Daily Archives

ରାଜ୍ୟସ୍ତରୀୟ ଷ୍ଟେଟ ରେକିଂ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଓ ରାଜ୍ୟ ବ୍ୟାଡମିଣ୍ଟନ ସଂଘର ମିଳିତ ଆୟୋଜନରେ ପ୍ରଥମଥର ପାଇଁ ସୁବର୍ଣ୍ଣପୁରଠାରେ ଚାଲିଥିବା ୧୯ ବର୍ଷରୁ କମ୍ ରାଜ୍ୟସ୍ତରୀୟ ଷ୍ଟେଟ ରେକିଂ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ବାଳିକା
Read More...

ବିଶ୍ୱ ମୃତ୍ତିକା ଦିବସ-୨୦୨୧ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମାଟିର ଉର୍ବରତା ଓ ସୁରକ୍ଷାକୁ ଲକ୍ଷ୍ୟରେ ରଖି 'ସୁସ୍ଥ ଧରା-ଖେତ ହରା' ବାର୍ତ୍ତାରେ ଆଜି ସୁବର୍ଣ୍ଣପୁର ଜିଲ୍ଲା କୃଷି ଭବନଠାରେ ବିଶ୍ବ ମୃତ୍ତିକା ଦିବସ-୨୦୨୧ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ସଶକ୍ତିକରଣ ମନ୍ତ୍ରଣାଳୟ ଏବଂ
Read More...

ଡାକ୍ତର ମହେଶ୍ୱର ସିଂହଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା ହୋମିଓପାଥିକ ଡାକ୍ତର ତଥା ଟ୍ରାଫିକ ଗେଟ୍‌ରେ ଥିବା ଲିସା ହୋମିଓ ଫର୍ମାସୀର ମୁଖ୍ୟ ଡାକ୍ତର ମହେଶ୍ୱର ସିଂହଙ୍କ ୭୧ବର୍ଷ ବୟସରେ ବିୟୋଗ ଘଟିଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନନଗର ଗ୍ରାମମୂଳ ବାସିନ୍ଦା
Read More...

ଟିଟିଲାଗଡ଼ରେ ବିକାଶ ସେନା ପକ୍ଷରୁ କମ୍ବଳ ବଣ୍ଟନ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବିକାଶ ସେନା ପକ୍ଷରୁ ଶଗଡ଼ ଘାଟ, ସିକେର, ପିପଲି ବନ୍ଧ ଗ୍ରାମରେ ୫୦ରୁ ଅଧିକ ବୃଦ୍ଧବୃଦ୍ଧା ତଥା ଅସହାୟଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ତେବେ ଶୀତର ପ୍ରକୋପ ଧୀରେ ଧୀରେ ବଢି ଚାଲିଥିବା ବେଳେ ତାଙ୍କର ଜୀବନ ଯାପନ
Read More...

ପାଟଣାଗଡ ଯାଦବ ସମାଜର ପରିଚାଳନା କମିଟିର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଜଗନ୍ନାଥ ଖର୍ସେଲ ମନୋନୀତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡର ଯାଦବ ସମାଜ ପକ୍ଷରୁ ଏକ ସାମାଜିକ ବୈଠକ ଅନୁଷ୍ଠିତ ହୋଇଥିଲା । ପାଟଣାଗଡ ଯାଦବ ସମାଜ ବ୍ଳକ ସଭାପତି ସୁଗ୍ରୀବର ଖର୍ସେଲଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଦବ ସମାଜ ଜିଲ୍ଲା ସଭାପତି ପରମାନନ୍ଦ ହାତୀ ମୁଖ୍ୟ ଅତିଥି,
Read More...

ଆମ୍ବେଦକର ଦିନିକିଆ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : କୁଠୁର୍ଲାକୁ ହରାଇ ଗାଇବାହଲ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଳ ଷ୍ଟେସନ ନିକଟସ୍ଥ ଖେଳ ପଡ଼ିଆରେ ରବିବାର ଦିନ ଦେଓଗାଁ ବ୍ଲକ୍ ଉଡାର ଆମ୍ବେଦକର କ୍ରିକେଟ କ୍ଳବ୍ ପକ୍ଷରୁ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ ମହମ୍ମଦପୁର ସ୍କୁଲର ପ୍ରଧାନ
Read More...

ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ ଜୁବୁଲି ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ ଜୁବୁଲିର ଏକ ପ୍ରସ୍ତୁତି ବୈଠକ ଉପସଭାପତି ମନୋରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଡ.ବିରଞ୍ଚି ସାହୁ ଜୁବୁଲି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ
Read More...

କବି ସନତ ରାୟଙ୍କ ୧୧ତମ ସ୍ମୃତିଚାରଣ ସଭା

ସମାଜବାଦର ଶାଣିତ ସ୍ୱର ଥିଲେ ସନତ ରାୟ : ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ରାଉରକେଲା, (ସସ୍ମିତା ପ୍ରଧାନ) : କବି ସନତ ରାୟ ଥିଲେ ସମାଜବାଦର ଶାଣିତ ସ୍ୱର । ସମାଜର ପ୍ରତିଟି ବ୍ୟକ୍ତିଙ୍କ ଭିତରେ ସେ ନିଜକୁ ଦେଖୁଥିଲେ ଓ ସମୟ ସହିତ ସେଲଫି ନେଉଥିଲେ ବୋଲି କବି ସନତ ରାୟଙ୍କ ସ୍ମୃତିଚାରଣ
Read More...

ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ କୃଷି ଶିକ୍ଷା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ସ୍ଥ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଜାତୀୟ କୃଷି ଶିକ୍ଷା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡୁରା ସ୍ଥିତ ରାମନାରାୟଣ ମହାବିଦ୍ୟାଳୟର ବରିଷ୍ଠ ଇହିହାସ
Read More...

ଜୱାଦର ପ୍ରଭାବରେ ଡେଲାଙ୍ଗର ବ୍ୟାପକ ଧାନ ଫସଲ କ୍ଷତିଗ୍ରସ୍ତ : ଦୁର୍ଦ୍ଦିନରେ ଚାଷୀକୂଳ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ସାମୁଦ୍ରିକ ଝଡ଼ବାତ୍ୟା ଜୱାଦ ପ୍ରଭାବରେ ଚାଷୀକୂଳଙ୍କ ଧାନଚାଷ ଉଜୁଡିଲା । ଅଦିନିଆ ଲଘୁଚାପଜନିତ ବାତ୍ୟାର ପ୍ରଭାବରେ ଝିପି ଝିପି ବର୍ଷା, ହାଲକା ହାଲକା ପବନ ସାଙ୍ଗକୁ କୋହଲା ପାଗ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ
Read More...