pakka

ଅମ୍ବାଭୋନା ଅଞ୍ଚଳରେ କୁଆପଥର ବର୍ଷା

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଆଜି ସନ୍ଧ୍ୟାରେ ପବନ ବହିବା ସଂଗକୁ କୁଆ ପଥର ବର୍ଷା ହୋଇଥିଲା । ଫଳରେ କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ଜିଲ୍ଲାର ଏହି ଅଞ୍ଚଳ ବଣ ଜଙ୍ଗଲ ଘେରା ହୋଇଥିବା ବେଳେ ଗତ କିଛି ଦିନ ହେବ ପ୍ରବଳ ଥଣ୍ଡା ହେଉଥିଲା । ଆଜି ମେଘୁଆ ପାଗ ଦିନ ତମାମ ଲାଗି ରହିବା ପରେ ସଂଧ୍ୟାରେ କୁଆପଥର ବର୍ଷା ହୋଇଥିଲା ।

jay balangir
Leave A Reply

Your email address will not be published.

11 − three =