ମାଫିଆଙ୍କୁ ଚକ୍ମା ଦେଇ ଖଣି ବିଭାଗର ଚଢ଼ାଉ, ୪ ଡମ୍ଫର ଜବତ
ବାଲେଶ୍ଵର, (କେପିଏନ୍ଏସ୍) : ମାଫିଆ ନଜରବନ୍ଦୀ କରୁଥିଲେ । ପିକଅପରେ ଯାଇ ଚଢ଼ାଉ କଲେ ଖଣି ଅଧିକାରୀ । ପ୍ରତିଦିନ ଆସୁଥିବା ଗାଡ଼ିରେ ନଆସି ଏକ ପିକଅପ ଭ୍ୟାନରେ ଖଣି ଅଧିକାରୀ ଜଗନ ବେହେରା ଓ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଆସି ଅଚାନକ ବାଗୁଡି ପଥର ଖାଦାନରେ ଚଢ଼ାଉ କରିଥିଲେ । ସୋର!-->…
Read More...
Read More...