pakka

ପବିିତ୍ର ବଡ଼ ଦିନ ପର୍ବରେ କମ୍ବଳ ବଣ୍ଟନ କଲେ ସମାଜସେବୀ ନୀଲ ସିଂହଦେଓ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଆଭ୍ୟନ୍ତରୀଣ ଇଲାକା ଉର୍ଲଦାନୀ ଗ୍ରାମ ପଂଚାୟତ ଅଂଚଳର ବିଡ଼ାବାରୁ, ଖଲିଆମୁଣ୍ଡା ଓ ଉର୍ଲାଦାନୀ ଚର୍ଚ୍ଚକୁ ଯାଇ ସମାଜସେବୀ ଯୁବନେତା ନୀଲ ସିଂହଦେଓ ଖ୍ରୀଷ୍ଟ୍ରିଆନଧର୍ମୀ ଭାଇଭଉଣୀଙ୍କ ସହିତ ଆଜି ବଡ଼ଦିନ ପାଳନ କରିଥିବା ଜଣାଯାଇଛି । ଏହି ଅବସରରେ ସେ କମ୍ବଳ ବଣ୍ଟନ କରିବା ସହିତ ଏହି ପବିତ୍ର ଦିବସରେ କୋମଳମତି ଶିଶୁମାନଙ୍କ ସହିତ ନିଜର ସମୟ ଅତିବାହିତ କରିଛନ୍ତି । ତାଙ୍କରି ସହିତ ଅନ୍ୟମାନଙ୍କ ମଧ୍ୟରେ ଶାଶ୍ୱତ ମିଶ୍ର, ଲଳିତ ବଗର୍ତ୍ତୀ, ଅନୀଲ ପ୍ରହରାଜ, ମିନେଶ ନାଏକ, ଗୋକୁଳ ପାତ୍ର, ସାଧୀ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

jay balangir
Leave A Reply

Your email address will not be published.

19 + 20 =