Browsing Tag

subarnapur news

ଉଦଘାଟିତ ହେଲା ଫୁଟବଲ ମହକୁମ୍ଭ ୧୭ ତମ ଅଲ୍ ଇଣ୍ଡିଆ ରାମଧୂନ କପ୍

ପ୍ରଥମ ମ୍ୟାଚରେ କଲିକତା ବିଜୟୀ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ୧୭ ତମ ସର୍ବ ଭାରତୀୟ ରାମଧୂନ୍ କ୍ଲବ ଫୁଟବଲ ଟୁର୍ଣ୍ଣଳମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚ କନ୍ଧମାଳ ଏଫସି ଦଳ ଓ କଲିକତା ବେଙ୍ଗଲି ଏକାଡେମୀ ଦଳ ମଧ୍ୟରେ ଅନୁଷ୍ଠିତ
Read More...

ଭୁବନେଶ୍ୱରରେ ହେବ ସୁବର୍ଣ୍ଣପୁରର ଲଙ୍କାପୋଡ଼ି ମହୋତ୍ସବ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଚଳିତ ବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ସୁବର୍ଣ୍ଣପୁରର ଲଙ୍କାପୋଡ଼ି ମହୋତ୍ସବ । କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଦିଗରେ କାର୍ଯ୍ୟରତ ସର୍ବଭାରତୀୟ ଅନୁଷ୍ଠାନ ଇନ଼ଟାକର ସୋନପୁର ଶାଖା ତରଫରୁ ସ୍ଥାନୀୟ ସର୍କିଟ ହାଉସରେ ଏକ ସ୍ୱତନ୍ତ୍ର ବୈଠକ
Read More...

ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜର ୩୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜର ୩୩ତମ ବାର୍ଷିକ ଉତ୍ସବ "ପରମ୍ପରା" ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଯୋଗ
Read More...

ପ୍ରେମ ଦିବସରେ ନାରୀ ସମ୍ମାନ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଫେବୃୟାରୀ ୧୪ ବୁଢ଼ାରଜା ୟୁଥ୍ ଏସୋସିଏସନ୍ ପକ୍ଷରୁ ପ୍ରେମ ଦିବସରେ ନାରୀ ସମ୍ମାନ ଉଦ୍ଦେଶ୍ୟରେ ୧୪ ତମ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ. ନୃପରାଜ ସାହୁ
Read More...

ଇଙ୍କଫେଷ୍ଟ୍ ୨୦୨୬ ଉଦଘାଟିତ ବହି ପାଠକକୁ ଲେଖକ ସହିତ କଥାକରାଏ ଜୀବନକୁ ସୁନ୍ଦର କରେ : ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସ୍ଥାନୀୟ ରୟାଲ ପଡିଆଠାରେ ଇଙ୍କଫେଷ୍ଟ୍ ୨୦୨୬ ଉଦଘାଟିତ ହୋଇଯାଇଛି । ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ ଓ ଇଙ୍କଫେଷ୍ଟ୍ ସୁବର୍ଣ୍ଣପୁରର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ସାରସ୍ୱତ ମେଳାକୁ
Read More...

ଫେବୃୟାରୀ ୧୪ ରୁ ୨୧ ସପ୍ତମ ବାର୍ଷିକ ପୁସ୍ତକମେଳା ଇଙ୍କଫେଷ୍ଟ

ସୁବର୍ଣ୍ଣପୁର, ( ରାଜ କିଶୋର ତ୍ରିପାଠୀ ) : ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆୟୋଜନରେ ଇଙ୍କଫେଷ୍ଟ୍ ଏବଂ ସପ୍ତମ ବାର୍ଷିକ ପୁସ୍ତକ ଓ ସାରସ୍ଵତ ମେଳା ଆସନ୍ତା ୧୪ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାନେଇ
Read More...

ନିଶାମୁକ୍ତ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ଅଧୀନସ୍ଥ ହରଡ଼ାଖୋଲ ସ୍ଥିତ ଶୁଭେଶ୍ୱର ଗ୍ରାମ ପଞ୍ଚାୟତ ହାଇସ୍କୁଲ ପ୍ରାଙ୍ଗଣରେ ନିଶାମୁକ୍ତ ଭାରତ ଅଭିଯାନ ଅବସରରେ ଚିତ୍ରାଙ୍କନ, ରଚନା ଓ ତର୍କ-ବିତର୍କ ପ୍ରତିଯୋଗିତା ଏବଂ ବିଭିନ୍ନ ସଚେତନତାମୂଳକ
Read More...

ବିଶ୍ୱ ରେଡ଼ିଓ ଦିବସ : ସୁବର୍ଣ୍ଣପୁର ଜିଲ୍ଲାର ନିୟମିତ ଶ୍ରୋତା ଚୈତନ୍ୟ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ଡିଜିଟାଲ ଯୁଗରେ ମଧ୍ୟ ଆକାଶ ବାଣୀର ଆଦର କମିନାହିଁ । ସହର ହେଉ କି ଗ୍ରମାଞ୍ଚଳରେରେ ରେଡ଼ିଓ ସମସ୍ତଙ୍କ ପ୍ରିୟବନ୍ଧୁ । ଏବେ ଗ୍ରାମାଞ୍ଚଳରେ ଆକାଶବାଣୀର ଆଦର ରହିଛି । ଏଣ୍ଡ୍ରରଏଡ୍ ମୋବାଇଲ ମାଧ୍ୟମରେ ହେଉ କି ନ୍ୟୁଜ ଅନ୍‌ଏଆଇର ଆପ ମାଧ୍ୟମରେ
Read More...

ଶ୍ରୀ ଶ୍ରୀ କାଶୀ ବିଶ୍ଵନାଥ ଓ ମା’ ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବଡ଼ବଜାର ସ୍ଥିତ ବୃନ୍ଦାବନ ବିହାରୀ ମନ୍ଦିର ପରିସରରେ ଶ୍ରୀ ଶ୍ରୀ କାଶୀ ବିଶ୍ଵନାଥ ଓ ମା' ଲକ୍ଷ୍ମୀଙ୍କ ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ବୈଦିକ ବିଧି ତଥା ରୀତିନୀତିରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସୋମବାର
Read More...

ଡକାୟତି ଯୋଜନା ପଣ୍ଡ କଲା ସୋନପୁର ପୁଲିସ : ୨ ବନ୍ଧୁକ, ବୋମା ଓ ଛୁରୀ ଜବତ ସହ ୩ ଯୁବକ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ସନ୍ଧ୍ୟା ସମୟରେ ସୋନପୁର ସହରର କୌଣସି ଏକ ବଡ଼ ବ୍ୟବସାୟ ପ୍ରତିଷ୍ଠାନରେ ଡକାୟତି ଉଦ୍ଦେଶ୍ୟରେ ୫-୬ ଜଣ ସନ୍ଦିଗ୍ଧ ବ୍ୟକ୍ତି ଯୋଜନା କରୁଥିବା ସୋନପୁର ଥାନାକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି
Read More...