Daily Archives

ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ପନିପରିବା ଚାଷ ଉଜୁଡିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଓ କୁଆ ପଥର ମାଡ଼ ଯୋଗୁଁ ଜିଲ୍ଲାର ପନିପରିବା ଚାଷ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଛି । ଜିଲ୍ଲାର ବିଶେଷ କରି ଅଣ ଜଳସେଚିତ ଅଞ୍ଚଳରେ ଅଣ ଧାନ ଚାଷ କରି ଚାଷୀ ବେଶ ଲାଭବାନ ହୋଇଥାନ୍ତି । ତେବେ ଗତ ସୋମବାର
Read More...

ପୂର୍ବତନ ବାଚସ୍ପତି ତଥା ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ବିଧାନ ସଭାର ପୂର୍ବତନ ବାଚସ୍ପତି ତଥା ବ୍ରଜରାଜ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ
Read More...

ଦୀପାଙ୍କ ପ୍ରୟାସ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ମୃତ ଶିକ୍ଷକଙ୍କ ଦୁଇ ଶିଶୁକନ୍ୟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଭଟିଗାଁ ଗ୍ରାମର ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷକ ଭୁବନେଶ୍ଵର ସାହୁଙ୍କ ମୃତ୍ୟୁ ଗତ ଅଗଷ୍ଟ ମାସ ୨୮ ତାରିଖରେ ହୋଇଥିଲା, ତାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଏବଂ ଦୁଇ ଶିଶୁକନ୍ୟା ଅସହାୟ
Read More...

ଛିନ୍ଦେଇକେଲା ସହଦେବ ମେମୋରିଆଲ କ୍ରିକେଟ : ବଲାଙ୍ଗିର ଚାମ୍ପିୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲାରେ ଚାଲିଥିବା ସହଦେବ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍‌ରେ ବଲାଙ୍ଗିର ଚାମ୍ପିୟନ ହୋଇଛି । ବଲାଙ୍ଗିର ଓ କଟାପାଲି ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ କଟାପାଲି ପ୍ରଥମ ବ୍ୟାଟିଂ କରି ୧୫ ଓଭରରେ ୧୨୯
Read More...

ଓଡିଶାରୁ କୋଟିଆକୁ କେହି ନେଇ ପାରିବେ ନାହିଁ – ସାଂସଦ ସୁଭାଷ ସିଂ

ସମୀକ୍ଷା ସମ୍ବାଦପତ୍ରର ୧୬ତମ ସ୍ୱନକ୍ଷତ୍ର ଦିବସ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି "ସମୀକ୍ଷା ଆମ ସମୟର" ସାପ୍ତାହିକ ସମ୍ବାଦପତ୍ରର ୧୬ତମ ବାର୍ଷିକୋତ୍ସବ ଓ ସମ୍ମାନ ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ସୁଭାଷ ଚନ୍ଦ୍ର ସିଂ ଯୋଗ ଦେଇ ଓଡିଶାରୁ କୋଟିଆକୁ କେହି
Read More...

ଖଦ୍ୟୋତ ତରଫରୁ ନୈତିକ ଶିକ୍ଷା ଉପରେ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ଖଦ୍ୟୋତ ଅନୁଷ୍ଠାନ ତରଫରୁ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ରେଡକ୍ରସ ସାଧନା କର୍ମୀ ରବିଚନ୍ଦ୍ର ପଶାୟତ, ସମ୍ବାଦିକ ଆକୁଳ ବେହେରା ମଂଚାସୀନ ଥିଲେ । ସଭାପତି ପ୍ରଫେସର ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ, ବର୍ତ୍ତମାନ ଯୁଗର
Read More...

ଜିଲ୍ଲା ଓବିସି ମଂଚ ସଭାରେ ପଂଚାୟତିରାଜ ନିର୍ବାଚନ ପ୍ରସଙ୍ଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇତି ମଧ୍ୟରେ ଜିଲ୍ଲା ଓବିସି ମଂଚ ବଲାଙ୍ଗିରର ଏକ ବୈଠକ ମଧୁବୈଶ୍ୟ ସମାଜ ସଭାପତି ମନୋରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓବିସି ମଂଚ ସଭାକକ୍ଷରେ ବସି ଓବିସି ଜାତି ଜନଗଣନା ଓ ପଂଚାୟତିରାଜ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଛି । କେନ୍ଦ୍ର ସରକାର ଓବିସି
Read More...

ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆର୍ଟ-ଗ୍ୟାଲେରୀର ଲୋକାର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚିତ୍ର ଓ ଚାରୁକଳାର ପ୍ରସାର ଏବଂ ଜନାଦୃତ ହେବା ନିମନ୍ତେ ଜିଲ୍ଲା ସଦରମହକୁମା ଛତ୍ରପୁରଠାରେ ପ୍ରସ୍ତୁତ ହୋଇଥିବା ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ଆଜି ଲୋକାର୍ପିତ ହୋଇଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର
Read More...

ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମିଳିଲାନି ଚିକିତ୍ସା : ଶବ ରଖି ଏନ୍‌ଏଚ୍‌ ୨୬ରେ ରାସ୍ତା ରୋକ…

ଦେଓଗାଁ, (ମନୀଷ କୁମାର ସାହୁ) : ଦୁର୍ଘଟଣାରେ ଗୁରୁତର ଥିବା ରୋଗୀଙ୍କୁ ଚିକିତ୍ସା ନ ମିଳିବାରୁ ରୋଗୀ ଜଣକ ମୃତ୍ୟୁବରଣ କରିବା ପରେ ପରିବାର ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକରେ । ସୂଚନା ଅନୁସାରେ ଦୁର୍ଘଟଣାରେ
Read More...

ପ୍ରମେୟ କେବିକେ ସଂସ୍କରଣ ପକ୍ଷରୁ ନୂତନ ସାହିତ୍ୟ ପୃଷ୍ଠା ସୃଜନର ଲୋକାର୍ପଣ ଉତ୍ସବ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୈନିକ ଖବରକାଗଜ ପ୍ରମେୟ କେବିକେ ସଂସ୍କରଣ ପକ୍ଷରୁ ଏକ ନୂତନ ସାହିତ୍ୟ ପୃଷ୍ଠା ସୃଜନ ଆରମ୍ଭ କରାଯାଇଛି । ଏହାର ଲୋକାର୍ପଣ ଉତ୍ସବ ଆଜି ଆୟୋଜିତ ହୋଇଥିଲା ସ୍ଥାନୀୟ ସାମ୍ବାଦିକ ଭବନ ଠାରେ । କେବିକେ ସଂସ୍କରଣର ମୁଖ୍ୟ ଅଖିଳ ଚନ୍ଦ୍ର ହୋତାଙ୍କ ସଭାପତିତ୍ୱରେ
Read More...