ୍ ସମାଜର ସେବା ଉପରେ ଆଲୋକପାତ କରିଥିଲେ । ସେହିପରି
Read More...

ଏଆଇସିସିର ପ୍ରତିଷ୍ଠା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଖିଳ ଭାରତୀୟ କଂଗ୍ରେସ କମିଟିର ୧୩୭ତମ ପ୍ରତିଷ୍ଠା ଦିବସ ଆଜି ବରଗଡ଼ ଜିଲ୍ଲା ପକ୍ଷରୁ ପାଳିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଦଳୀୟ ପତାକା ଉତ୍ତୋଳନ କରିବା ସହ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୮
Read More...

କୁଟେନପାଲିରେ ନେହେରୁ ଯୁବକେନ୍ଦ୍ରର ଯୁବ ସମାବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ, ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଟେନପାଲି ଠାରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଭବାନୀ ଶଙ୍କର କଳା ପରିଷଦ ଦ୍ୱାରା ସଂପାଦକ ନବୀନ କିଶୋର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଉତ୍ସବର
Read More...

ଅମ୍ବାଭୋନା ଅଞ୍ଚଳରେ କୁଆପଥର ବର୍ଷା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଆଜି ସନ୍ଧ୍ୟାରେ ପବନ ବହିବା ସଂଗକୁ କୁଆ ପଥର ବର୍ଷା ହୋଇଥିଲା । ଫଳରେ କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ଜିଲ୍ଲାର ଏହି ଅଞ୍ଚଳ ବଣ ଜଙ୍ଗଲ ଘେରା ହୋଇଥିବା ବେଳେ ଗତ କିଛି ଦିନ ହେବ ପ୍ରବଳ
Read More...

‘ସଚେତନ ହେମା’ ଢୋଲବନ୍ଧ ଆୟୋଜିତ ଦ୍ଵିତୀୟ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ଆସନ୍ତା ଡିସେମ୍ବର ୩୦ରୁ ୩୧…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଢୋଲବନ୍ଧ ଗ୍ରାମରେ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ଆସନ୍ତା ଡିସେମ୍ବର ୩୦ ଓ ୩୧ ଦୁଇଦିନ ଧରି ମହାସମାରୋହରେ ନାଟ୍ୟ କଳାର ଜୟଗାନ କରି ଗ୍ରାମୀଣ ପରିବେଶ
Read More...

ଅବସରପ୍ରାପ୍ତ ଶିକ୍ଷକ ମକରଧ୍ୱଜ ବକୁଳଙ୍କ ଦେହାନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଜରାସିଂହା ଗାଁର ଅବସରପ୍ରାପ୍ତ ଶିକ୍ଷକ ମକରଧ୍ୱଜ ବକୁଳ ସୋମବାର ରାତି ୧୦ଟାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କ ଗୋଟିଏ ପୁଅ ମାନସ ଓ ଦୁଇଟି ଝିଅ ମାନସୀ ଓ
Read More...

ସ୍ୱର୍ଗତ ଦେବନ୍ଦ୍ର ପ୍ରଧାନଙ୍କ ସ୍ମୃତିଚାରଣ ସଭା

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୂନିନ୍ଦା ଗ୍ରାମର ସ୍ୱର୍ଗତ ଦେବନ୍ଦ୍ର ପ୍ରଧାନ (ଗାନ୍ଧୀ ବାବୁ)ଙ୍କ ଏକାଦଶାହ ଉତ୍ସବରେ ସୋମବାର ସନ୍ଧ୍ୟାରେ ଏକ ସ୍ମୁର୍ତିଚାରଣ ସଭା ଭୀମସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଏହି ଏକାଦଶାହ ଉତ୍ସବରେ
Read More...

ଅନୁଗୋଳ ଓପି ଜିନ୍ଦଲ୍‌ ସ୍କୁଲ୍‌ ଛାତ୍ରଛାତ୍ରୀ ଓ ନୃତ୍ୟ ଶିକ୍ଷକ ସମ୍ମାନିତ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ସ୍ମୃତି କଲ୍‌ଚରାଲ୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ପ୍ରାୟୋଜିତ ‘ମେଗା ଆନ୍ତର୍ଜାତୀୟ ନୃତ୍ୟ ମହୋତ୍ସବ ମାୟାପୁରୀ-୨୦୨୧’ ଗତ ଶୁକ୍ରବାର ଦିନ ପୁରୀ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ଓପି ଜିନ୍ଦଲ ସ୍କୁଲର ୧୩ ଜଣ ଛାତ୍ରଛାତ୍ରୀଙ୍କ ସହ ଓଡ଼ିଶାର
Read More...