Daily Archives

ରାଉରକେଲା ଆଇନ ମହାବିଦ୍ୟାଳୟର ସ୍ୱାଗତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ତରଫରୁ ୨୦୨୧-୨୨ରେ ଯୋଗ ଦେଇଥିବା ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତା ତଥା ଅଧ୍ୟାପିକା ଡଃ ସମ୍ପାଦିକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏକ
Read More...

ଜୀବନ ସଢୁଛି ରାଜରାସ୍ତାରେ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେରେ ଆଜି ଅନେକ ଗାଁ ଗଣ୍ଡା ପୋଖରୀଆ ଖଣି ଦ୍ୱାରା ଏସିଏଲ୍ ଦ୍ୱାରା ଅଧିଗ୍ରହଣ ହୋଇଅଛି । ଗାଁ ଗଣ୍ଡା ଉଜୁଡି ଗଲାପରେ ବିସ୍ଥାପିତ ପ୍ରଜାଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିସ୍ଥାପନ ନୀତିରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ସୁବିଧା
Read More...

ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ସଭ୍ୟ ମନୋନୀତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ନୂତନ ସଭ୍ୟ ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି । ସେହିପରି ପରିଷଦ ଆଉ ୧୧ ଜଣ ସଭ୍ୟଙ୍କୁ ମନୋନୀତ କରିଥିବା ଏକ ନିର୍ଦ୍ଦେଶନାମା ଜାରୀ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଠାରେ ଯୁଧିଷ୍ଠିର ମେମୋରିଆଲ କ୍ରିକେଟ କପ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ଯୁଧିଷ୍ଠିର ମିଶ୍ର ମେମୋରିଆଲ ଆୟୋଜକ କମିଟି ତରଫରୁ ପ୍ରଥମ ଯୁଧିଷ୍ଠିର ମିଶ୍ର ମେମୋରିଆଲ କ୍ରିକେଟ କପ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ମ୍ୟାଚଟି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ
Read More...

ଲକ୍ଷ୍ମୀ ନାରାୟଣ ଭାଗବତ ଟୁଙ୍ଗି ବନମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛିନ୍ଦେଇକେଲା ଲଷ୍ମୀ ନାରାୟଣ ଭାଗବତ ଟୁଙ୍ଗି ବନମହୋତ୍ସବ ଯୋଗେଶ୍ୱର ପତୋରା ଡ୍ୟାମଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହୋତ୍ସବରେ ଗ୍ରାମର ପ୍ରାୟ ଶତାଧିକ ଭାଗବତ ପ୍ରେମୀ ଭକ୍ତମାନେ ଯୋଗଦାନ କରିଥିଲେ । ମନ୍ଦିର ପୂଜାରୀ ସୁବାଷ ପାଢୀ ପୂଜା କାର୍ଯ୍ୟ କରି
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ବିଶ୍ଵ ଏଡ଼ସ୍ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟଠାରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି । ମହା ବିଦ୍ୟାଳୟ ଅଧ୍ୟକ୍ଷ ଡ଼.ଲଲିତେନ୍ଦୁ ନାୟକଙ୍କ ନେତୃତ୍ଵରେ ଓ ଯୁବ ରେଡକ୍ରସ୍‌ର ପରାମର୍ଶ ଦାତା ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ଅଧ୍ୟାପିକା ତାପିନୀ ପଣ୍ଡା ଓ ଅଧ୍ୟାପକ
Read More...

ଖଲିଆପାଲି ସ୍କୁଲରେ ଏଡସ୍‌ ଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ କୋଭିଡ ଗାଇଡଲାଇନ ଅନୁପାଳନ ପୂର୍ବକ ଏଡସ୍‌ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତ ସଭାରେ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୮ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ବନ ବିଭାଗ ପକ୍ଷରୁ ବିଭିନ୍ନ ଫର୍ଣ୍ଣିଚର ଦୋକାନରେ ଚଢାଉ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୋବାଇଲ ଟିମ ଓ ଦେଓଗାଁ ବନବିଭାଗ ମିଳିତ ଭାବେ ତୁଷୁରା ଓ ଚାଣ୍ଟିପଦର ଗ୍ରାମର ଗୋଟିଏ ଲେଖାଏଁ ଦୋକାନ ଉପରେ ଚଢାଉ କରିଥିବା ସୂଚନା ମିଳିଛି । ଏହି ଚଢାଉ ଦେଖି ତୁଷୁରା ସହରର ବିଭିନ୍ନ ଫର୍ଣ୍ଣିଚର
Read More...

ବଲାଙ୍ଗିରରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ଶିଶୁ ସୁରକ୍ଷା ସଚେତନତା ରଥ ପରିକ୍ରମା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଶିଶୁ ସୁରକ୍ଷା ସଚେତନା ରଥକୁ ସବୁଜ ପତାକା ଦେଖାଇ ଦୁଇ ଦିନ ପାଇଁ ବଲାଙ୍ଗିର ଜିଲ୍ଲାରେ ପରିକ୍ରମା କରିି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଉଦ୍‌ଘାଟନ କରିଛନ୍ତି । ସଚେତନତା ରଥଟି ବଲାଙ୍ଗିର ଜିଲ୍ଲାର ବିଭିନ୍ନ
Read More...