pakka

ଜଳନ୍ଧର ରାଜ ଯାତ୍ରା ମହୋତ୍ସବରେ ସମ୍ମାନିତ ହେଲା ମା’ ମାହେଶ୍ୱରୀ ସେନା

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଜାମପାଲିଠାରେ ଅନୁଷ୍ଠି ହୋଇଥିବା ଜଳନ୍ଧର ରାଜ ଯାତ୍ରା ମହୋତ୍ସବରେ ମହାରାଜା ଜଳନ୍ଧରଙ୍କର ରାଜ ଦରବାରରେ ମହାରାଜାଙ୍କର କର କମଳରେ ସମ୍ମାନିତ ହେଲା ମା’ ମାହେଶ୍ୱରୀ ସେନା । ମହାରାଜା ସମାଜସେବା କ୍ଷେତ୍ରରେ ମା’ ମାହେଶ୍ୱରୀ ସେନାର ପ୍ରଶଂସା କରିବା ସହିତ ମାନପତ୍ର ଦେଇ ଆଗକୁ ବି ସମାଜସେବା କରିବା ପାଇଁ ଉତ୍ସାହିତ କରିଥିଲେ । ଏହି ଅବସରରେ ମା’ ମାହେଶ୍ୱରୀ ସେନାର ବହୁ ସଦସ୍ୟ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

eight − 3 =