Daily Archives

ଦେଓଗାଁ ବ୍ଲକରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ୨ଟା ସମୟରେ ଦେଓଗାଁ ଡାକ ବଙ୍ଗଳା ପରିସରରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବ୍ଳକ ବିଜେଡି ସଭାପତି ସୁଶିଲ ଚାନ୍ଦ ସଭାପତିତ୍ୱ କରିଥିବା ବେଳେ ବ୍ଲକ ଯୁବ
Read More...

ବିଜ୍ଞାନ ସାହିତ୍ୟ ପରିଷଦର ସାଧାରଣ ଅଧିବେଶନ ଓ ଖେଳରେ ବିଜ୍ଞାନ ପୁସ୍ତକର ଲୋକାର୍ପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପି.ପି. ଏକାଡେମୀ ସଭାଗୃହରେ ବଲାଙ୍ଗିରରେ ଅବସ୍ଥାପିତ ଜିଲ୍ଲା ବିଜ୍ଞାନ ସାହିତ୍ୟ ପରିଷଦର ସାଧାରଣ ଅଧିବେଶନ ପରିଷଦର ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ବିଜ୍ଞାନ ସାହିତ୍ୟ ପରିଷଦ ଦ୍ୱାରା
Read More...

ହୃଷିକେଶ ରାୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ କ୍ୟାମ୍ପ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତରଫରୁ ବାଗବୁଡି ବସ୍ତିରେ ଚାଲିଥିବା ସପ୍ତାହବ୍ୟାପୀ ଏନ୍‌ଏସ୍‌ଏସ୍‌ (ଜାତୀୟ ସେବା ଶିବିର)କ୍ୟାମ୍ପ ସଂପନ୍ନ ହୋଇଛି । ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ
Read More...

କଣ୍ଟାମାଲରେ ୨୫ ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ

ବୌଦ୍ଧ, (ମମତା ମହାକୁର) : ଆଜି କଣ୍ଟାମାଲ ଖେଳ ପଡିଆରେ କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ୨୫ ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପ୍ରବଳ ଜନ ଗହଳି ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । କଣ୍ଟାମାଲ ବ୍ଲକ ବିଜେଡି ସଭାପତି ବିପିନ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

କବିତା ଝଙ୍କାରର ବାର୍ଷିକ ମହୋତ୍ସବ

ସମ୍ବଲପୁର, (କରୁଣାକର ଶତପଥୀ) : ସମ୍ବଲପୁର ଜିଲ୍ଲା ସାଂସ୍କୃତିକ ସମାଜ ଭବନଠାରେ ‘କବିତା ଝଙ୍କାର ସାହିତ୍ୟ ସଂସଦ’ର ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି । କବିତା ଝଙ୍କାର ସାହିତ୍ୟ ଅନୁଷ୍ଠାନର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବରେ ଓଡିଶା ଅର୍ଥ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୬୨ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ବଲାଙ୍ଗିରରେ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ମୀନା ଟେଣ୍ଟହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌ବୋଧନ ଦେଇ ବିଜେଡିର କର୍ମକର୍ତ୍ତା ମାନଙ୍କୁ ଜନସାଧାରଣଙ୍କ ପାଖକୁ ଯାଇ ଆମ
Read More...

ଲିଟିଲ ଫ୍ଲାୱାର ସ୍କୁଲ ଏବଂ ପାର୍ବତୀଗିରି ବାଳ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନରେ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟଙ୍କ ତରଫରୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପଥରଚେପା ସ୍ଥିତ ପାର୍ବତୀଗିରି ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନରେ ବଲାଙ୍ଗିର ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ଶ୍ରୀ ପୱନ କୁମାର ତିୱାରୀ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ ଅନ୍ତେବାସୀ, ଅନ୍ତେବାସିନୀ ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କ
Read More...

ସଇଁନ୍ତଲାରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା : ବିଜେଡିର ପ୍ରତିଷ୍ଠା ଦିବସରେ କଂଗ୍ରେସର ପ୍ରତିବାଦ ସଭା

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ ମମିତା ହତ୍ୟା ଘଟଣାକୁ ନେଇ ହୁ ହୁ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଜଳୁଥିବା ବେଳେ ଶକ୍ତି ମନ୍ତ୍ରୀଙ୍କ ବହିଷ୍କାର ଦାବୀ ମଧ୍ୟ ଉଠୁଛି । ଅନ୍ୟପଟେ ଆଗାମୀ ଦିନରେ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ
Read More...

ଝାରମୁଣ୍ଡାରେ ବ୍ଲକସ୍ତରୀୟ ସ୍ପୋର୍ଟସ ମିଟ-୨୦୨୧ ଉଦ୍‌ଯାପିତ

ଲୋଇସିଂହା, (କେପିଏନ୍‌ଏସ୍‌) : ନେହେରୁ ଯୁବ କେନ୍ଦ୍ର, ବଲାଙ୍ଗିର ଓ ଏଥଲେଟିକ ଆସୋସିଏସନ, ଝାରମୁଣ୍ଡା ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡ। ମିନି ଷ୍ଟାଡିୟମ ଠାରେ ଚାଲିଥିବା ତ୍ରୀଦିବସିୟ ବ୍ଲକସ୍ତରୀୟ ସ୍ପୋର୍ଟସ ମିଟ-୨୦୨୧ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ
Read More...