Daily Archives

ଦଶହରା ରାବଣ ପୋଡିରେ ଅଘଟଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶହରା ରାବଣ ପୋଡିରେ ଅଘଟଣ । ସୂଚନା ଅନୁସାରେ ପଦ୍ମପୁର ଦଶହରା ପାଇଁ ଆୟୋଜିତ ରାବାଣ ପୋଡି ସମୟରେ ରକେଟ ମାଡ଼ରେ ପଦ୍ମପୁରର ସାମଲ ଇଲେକ୍ଟ୍ରୋନିକ୍ସର ମାଲିକ ପ୍ରକାଶ ସାମଲଙ୍କ ଧର୍ମପତ୍ନୀ ଝରଣା ସାମଲ ଓ ପୁରେନା ଗ୍ରାମର ରୂପକାନ୍ତି ଭୋଇ ଗୁରୁତର ଆହତ
Read More...

୨୪ତମ ଦୁର୍ଗାପୂଜାରେ ରାବଣ ରାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ପଲ୍ଲୀବିକାଶ (ଭାଙ୍ଗମୁଣ୍ଡା-ବେହେରାମୁଣ୍ଡା ଛକ)ଠାରେ ଅନୁଷ୍ଠିତ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଅବସରରେ ଶନିବାର ସପ୍ତମୀରେ କଳସ ଯାତ୍ରା ସହ ମା' ଦୁର୍ଗାଙ୍କର ପୂଜା ମହାଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଅତିରିକ୍ତ ଜିଲ୍ଲାପାଳଙ୍କ ବୁଥ୍ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନର ପୂର୍ବ ପ୍ରସ୍ତୁତି ସ୍ବରୂପ ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଲଲାଟ କୁମାର ଲୁହା ଗାଇସିଲେଟ ବ୍ଲକ୍ କଟାବାହାଲ ଗ୍ରାମ ପଞ୍ଚାୟତର ଡଙ୍ଗରମୁଣ୍ଡା ବୁଥ୍ ପରିଦର୍ଶନ କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ
Read More...

ପୁଣି ଚର୍ଚ୍ଚାରେ ହୀରାପୁର ଗ୍ରାମ ପଞ୍ଚାୟତ : ବାରଡୋଲ ଗ୍ରାମରେ ରାସ୍ତା କଂକ୍ରିଟ କାମକୁ ନେଇ ଅସନ୍ତୋଷ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବହୁବିଧ ଦୁର୍ନୀତିକୁ ନେଇ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ହୀରାପୁର ଗ୍ରାମ ପଂଚାୟତ ପୂର୍ବରୁ ଚର୍ଚ୍ଚାରେ ରହିବା ସହିତ ଖବରର ଶିରୋନାମା ପାଲଟିଛି । ଭିଜିଲାନ୍ସ ଟିମ୍ ଏହି ପଂଚାୟତର ଦୁର୍ନୀତି ଉପରେ ଖୋଳତାଡ କରିବା ସହିତ ପୂର୍ବତନ ସରପଞ୍ଚ
Read More...

ଟିଟିଲାଗଡ ମାଉସି ମା’ ଦୂର୍ଗାପୂଜାର ଦଶମୀ ପୂଜା, ସିନ୍ଦୂର ଖେଳା ସହ ଘଟ ବିସର୍ଜନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମାଉସି ମା' ମନ୍ଦିରର ଚଳିତ ବର୍ଷ ୮୭ତମ ଦୁର୍ଗାପୂଜା ଅବସରରେ ମଙ୍ଗଳବାର ସକାଳେ ଦଶମୀ ପୂଜା ସରିବା ପରେ ଦ୍ୱିପହରରେ ମା'ଙ୍କ ଭକ୍ତ ମାନେ ପ୍ରତିବର୍ଷ ଭଳି ଏ ବର୍ଷ ଆନନ୍ଦ ଉଲ୍ଲାସର ସହ ସିନ୍ଦୂର ଖେଳ ଖେଳିଥିଲେ । ଯାହାକି ବଙ୍ଗାଳି ପରମ୍ପରାର
Read More...

ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ କଲେ ପ୍ରଭାକର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିର ପ୍ରଭାକର ନାୟକ ଏକ ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ କରିଛନ୍ତି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଜ ବାସ ଭବନରେ ମାଆ ଦୁର୍ଗାଙ୍କୁ ମହାଆଡ଼ମ୍ବର ସହକାରେ ପାଳନ କରିଛନ୍ତି । ନିଜ ବାସଭବନରେ
Read More...

୩ୟ ସହିଦ ସୁମନ୍ତ ପଧାନ ମେମୋରିଆଲ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ହାଇସ୍କୁଲ ପଡିଆଠାରେ ତୃତୀୟ ବର୍ଷ ଉପଲକ୍ଷେ ଫୁଟ୍‌ବଲ୍‌ ଟର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବିଜେଡିର ଯୁବନେତା ନିହାର ରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଟାସିଂହା ଖେଳପଡିଆ ପାଇଁ ଆମ
Read More...

କୁଟାସିଂହାରେ ୧୮ତମ ସାର୍ବଜନୀନ ଦୁର୍ଗା ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମରେ ୧୮ତମ ସାର୍ବଜନୀନ ଦୁର୍ଗା ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି ଦୁର୍ଗାପୂଜାରେ ଆକର୍ଷଣୀୟ ଦୁର୍ଗା ମେଢ଼ କରାଯାଇଥିଲା । ଏହି ପୂଜାରେ କର୍ତ୍ତା ଭାବେ ସୁନିଲ ପାତ୍ର, ସୁବାଷିନୀ ପାତ୍ର କାମ
Read More...

ଦାଦନ ଶ୍ରମିକ ପ୍ରଦୀପ କୁମ୍ଭାରଙ୍କ ତାମିଲନାଡୁରେ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକର ବକଟି ଗ୍ରାମ ପଞ୍ଚାୟତର ବଡ ଖଲିଆପାଲି ଗ୍ରାମର ଦାଦନ ଶ୍ରମିକ ପ୍ରଦୀପ କୁମ୍ଭାର(୩୬)ଙ୍କ ତାମିଲନାଡୁଠାରେ ମୃତ୍ୟୁ ହୋଇଥିବା ଖବର ମିଳିଛି । ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି କିନ୍ତୁ ପ୍ରକୃତରେ ପ୍ରକୃତ ହିତାଧିକାରୀମାନଙ୍କ ପାଖକୁ
Read More...

ନବରାତ୍ରି ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ନେଇ ସମଗ୍ର କନ୍ଧମାଳ ଚଳଚଞ୍ଚଳ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନବରାତ୍ରି ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ନେଇ ସମଗ୍ର କନ୍ଧମାଳ ଚଳଚଞ୍ଚଳ ହୋଇ ଉଠିଛି । ବିଶେଷ କରି ଜିଲ୍ଲାର ବିିଭିନ୍ନ ବଜାର କମିଟି ଏବଂ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ଦୁର୍ଗା ମଣ୍ଡପ ନିର୍ମାଣ ହୋଇ ରୀତିନୀତି ପ୍ରକାରେ
Read More...