Daily Archives

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧୧ରୁ ଜଣେ, ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ଗ୍ରା.ପ. ଓ ଅଟାଗାଁରୁ ଜଣେ ଲେଖାଏଁ ଚିହ୍ନଟ
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କ୍ୱାଲିଟି ଆନାଲିସିଷ୍ଟ ସଂଘର ଧାରଣା ୩ ଦିନରେ ପହଂଚିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆର୍‌ଏମ୍‌ସି ଅଧୀନରେ ଆଉଟସୋର୍ସିଂରେ କାମ କରି ଛଟେଇ ହୋଇଥିବା କ୍ୱାଲିଟି ଆନାଲିସିଷ୍ଟମାନେ ପୁନଃ ନିଯୁକ୍ତି ତଥା ସ୍ଥାୟୀ ନିଯୁକ୍ତି ଦାବୀରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଥିବା ବେଳେ ସେମାନଙ୍କ ଧାରଣା ଆଜି ୩ ଦିନରେ
Read More...

ଛତାମଖନା ଫ୍ରି ଏଣ୍ଟ୍ରି କ୍ରିକେଟ ଲିଗ୍‌ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ) : ଛତାମଖନା ଖେଳପଡିଆରେ ପ୍ରଥମ କରି ଫ୍ରି ଏଣ୍ଟ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଗତ ୪ ଦିନ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚରେ ପୁଇଁନ୍ତଲା ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲେ ।
Read More...

ମହିଳା କଂଗ୍ରେସ ପକ୍ଷରୁ ଓବିସି ସଂରକ୍ଷଣ ପ୍ରଦାନ ଦାବୀରେ ଆନ୍ଦୋଳନ

ପଛୁଆ ବର୍ଗଙ୍କୁ ତାଙ୍କ ଅଧିକାରରୁ ବଂଚିତ କରାନଯାଉ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓବିସି ସଂରକ୍ଷଣ ପ୍ରଦାନ ଦାବୀରେ ଆଜି ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଏହି ଅବସରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି ଯେ, ରାଜ୍ୟରେ ୫୦%ରୁ
Read More...

ଉପାନ୍ତ ଓଡ଼ିଶା ୱେବ ଚେନେଲର ସ୍ୱନକ୍ଷତ୍ର ଦିବସ

ସାଧାରଣ ଜନତାଙ୍କ ବିକାଶ ପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ : ବିଧାୟକ ଦାଶରଥି ଗମାଙ୍ଗ ଗଜପତି : ଗଜପତି ଜିଲ୍ଲାର ଦୁର୍ଗମ ଆଦିବାସୀ ବହୁଳ ମୋହନାରୁ ପ୍ରକାଶ ପାଉଥିବା ଉପାନ୍ତ ଓଡିଶା ୱେବ ଚେନେଲ ଆଜିକା ଦିନରେ ଓଡ଼ିଶାର ପୁର ପଲ୍ଲୀରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଲୋକଙ୍କ ଆଦର
Read More...

ଏଚ୍‌ଏମ୍‌ଏସ୍‌ ରାଜ୍ୟ ଉପସଭାପତି ରବି ରଥଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତର ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ଓଡ଼ିଶା ଶାଖାର ନବ ନିର୍ବାଚିତ ଉପସଭାପତି ତଥା ବରିଷ୍ଠ ଶ୍ରମିକ-କର୍ମଚାରୀ ନେତା ରବି ରଥଙ୍କୁ ଏଚ୍‌ଏମ୍‌ଏସ୍‌ ସହବନ୍ଧିତ ସଂଗଠନମାନଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି
Read More...

ଖପ୍ରାଖୋଲ ବ୍ଲକସ୍ତରୀୟ ଓମ୍ ଶ୍ରୀ ଶ୍ରୀ ହରିଶଙ୍କର ବାବା ଟେଣ୍ଟ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକସ୍ତରୀୟ ଓମ୍ ଶ୍ରୀ ଶ୍ରୀ ହରିଶଙ୍କର ବାବା ଟେଣ୍ଟ ସଂଘର ବାର୍ଷିକ ବୈଠକ ଘୁନସର ଟାୱାର ଛକଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ବିକାଶ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଞ୍ଚଳର ପ୍ରାୟ ୧ ଶହରୁ ଅଧିକ ଟେଣ୍ଟ ମାଲିକମାନେ ଯୋଗଦାନ
Read More...

ମିଥୁନ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଂଟ : ପଟାଙ୍ଗପଡ଼ା ଚାମ୍ପିଅନ, ଟୁବୁସ୍ ମ.ରାମପୁର ରର୍ନ୍ସଅପ୍‌

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଚାଲିଥିବା ମିଥୁନ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟର ଚଳିତବର୍ଷର ପଟାଙ୍ଗପଡ଼ା ଦଳ ଚାମ୍ପିଅନ ହୋଇଥିବା ବେଳେ ଟୁବୁସ ମ.ରାମପୁର ଦଳ ରର୍ନ୍ସଅପ୍ ହୋଇଛନ୍ତି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି
Read More...

ନରେନ୍ଦ୍ରପୁରରେ ଖୋଲିଲା ଧାନମଣ୍ଡି

• ଉଦ୍‌ଘାଟନ କଲେ ବିଧାୟକ ସୁବାସ ଚନ୍ଦ୍ର ବେହେରା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ମୁଖ୍ୟାଳୟଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ନରେନ୍ଦ୍ରପୁର ସେବା ସମବାୟ ସମିତି ପକ୍ଷରୁ ଖରିଫ୍ ଋତୁରେ ଚାଷୀଙ୍କଠାରୁ
Read More...

ଖଣ୍ଡଦେଉଳି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସାମାରୋହରେ ବାଚସ୍ପତିଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଳକ୍ ଅନ୍ତର୍ଗତ ଖଣ୍ଡଦେଉଳି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟଅତିଥୀ ଭାବେ ଯୋଗଦେଇ ଏହି ଉଚ୍ଚ ବିଦ୍ୟାଳୟର
Read More...