pakka
Daily Archives

ସକମା ଠାରେ ‘ନବଉଷା’ ପତ୍ରିକା ଉନ୍ମୋଚନ ଓ ବନ୍ଧୁମିଳନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅନ୍ତର୍ଗତ ସକମା ଠାରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁର ଅଧିନସ୍ଥ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧ୍ୟୟନ କେନ୍ଦ୍ର ତୃତୀୟ ସେମିଷ୍ଟାର ଓଡିଆ ବିଭାଗ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସାହିତ୍ୟ ପତ୍ରିକା "ନବଊଷା" ଉନ୍ମୋଚନ
Read More...

ଟିମନପୁର ବ୍ୟବସାୟୀ ସଂଘର ନୂତନ କର୍ମକର୍ତ୍ତା ଚୟନ

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁରଠାରେ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ନେଇ ଏକ ସଂଘ ଗଠନ କରି ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏହି ବ୍ୟବସାୟୀ ସଂଘକୁ ମା' ସମଲେଶ୍ୱରୀ ବଣିକ ସଂଘରେ ନାମିତ କରିଛନ୍ତି । ସ୍ଥାନୀୟ ସମସ୍ତ ବ୍ୟବସାୟୀଙ୍କ ଉଦ୍ୟମରେ
Read More...

ଧାନମଣ୍ଡିରେ ଚଢ଼ାଉ : ବେଆଇନ ୩୧୦ ବସ୍ତାଧାନ ଜବତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଧାନ ମଣ୍ଡିରେ ବେଆଇନ ଭାବେ ରଖିଥିବା ୩୧୦ ବସ୍ତା ଧାନ ରଖିଥିବା ବେଳେ ବିଭାଗୀୟ ଅଧିକାରୀ ଚଢ଼ାଉ କରି ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସିଙ୍ଗଝର ମଣ୍ଡିରେ ଧାନ କିଣାରେ ଅନିୟମିତତା ନେଇ ପ୍ରକୃତ
Read More...

କବିତା ପାଠ ଓ ପରିବେଶ ପାଇଁ ଗଛଟିଏ ବ୍ୟାନର ଲୋକାର୍ପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଡେଲାଙ୍ଗ ଷ୍ଟେସନ ବଜାରଠାରେ ଶିକ୍ଷାବିତ ତଥା କବି ଗୋଲଖ ବରାଳଙ୍କ ସଭାପତିତ୍ବରେ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ କବି ଦିଗମ୍ବର ରଥ, ବସନ୍ତ କୁମାର ଦାସ, ସଚିକାନ୍ତ ବାରିକ, ନଟବର ସେଠି, ରୋହିତ କୁମାର
Read More...

ଆରୋଗ୍ୟର ନିଃଶୁକ୍ଲ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ସ୍ଥିତ ଆରୋଗ୍ୟ ଜନସେବା କେନ୍ଦ୍ରଠାରେ ନିଃଶୁକ୍ଲ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ମାସର ପ୍ରତ୍ୟେକ ରବିବାର ଦିନ ଏହି ଶିବିର ଅନୁଷ୍ଠିତ ହୋଇଥାଏ । ଗରିବ ଲୋକ ଓ ବରିଷ୍ଠ ନାଗରିକମାନେ ଏହାର ସୁବିଧା ନେଇଥାନ୍ତି
Read More...

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ଓ ନରଲା ବିଧାୟକ ଭୂପିନ୍ଦର ସିଂହ ଯୋଗ ଦେଇଥିଲେ । ଏହି ଅବସରରେ ଯୋଗ ଦେଇ
Read More...

ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରାଙ୍କ ପିତୃବିୟୋଗ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରର ବରିଷ୍ଠ ସାମ୍ବାଦିକ ତଥା ଯୁବୋଦ୍ୟୋଗୀ ପ୍ରଶାନ୍ତ ସାମନ୍ତରାଙ୍କ ପିତା ବିଜୟ ସାମନ୍ତରାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିବା ବେଳେ ଗତ କିଛି ମାସ ଧରି ସେ ବୟସ ଜନିତ ବାର୍ଦ୍ଧକ୍ୟରେ ପୀଡ଼ିତ ଥିଲେ ।
Read More...

ସମ୍ବିଧାନ ପ୍ରଦତ୍ତ ରାଜନୈତିକ ଆରକ୍ଷଣ ଅଧିକାର ହାସଲ ପାଇଁ ପ୍ରସ୍ତୁତି : ମହୁଲପଡା ଗାଁରେ ବିଶାଳ ଆଦିବାସୀ ମେଳି

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ମହୁଲପଡା ଗାଁରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଏକ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ସଶସ୍ତ୍ର ଆଦିବାସୀମାନେ ପାରମ୍ପରିକ ବେସଭୂଷା, ଢ଼ାପ ଡକା ବାଦ୍ୟର ତାଳେ ତାଳେ ନୃତ୍ୟ କରି
Read More...

ଭୀମବୁଢ଼ା କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ରତାଖଣ୍ଡିକୁ ହରାଇ ଥାଲବନ୍ଧ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରି ଗାଁରେ ଗତ ୨୨ତାରିଖରୁ ଆରମ୍ଭ ହୋଇଥିବା ଭୀମବୁଢ଼ା କ୍ରିକେଟ ପ୍ରତିଯୋଗିତା ରବିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର
Read More...

ମ୍ୟୁଜିକ ସର୍କଲରେ ବିଜୟା ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲଠାରେ ବିଜୟା ଉତ୍ସବ ସରକାରୀ ନୀତି ନିୟମ ଅନୁସାରେ ପାଳିତ ହୋଇଯାଇଛି । ଇଂ ପ୍ରତାପ କୁମାର ରାୟଙ୍କ ସଭାପତିତ୍ୱ ଓ ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି
Read More...