pakka

ବାରିକ ସମାଜର ବାର୍ଷିକୋତ୍ସବ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବାରିକ ସମାଜର ବାର୍ଷିକୋତ୍ସବ ଓ ବନ୍ଧୁମିଳନ ଆଜି ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ବାରିକ୍ ସମାଜର ସେବା ଉପରେ ଆଲୋକପାତ କରିଥିଲେ । ସେହିପରି ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଯୁବ ନେତା ସମ୍ବିତ ଆଚାର୍ଯ୍ୟ, କବି, ଗାଳ୍ପିକ ତଥା କଥାକାର ବିନୋଦ ପଶାୟତ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ସଭାରେ ଜିଲ୍ଲା ସଭାପତି ରୋହିତ ବାରିକ ସଭାପତିତ୍ୱ କରିଥିଲେ ।

jay balangir
Leave A Reply

Your email address will not be published.

seventeen − six =