Daily Archives

ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପାଇକମାଲ ପକ୍ଷରୁ ମରୁଡ଼ି ଘୋଷଣା ପାଇଁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) :ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପାଇକମାଲ ପକ୍ଷରୁ ଆଜି ଚାଷୀ ମାନେ ପାଇକମାଲ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ୯ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଚାଷୀ ନେତା ବିଶ୍ଵନାଥ ରଣା ଓ ବାଳକୃଷ୍ଣ ବନଛୋରଙ୍କ ନେତୃତ୍ବରେ
Read More...

ଟାଉନ କ୍ଲବ ପଦ୍ମପୁର ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରଗଡ ଜିଲ୍ଲାର ଏକ ଅର୍ଦ୍ଧ ବିକଶିତ ଓ ପଛୁଆ ଅଞ୍ଚଳ ହୋଇଥିବା ବେଳେ ବାରମ୍ବାର ଜରୁରୀ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବ୍ୟବସ୍ଥା ସବୁବେଳେ ଅପହଞ୍ଚ ରହିଛି । ଏଣୁ ସମୟ ସମୟରେ ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ତରଫରୁ ବିଭିନ୍ନ ପ୍ରକାର ଶିକ୍ଷା,
Read More...

ବାଲିଗୁଡା ଉପଖଣ୍ଡ ଖବରଦାତାଙ୍କୁ ପୋଲିସ ଏସଡିପିଓଙ୍କ ଦୁର୍ବ୍ୟବହାର ସହିତ ମୋବାଇଲରେ ଧମକ : ତଦନ୍ତ ଦାବୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ କାର୍ୟ୍ୟରତ ଜୈନକ ସାମ୍ବାଦିକଙ୍କୁ ଏସଡିପିଓଙ୍କ ଦୁର୍ବ୍ୟବହାର ସହିତ ମୋବାଇଲ ଫୋନ ମାଧ୍ୟମରେ ଧମକ ସମଗ୍ର ସାମ୍ବାଦିକ ମହଲରେ ଆଲୋଚ୍ୟର ବିଷୟ ହୋଇଛି । ଘଟଣା ପ୍ରକାରେ ମଙ୍ଗଳବାର ରାତ୍ର ସମୟରେ
Read More...

ଫୋର୍‌ ଲେନ୍‌ ରାସ୍ତାକୁ ବିରୋଧ : ବରପାଲି ୮ଘଣ୍ଟିଆ ବନ୍ଦ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ସହରାଞ୍ଚଳ ମଧ୍ୟ ଦେଇ ନିର୍ମାଣ ହେବାକୁ ଥିବା ଫୋର ଲେନ୍ ଜାତୀୟ ରାଜପଥକୁ ବିରୋଧ କରି ଆଜି ୮ ଘଣ୍ଟିଆ ବରପାଲି ବନ୍ଦ୍ ହୋଇଛି । ବରପାଲି ବଣିକ ସଂଘ ପକ୍ଷରୁ ଡ଼ାକରା ଦିଆଯାଇଥିବା ଏହି ଆହ୍ୱାନକୁ ସହରରେ ଥିବା ପ୍ରାୟତଃ ସମସ୍ତ ସଂଘ ସାମିଲ ହୋଇ
Read More...

ବରଗଡ଼ ମହିଳା କଲେଜର ବାର୍ଷିକ କ୍ରୀଡା ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମିନି ଷ୍ଟାଡିୟମ ଠାରେ ବରଗଡ଼ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ କ୍ରୀଡା ମସାଲ ପ୍ରଜ୍ୱଳନ ସହ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ କଲେଜ ଅଧ୍ୟକ୍ଷ । ଦିନ ତମାମ ଚାଲିଥିବା ବିଭିନ୍ନ
Read More...

ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବିଜୟ କୁମାର ଦାସଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକପ୍ରିୟ ସାପ୍ତାହିକ ଖବର କାଗଜ 'ଗଣ ଇସ୍ତାହାର' ବରିଷ୍ଠ ସାମ୍ବାଦିକ ତଥା ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବିଜୟ କୁମାର ଦାସଙ୍କ ଆଜି ଅପରାହ୍ନ ୩.୩୦ ମି.ରେ ଗାଇସିଲେଟ ବ୍ଲକ ଟୁର୍ଚା ଗ୍ରାମରେ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ
Read More...

ମିଳିତ ମଞ୍ଚ ଡାକରାରେ ୧୭ରୁ ଜିଲ୍ଲାପାଳ ଅଫିସ ଆଗରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜମାକାରୀ ଗଣଧାରଣାରେ ବଲାଙ୍ଗିର ଜିଲ୍ଲା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚ ଡାକରାରେ ଜାନୁୟାରୀ ୧୭ ତାରିଖରୁ ଆରମ୍ଭ ହେଉଥିବା ଜମାକାରୀ ଗଣଧାରଣାରେ ବଲାଙ୍ଗିର ଜିଲ୍ଲାର ଚିଟ୍‌ ଫଣ୍ଡ ଜମାକାରୀମାନେ ଜମା ରାଶି ଫେରସ୍ତ ଓ ଜମାକାରୀ ଚିହ୍ନଟ ଦାବୀରେ ବଲାଙ୍ଗିର
Read More...

କଦମପଡା ଶିଶୁ ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଦମପଡାଠାରେ ଜାତୀୟ ଗଣିତ ଦିବସ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତିର ବୈଦିକ ଗଣିତ ସହସଂଯୋଜକ ପ୍ରଶନ୍ନ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ
Read More...

ବଲାଙ୍ଗିର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଖାଉଟି ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାହାକ ସଚେତନତା ପକ୍ଷ ପାଳନ ଅବସରରେ ଅଖିଳ ଭାରତୀ ଗ୍ରାହକ ପଂଚାୟତ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ବଲାଙ୍ଗିର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟତ୍ରି ଭାରତୀ ନନ୍ଦ ପ୍ରଦୀପ ପ୍ରଜ୍ଜଳନ କରି
Read More...

ତୁଷୁରା ପୋଲିସ ଦ୍ୱାରା ୩ ଗଂଜେଇ ଚୋରା ଚାଲାଣକାରୀ ଗିରଫ୍‌ : ଗାଡ଼ି ସହ ୨୧ କେଜି ଗଂଜେଇ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରା ପୋଲିସ ଦ୍ୱାରା ୩ ଜଣ ଗଂଜେଇ ଚୋରା ଚାଲାଣକାରୀ ଗିରଫ୍‌ ହୋଇଥିବା ବେଳେ ବାଇକ୍‌ ସହ ୨୧ କେଜି ଗଂଜେଇ ଜବତ୍‌ ହୋଇଥିବା ଜଣାପଡ଼ିଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ଏସ୍‌ଡ଼ିପିଓ ତୋଫାନ ବାଗ । ସୂଚନା ଅନୁସାରେ ଆଜି ସକାଳୁ ତୁଷୁରା ପୋଲିସ ପକ୍ଷରୁ
Read More...