Daily Archives

ପାଇକମାଲ ବ୍ଲକରେ ସଙ୍ଗୀତ ବିଦ୍ୟାଳୟ ପାଇଁ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ତଥା ମାଣ୍ଡୋସିଲ ଉପାୟ ସାଂସ୍କୃତିକ ଅନୁଷ୍ଠାନ ସାଧାରଣ ସମ୍ପାଦକ ଲଲିତ ଜଗତ ଦିଲ୍ଲୀକୁ ଯାଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରଗଡ଼
Read More...

ଡ୍ରେନ ଦାବୀରେ ପଡାବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମ୍ୟୁନିସିପାଲିଟି ଅନ୍ତର୍ଗତ ୧୩ ନମ୍ବର ୱାର୍ଡର ସ୍ମୃତି ନଗର ଅଞ୍ଚଳରେ ଡ୍ରେନ ନଥିବାରୁ ପଡାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣି ନିସ୍କାସନ ପାଇଁ କୌଣସି ସୁବିଧା ନଥିବାରୁ ବର୍ଷ ବର୍ଷ ଧରି ଘରର ବ୍ୟବହୃତ ଅପରିଷ୍କାର ପାଣି
Read More...

ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସାହିତ୍ୟ ଖଟି ତରଫରୁ ଇସ୍ପାତ ମାର୍କେଟଠାରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଆବାହକ କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ ସୁମନ ଦତ୍ତ ମୁଖ୍ୟ
Read More...

ଶ୍ରୀଅରବିନ୍ଦ ପାଠଚକ୍ର ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ର ଗୀତାରାଣୀ ବେହେରାଙ୍କ ଆବାହକତ୍ୱରେ ଶ୍ରୀଅରବିନ୍ଦ ପାଠଚକ୍ର ଶୁଭାରମ୍ଭ କରାଯାଇଛି । ବିଶ୍ବନାଥ ଆଇଚଙ୍କ ସଂଯୋଜନାରେ ଆୟୋଜିତ ଏହି ପାଠଚକ୍ରରେ ଶିକ୍ଷାବିତ୍ ଭବେଶ ଚନ୍ଦ୍ର ସାହୁ, ଡାକ୍ତର ପ୍ରଶାନ୍ତ ପାତ୍ର ଓ ଗୋଦାବରୀଶ ପରିହାରୀ
Read More...

ମ.ରାମପୁର ପ୍ରେସ କ୍ଲବର ବନ୍ଧୁ ମିଳନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ମ.ରାମପୁର ପ୍ରେସ୍ କ୍ଲବର ବନ୍ଧୁ ମିଳନ ମସ୍କାଦାଣ୍ଡି ନିକଟ ଶାନ୍ତିବନଠାରେ କ୍ଲବର ସଭାପତି ପ୍ରଶାନ୍ତ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂପାଦକ ହେମନ୍ତ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ
Read More...

ବିଜେପିର ମଣ୍ଡଳ ସ୍ତରୀୟ ବୈଠକ

ମ.ରାମପୁର, (ହେମନ୍ତ ସାହୁ) : ବିଜେପିର ମଣ୍ଡଳ ସ୍ତରୀୟ ବୈଠକ ମ.ରାମପୁର ବିଜୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ମ.ରାମପୁର ମଣ୍ଡଳ ସଭାପତି ପ୍ରତାପଚନ୍ଦ୍ର ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମ.ରାମପୁର ମଣ୍ଡଳ ପ୍ରଭାରୀ ପ୍ରଶାନ୍ତ ସାହୁ, ଖୁସିରାମ ସାହୁ,
Read More...

ପୁରାତନ ଛାତ୍ର ବିୟୋଗରେ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଦନପୁରର ପୁରାତନ ତଥା ମେଧାବୀ ଛାତ୍ର ଶକ୍ତି ପ୍ରସାଦ ଶତପଥୀଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତୁଷାରକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଦୁଇମିନିଟ ନୀରବ
Read More...

କୋଚ୍‌ ଶିବ ପ୍ରସାଦ ସ୍ମାରକୀ ଫୁଟବଲ ୨୩ ତାରିଖରୁ : ଭାଗ ନେବେ ୧୦ଟି ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଜଗନ୍ନାଥ ସ୍ପୋର୍ଟିଂ କ୍ଳବ ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ପୁରାତନ ଛାତ୍ର ଓ ବର୍ତ୍ତମାନ ଛାତ୍ରଙ୍କ ମିଳିତ ଆନୁକୂଲ୍ୟରେ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଦ୍ୱିତୀୟ କୋଚ୍‌ ଶିବପ୍ରସାଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ
Read More...

ପ୍ରଭାକର ରଥ ସ୍ମୃତି ସମ୍ମାନ ପାଇବେ ଅନିଲ କୁମାର ନନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ଟିକ୍ରାପଡା ସ୍ଥିତ ଶ୍ରୀ ଦଧିବାମନ ମନ୍ଦିରଠାରେ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ବାଧିତଜନବନ୍ଧୁ ପ୍ରଭାକର ରଥ ଜନ୍ମ ଶତବାର୍ଷିକୀ ଉଦ୍‌ଯାପନୀ ସମାରୋହ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୪୭ ଥର ରକ୍ତଦାନ କରିଥିବା ତଥା
Read More...

ଆସନ୍ତା ୨୦୨୨ ସୁଦ୍ଧା ବଲାଙ୍ଗିର-ସୋନପୁର ରେଳ ଚଳାଚଳ ଆରମ୍ଭ ହେଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସହ-ସଂପାଦକ ପ୍ରଭାକର ମିଶ୍ର ବିଗତ ଅଧିବେଶନର
Read More...