Daily Archives

ବଲାଙ୍ଗିର ସତ୍ୟନାରାୟଣପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଲିଗଲା ୨ଜଣ ବାଇକ ଆରୋହୀଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସମ୍ବଲପୁର ରୋଡ ସ୍ଥିତ ସତ୍ୟନାରାୟଣପଡା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବାଇକ ଆରୋହୀ ୨ଜଣ ହେଲେ ସହରର ଚିମିନିଭାଟିପଡାର ତ୍ରିଲୋଚନ ସାଏ ଏବଂ ସିନ୍ଦୁରବାହାଲର ଗୌରହରି ପଟେଲ । ତେବେ
Read More...

ରତାଖଣ୍ଡିରେ ଆଦିବାସୀ ସମାବେଶ : ଆଦିବାସୀ ସଂରକ୍ଷିତ ଆସନରେ ଇଲେକ୍ସନ ନ କରି ସିଲେକ୍ସନ କରିବାକୁ ପ୍ରସ୍ତାବ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ରତାଖଣ୍ଡି ଗ୍ରାମ ଠାରେ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ସଂଘର ଜ଼ିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ
Read More...

କଂଗ୍ରେସରେ ସାମିଲ ହେଲେ ଶତାଧିକ ଯୁବକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ପ୍ରସାର ଆରମ୍ଭ ହେଲାଣି । ତେବେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ତତ୍ତ୍ଵାବଧାନରେ ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ
Read More...

ରାମଚଣ୍ଡୀ ମନ୍ଦିର ପରିସରରେ ବିଧାୟକଙ୍କ ଦ୍ୱାରା କଲ୍ୟାଣ ମଣ୍ଡପ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସଦର ଦପ୍ତରଠାରୁ ମାତ୍ର ୭ କି.ମି. ଦୂରରେ ଏକ କ୍ଷୁଦ୍ର ପାହାଡ଼ରେ ବିରାଜିତ ପ୍ରସିଦ୍ଧ ମା ରାମଚଣ୍ଡୀ ମନ୍ଦିରର ଉନ୍ନୟନମୂଳକ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବୈଠକ ପୂର୍ବରୁ ମନ୍ଦିର ପରିସରରେ ଏକ କଲ୍ୟାଣମଣ୍ଡପ ନିର୍ମାଣ
Read More...

ବ୍ଲକସ୍ତରୀୟ ସ୍ପୋର୍ଟସ ମିଟ୍‌-୨୦୨୧ ଫୁଟ୍‌ବଲ୍‌ ଫାଇନାଲରେ ଯୋଗୀସର୍ଡା ଓ ସରଗାଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେହେରୁ ଯୁବ କେନ୍ଦ୍ର, ବଲାଙ୍ଗିର ଓ ଏଥଲେଟିକ ଆସୋସିଏସନ୍‌, ଝାରମୁଣ୍ଡା ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ମିନି ଷ୍ଟାଡିୟମଠାରେ ଚାଲିଥିବା ତ୍ରୀଦିବସିୟ ବ୍ଲକସ୍ତରୀୟ ସ୍ପୋର୍ଟସ ମିଟ-୨୦୨୧ର ଦ୍ଵିତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ମିଥୁନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ : ଅଁଳାପାଲି, ଇଭିନିଂ ବିଜୟୀ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଚାଲିଥିବା ମିଥୁନ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଦ୍ୱିତୀୟ ଦିବସରେ ତୁଳାପଡ଼ା, ଅଁଳାପାଲି ଏବଂ ଏଟିଇଲେଭେନ୍ ଦଳ ବିଜୟୀ ହୋଇଥିବା ଜଣାଯାଇଛି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବରେ
Read More...

କୋଚ୍‌ ଶିବ ପ୍ରସାଦ ସ୍ମାରକୀ ଫୁଟବଲ ତୃତୀୟ ଦିବସ : ୟୁଥ କ୍ଲବ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଳବ ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ପୁରାତନ ଓ ର୍ବତ୍ତମାନ ଛାତ୍ରଙ୍କ ମିଳିତ ଆନୁକୁଲ୍ୟରେ ଆଜି କୋଚ୍‌ ଶିବପ୍ରସାଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିବସ ପ୍ରଥମ
Read More...

ପବିିତ୍ର ବଡ଼ ଦିନ ପର୍ବରେ କମ୍ବଳ ବଣ୍ଟନ କଲେ ସମାଜସେବୀ ନୀଲ ସିଂହଦେଓ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଆଭ୍ୟନ୍ତରୀଣ ଇଲାକା ଉର୍ଲଦାନୀ ଗ୍ରାମ ପଂଚାୟତ ଅଂଚଳର ବିଡ଼ାବାରୁ, ଖଲିଆମୁଣ୍ଡା ଓ ଉର୍ଲାଦାନୀ ଚର୍ଚ୍ଚକୁ ଯାଇ ସମାଜସେବୀ ଯୁବନେତା ନୀଲ ସିଂହଦେଓ ଖ୍ରୀଷ୍ଟ୍ରିଆନଧର୍ମୀ ଭାଇଭଉଣୀଙ୍କ ସହିତ ଆଜି ବଡ଼ଦିନ ପାଳନ କରିଥିବା
Read More...

ଶୃଙ୍ଖଳା ଦ୍ୱାରା ବ୍ଲଡ଼ ସୁଗାର୍‌କୁ ନିୟନ୍ତ୍ରଣ କରିହେବ

ଆଜି ବିଶୃଙ୍ଖଳିତ ଜୀବନ ଶୈଳୀ ଯୋଗୁଁ ତଥା ଖାଦ୍ୟପେୟ ପ୍ରତି ଅସଚେତନତା ହେତୁ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । କିନ୍ତୁ ଚିକିତ୍ସକମାନେ ମତ ଦିଅନ୍ତି, ନିୟନ୍ତ୍ରିତ ଜୀବନଶୈଳୀ ଓ ସଚେତନତା ହିଁ ବ୍ଲଡ଼ ସୁଗାର୍‌କୁ ନିୟନ୍ତ୍ରଣ କରିପାରିବ । ଏଥିପାଇଁ ନିଜ ବ୍ଲଡ଼ ସୁଗାର୍‌କୁ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଭାରତୀୟ ଜନତା ପାର୍ଟିର ପ୍ରାଣ, ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ରାଜଖମାରଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ
Read More...