Daily Archives

ମାନବାଧିକାର ସୁରକ୍ଷା ସଂଗଠନ ବଲାଙ୍ଗିର ଶାଖା ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ମାନବାଧିକାର ସୁରକ୍ଷା ସଂଗଠନ ବଲାଙ୍ଗିର ଶାଖା ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ଉପସଭାପତି ତଥା ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁଙ୍କ ସଭାପତିତ୍ୱରେ
Read More...

ଗ୍ଲୋବାଲ୍ ସ୍କେଲ୍ ଟେକ୍ନିକାଲ୍ ଆମୋନିୟମର ନାଇଟ୍ରେଟ୍ ପ୍ଲାଣ୍ଟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ

• ଆନ୍ତର୍ଜାତୀୟ ସ୍ତରରେ ଏହା ବିକାଶର ହବ୍‌ ଭାବେ ମାନ୍ୟତା ସହ ଭାରତ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ଗୋପାଳପୁର ଠାରେ ଗ୍ଲୋବାଲ୍ ସ୍କେଲ୍ ଟେକ୍ନିକାଲ୍ ଆମୋନିୟମ୍ ନାଇଟ୍ରେଟ୍ ପ୍ଲାଣ୍ଟରେ ୨,୨୦୦ କୋଟି ଟଙ୍କାର ବିନିଯୋଗରେ
Read More...

ଗଣତନ୍ତ୍ର ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ବିବୃତ୍ତି

ମହାମହିମଗଣ,ନମସ୍କାର,ଏହି ଶିଖର ସମ୍ମିଳନୀରେ ବିଶ୍ବର ସର୍ବବୃହତ ଗଣତନ୍ତ୍ରର ପ୍ରତିନିଧିତ୍ବ କରି ମୁଁ ଗର୍ବିତ। ଆମ ସଭ୍ୟତାର ସ୍ବଭାବରେ ଗଣତନ୍ତ୍ରର ଭାବନା ଏକ ଅଭିନ୍ନ ଅଙ୍ଗ। ଭାରତରେ ୨୫୦୦ ବର୍ଷ ପୂର୍ବେ ଲିଚ୍ଛାଭି ଏବଂ ଶାକ୍ୟ ଭଳି ନିର୍ବାଚିତ ସାଧାରଣତନ୍ତ୍ର ନଗର ରାଜ୍ୟଗୁଡ଼ିକ ସମୃଦ୍ଧି
Read More...

ଘାସ ବୁଦାମୂଳରୁ ନାବାଳକର ମୃତଦେହ ଉଦ୍ଧାର : ସର୍ପାଘାତ ସନ୍ଦେହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନାର ଖଡିକେରା କେନାଲ ବନ୍ଧ ରାସ୍ତା ନିକଟରୁ ଜଣେ ନାବାଳକର ମୃତଦେହ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ଗତକାଲି ଦିନ ୩ଟା ବେଳୁ ବୀରପୁରଷୋତ୍ତମପୁର ଗ୍ରାମର ଆଶୋକ ବେହେରାଙ୍କ ପୁଅ ଦୀପକ ବେହେରା (୧୬) ଘାଷ କାଟିବାକୁ
Read More...

ଜେଏସ୍‌ପିଏଲ୍‌ ପକ୍ଷରୁ ଜେନେରାଲ ବିପିନ ରାୱତ ଏବଂ ଅନ୍ୟାନ୍ୟ ସାହାସୀ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜେଏସ୍‌ପିଏଲ୍‌ ଅନୁଗୋଳ ପ୍ଳାଣ୍ଟର ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲଙ୍କ ନେତୃତ୍ଵରେ କର୍ମଚାରୀମାନେ ଗତକାଲିର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ସାହାସୀ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସମ୍ମାନ
Read More...

କଂଗ୍ରେସ ଭବନରେ ପୋଲିସ ବର୍ବରତା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବୀ କଲା କଂଗ୍ରେସ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) :​ କଂଗ୍ରେସ ଭବନରେ ପୋଲିସ ବର୍ବରତା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବୀ କରିଛି କଂଗ୍ରେସ । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଗଣତନ୍ତ୍ର ଭୁଷୁଡ଼ି ପଡ଼ିଛି । ନବୀନ ପଟ୍ଟନାୟକ ଶାସନରେ ନାଗରିକର ସାମ୍ବିଧାନିକ ଅଧିକାର ଅପହରଣ କରାଯାଇଛି ।
Read More...

ଲଖନପୁର ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଭିନ୍ନକ୍ଷମ ଚିହ୍ନଟ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲଖନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ଆୟୋଜିତ ହୋଇଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ
Read More...

କୋଭିଡ କଟକଣା ଯୋଗୁଁ ଧନୁଯାତ୍ରା ସ୍ଥଗିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ କୋଭିଡ କଟକଣା ଯୋଗୁଁ ଚଳିତବର୍ଷ ସ୍ଥଗିତ ରଖାଯାଇଛି । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଧନୁଯାତ୍ରା କାର୍ଯ୍ୟକାରୀ କମିଟିର ବୈଠକ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଧନୁଯାତ୍ରା ମହୋତ୍ସବ
Read More...

ସଂଗୀତ ଶିଳ୍ପୀ ରୀତାରାଣୀ ମିଶ୍ର ମହାପାତ୍ରଙ୍କ ଦେହାନ୍ତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସଂଗୀତ ଶିଳ୍ପୀ ତଥା ଭାଓଲିନ୍ ବାଦକ ବଲାଙ୍ଗିରର ରୀତାରାଣୀ ମିଶ୍ର ମହାପାତ୍ରଙ୍କ ୪୮ ବର୍ଷ ବୟସରେ ଆଜି ସକାଳ ସାଢେ ୫ଟାରେ ଦେହାନ୍ତ ହୋଇଯାଇଛି । ଆକସ୍ମିକ ଭାବେ ଦେହ ଖରାପ ହେବାରୁ ପ୍ରଥମେ ବଲାଙ୍ଗିରରେ ଚିକିତ୍ସା ପରେ ବୁର୍ଲାର ଏକ ଘରୋଇ ହସପିଟାଲରେ
Read More...

ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ

ଲୁବେନଗଡ଼ରେ ପାଳିତ ହେଲା ରେଣ୍ଡୋ ମାଝୀଙ୍କ ୧୬୬ ତମ ସହିଦ ଦିବସ ମ.ରାମପୁର, (ହେମନ୍ତ ସାହୁ) : ବ୍ରିଟିଶ ବିରୁଦ୍ଧରେ ପ୍ରଥମ ପ୍ରତିରୋଧର ସ୍ୱର ଉତ୍ତୋଳନ କରିବାରେ ରେଣ୍ଡୋ ମାଝୀ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ । ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ରାମପୁର ବ୍ଲକର ଲୁବେନଗଡ଼ ଅଂଚଳରେ
Read More...