Browsing Tag

baleswar news

ବାହନଗା ଟ୍ରେନ୍ ଟ୍ରାଜେଡି ଘଟଣା : ବିଦା ହେଲେ ଜେନେରାଲ ମ୍ୟାନେଜର

ବାଲେଶ୍ୱର : ବାହନଗା ରେଳ ଦୁର୍ଘଟଣା ଟ୍ରାଜେଡି ଘଟଣାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ଦୁର୍ଘଟଣାର ପାଖାପାଖି ମାସେ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ୨ ଶହ ୯୧ ଜଣ ପ୍ରାଣ ହରାଇଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଥିଲେ । ୧୯୮୫ ବ୍ୟାଚର
Read More...

୪ ନକଲି ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ

ବାଲେଶ୍ୱର : ୪ ନକଲି ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ହୋଇଛି । ରାୟ ଶୁଣାଇଛନ୍ତି ବାଲେଶ୍ୱର ମାନ୍ୟବର ଭିଜିଲାନ୍ସ କୋର୍ଟ । ଜେଲ୍‌ ଦଣ୍ଡ ସହ ୩୦ ହଜାର ଟଙ୍କା ଲେଖାଏଁ ଜରିମାନା ବି କରିଛନ୍ତି ମାନ୍ୟବର ଅଦାଲତ । ତେବେ ଏଥି ସହିତ ୩ ଜଣଙ୍କୁ ଚାକିରିରୁ ବରଖାସ୍ତ କରିବାକୁ ବି
Read More...

ସାଇବର ଠକେଇ ଅଭିଯୋଗରେ ବରକୁ ଘରୁ ଉଠାଇ ଆଣିଲା ପୋଲିସ

ବାଲେଶ୍ୱର : ସାଇବର ଠକେଇ ଅଭିଯୋଗରେ ବରକୁ ଘରୁ ପୋଲିସ ଉଠାଇ ଆଣିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ବାଲେଶ୍ୱରର ଅନିଲ ହେମ୍ବ୍ରମ । ବାହାଘର ଉତ୍ସବ ଚାଲିଥିବା ବେଳେ ବରକୁ ସାଇବର ଠକେଇ ଅଭିଯୋଗରେ ସାଇବର ଥାନା ପୋଲିସ ଗିରଫ କରିଥିବା ବେଳେ ସାରା ଅଂଚଳରେ ଏହି ଘଟଣା ଚହଳ ସୃଷ୍ଟି କରିଛି ।
Read More...

ରୁପସା ଷ୍ଟେସନରେ ଛିଡା ହୋଇଥିବା ବେଳେ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ବାଲେଶ୍ୱର : କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ରୁପସା ଷ୍ଟେସନରେ ଛିଡା ହୋଇଥିବା ଏକ କୋଇଲା ବେଝେଇ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିଥିଲା । ବାଲେଶ୍ୱର ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଲିଭା ଜାରି ରହିଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
Read More...

ରେଳ ଦୁର୍ଘଟଣାରେ ମୃତାହତ ଓ ଅଟକି ରହିଥିବା ଯାତ୍ରୀଙ୍କ ପରିବାର/ସମ୍ପର୍କୀୟଙ୍କ ସୁବିଧା ପାଇଁ ୧୩୯ ହେଲ୍ପଲାଇନ ନମ୍ବର…

୨୪ ଘଣ୍ଟିଆ କଲ୍ ସେଣ୍ଟରରେ ଫୋନ ଉଠାଇବେ ବରିଷ୍ଠ ରେଳ ଅଧିକାରୀପୀଡ଼ିତ ଯାତ୍ରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସଠିକ ଓ ସନ୍ତୋଷଜନକ ସୂଚନା ଯୋଗାଇ ଦେବା ଲାଗି ୧୩୯ ରେଳ ହେଲ୍ପଲାଇନ୍ ସମର୍ପିତ ବାଲେଶ୍ୱର, (ପିଆଇବି) : ବାଲେଶ୍ୱର ରେଳ ଦୁର୍ଘଟଣାରେ ମୃତାହତମାନଙ୍କ ପରିବାର
Read More...

ବାଲେଶ୍ୱରର ବାହାନଗାର ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚି ସ୍ଥିତି ସମୀକ୍ଷା କଲେ

ବାଲେଶ୍ୱର, (କେପିଏନଏସ୍‌) : ବାଲେଶ୍ୱରର ବାହାନଗାର ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚି ସ୍ଥିତି ସମୀକ୍ଷା ସହ ରେସ୍କ୍ୟୁ ଟିମ୍‌ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାନଗା ହାଇସ୍କୁଲ ପଡିଆରେ ଅବତରଣ କରିବା
Read More...

କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ଆହତ ସଂଖ୍ୟା ହଜାରେ ପାର୍‌

ବାଲେଶ୍ୱର : କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଥିବା ବେଳେ ଆହତଙ୍କ ସଂଖ୍ୟା ୧ ହଜାର ପାର୍‌ ହୋଇଛି । ଏନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକା ସୂଚନା ଦେଇଛନ୍ତି । ସେହିପରି ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।
Read More...

ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର : ଦେଶ ପାଇଁ ଶୁକ୍ରବାର ଥିଲା ଏକ କଳା ଦିବସ । ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଛି ଚଳିତ ବର୍ଷର ସବୁଠୁ ବଡ଼ ରେଳ ଦୁର୍ଘଟଣା । ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ତିନୋଟି ଟ୍ରେନ୍‌ । ଦେଖୁ ଦେଖୁ ଦୁର୍ଘଟଣାଜନିତ କର୍କଶ ଛାତିଫଟା ଶବ୍ଦ ସହ କାନ୍ଦରୋଳ ଓ ଚିତ୍‌କାରରେ
Read More...

ଇଞ୍ଜିନ ଛାଡ଼ି ୫୦୦ ମିଟର ପଳାଇଲା ବଗି

ବାଲେଶ୍ବର : ଇଞ୍ଜିନ ଛାଡ଼ି ୫୦୦ ମିଟର ପଳାଇଲା ବଗି । ବାଲେଶ୍ୱର ସୀମାନ୍ତ ନେକୁରସେନି ଷ୍ଟେସନରେ ଘଟିଛି ଏହି ଅଘଟଣ । ହାୱଡ଼ା-ପୁରୀ ସୁପରଫାଷ୍ଟ ଟ୍ରେନରେ ଛାଡ଼ିଗଲା ବଗି । ଅଘଟଣ ସତ୍ବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।
Read More...

ବିଭିନ୍ନ ନକଲି କାର୍ଡ ଓ ସାର୍ଟିଫିକେଟ ପ୍ରସ୍ତୁତି ଅଭିଯୋଗରେ ୩ ଗିରଫ

ବାଲେଶ୍ୱର : ବିଭିନ୍ନ ନକଲି କାର୍ଡ ଓ ସାର୍ଟିଫିକେଟ ପ୍ରସ୍ତୁତି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ଥାନା ପୁଲିସ । ସୂଚନା ଅନୁସାରେ ବିଭିନ୍ନ ନକଲି କାର୍ଡ ଓ ସାର୍ଟିଫିକେଟ ପ୍ରସ୍ତୁତି ଅଭିଯୋଗରେ ବାଲେଶ୍ୱର କଚେରୀ ପରିସରରେ ଥିବା ଆଧାର କାର୍ଡ କେନ୍ଦ୍ରର ୨ ଜଣ ମହିଳା
Read More...