pakka

ବଲାଙ୍ଗିର ସତ୍ୟନାରାୟଣପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଲିଗଲା ୨ଜଣ ବାଇକ ଆରୋହୀଙ୍କ ଜୀବନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସମ୍ବଲପୁର ରୋଡ ସ୍ଥିତ ସତ୍ୟନାରାୟଣପଡା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବାଇକ ଆରୋହୀ ୨ଜଣ ହେଲେ ସହରର ଚିମିନିଭାଟିପଡାର ତ୍ରିଲୋଚନ ସାଏ ଏବଂ ସିନ୍ଦୁରବାହାଲର ଗୌରହରି ପଟେଲ । ତେବେ ଗୁରତରଙ୍କୁ ପ୍ରଥମେ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ନିଆଯାଇ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ଟାଉନଥାନା ପୋଲିସ ଟ୍ରକ ଡାଇଭରକୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

twelve − 5 =