Browsing Tag

m.rampur news

୧୩ ବର୍ଷରେ ଧରଣୀପଡ଼ାର ଗଣେଶ ପୂଜା ମନମୋହୁଛି ଆକର୍ଷଣୀୟ ମେଢ଼

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଧରଣୀପଡ଼ା ଦ୍ୱାରା ମାର୍କେଟ କମ୍ପ୍ଲେକ୍ସ ପରିସରରେ ଶ୍ରୀ ଗଣେଶ ପୂଜା କମିଟି ପକ୍ଷରୁ ୧୩ତମ ଗଣେଶ ପୂଜା–୨୦୨୬ ଭକ୍ତି ଓ ଉତ୍ସାହର ସହ ଆୟୋଜିତ ହୋଇଯାଇଛି । ୭ ଦିନ ଏହି ପାର୍ବଣ ଅବସରରେ ପ୍ରତିଦିନ ବିଭିନ୍ନ…
Read More...

ଅଲାତରା ପଞ୍ଚସଖା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳନ 

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପଞ୍ଚସଖା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଲାତରାରେ ପବିତ୍ର ଗୁରୁ ଦିବସ ଉତ୍ସବ ଶ୍ରଦ୍ଧା ଓ ଆନନ୍ଦର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅଶୋକ ବିଶ୍ୱାଲ…
Read More...

ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ

ପ୍ରକୃତି ପ୍ରାଣରେ ଜୀବନ ସଂଚାରର ପ୍ରକୃଷ୍ଟ ନିଦର୍ଶନ ମ.ରାମପୁର, (ପି.କେ ସାହୁ) : କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ପ୍ରକୃତି ପ୍ରାଣରେ ଜୀବନ ସଂଚାରର ପ୍ରକୃଷ୍ଟ ନିଦର୍ଶନ ହେଉଛି ମେହେର…
Read More...

ବିଜେପିର ବରିଷ୍ଠ କର୍ମୀଙ୍କୁ ହତ୍ୟା : ୨ ଜଣଙ୍କୁ ଅଟକ

ମ. ରାମପୁର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଅନ୍ତର୍ଗତ ଡି. କର୍ଲାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଜଣେ ବରିଷ୍ଠ ବିଜେପି ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟା ସମୟରେ ମ. ରାମପୁରରୁ କାମ ସାରି ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ…
Read More...

ବନପାଳଙ୍କୁ ମୋହନଗିରି ଅଞ୍ଚଳବାସୀଙ୍କ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ମ.ରାମପୁର ବନାଞ୍ଚଳର ମୋହନଗିରି ସେକ୍ସନ ବନପାଳ ବିଶ୍ୱଜିତ ଠାକୁରଙ୍କୁ ମୋହନଗିରି ଅଞ୍ଚଳର ବିଭିନ୍ନ ସାମାଜିକ, ଧାର୍ମିକ ଅନୁଷ୍ଠାନ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ତରଫରୁ ଏକ ନିଆରା ଢଙ୍ଗରେ ରବିବାର ଦିନ ଏକ ବିଦାୟକାଳୀନ…
Read More...

ମ. ରାମପୁର ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲାର ମ. ରାମପୁର ଦୁର୍ଗାମାଧବ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରଦ କୁମାର ସେଠୀଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଯୋଗ ମାଧ୍ୟମରେ ନିରୋଗ ଜୀବନଯାପନ ଓ ସୁସ୍ଥ ସମାଜ ଗଠନର…
Read More...

ମ.ରାମପୁର ପୁଲିସର ବଡ଼ ସଫଳତା : ୭ ବାଇକ ଚୋର ଗିରଫ, ୯ ଚୋରି ବାଇକ ଉଦ୍ଧାର

ମ.ରାମପୁର : କଳାହାଣ୍ଡି ଜିଲ୍ଲାର ମ.ରାମପୁର ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଦୀର୍ଘ ଦିନ ଧରି କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିବା ଏକ ଆନ୍ତଃଜିଲ୍ଲା ବାଇକ ଚୋର ଗ୍ୟାଙ୍ଗକୁ ଧରିବାରେ ପୁଲିସ ସଫଳ ହୋଇଛି । ଏହି ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ…
Read More...

ଶାନ୍ତିବନରେ ବିଶ୍ୱ ପରିବେଶ ଦିବସ ପାଳିତ

ମ. ରାମପୁର, (ପି.କେ. ସାହୁ) : ବିଶ୍ୱ ପରିବେଶ ଦିବସ ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ମସ୍କାଦାଣ୍ଡି ଗ୍ରାମର ଶାନ୍ତିବନ ଠାରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମ. ରାମପୁର ଓ କେସିଙ୍ଗା ବନାଞ୍ଚଳର ଏ.ସି.ଏଫ୍‌. ଅସିତ କୁମାର ଦାଶ, ସମ୍ମାନିତ…
Read More...

ଶିକ୍ଷକ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକର ଡି. କର୍ଲାଖୁଣ୍ଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବରିଷ୍ଠ ଶିକ୍ଷକ ରାଜୀବ ପୂଝାରୀ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତ ସାହୁଙ୍କ ସଭାପତିତ୍ୱରେ…
Read More...

ସିବିଏସ୍ଇ ପରୀକ୍ଷାରେ ମଦନପୁର ଓଏଭିର ସଫଳତା

୯୦ ପ୍ରତିଶତରୁ ଅଧିକ ୧୦ ଛାତ୍ରଛାତ୍ରୀ ମ. ରାମପୁର (ପି. କେ. ସାହୁ) : ପ୍ରକାଶ ପାଇଛି ସିବିଏସ୍ଇ ଦଶମ ରେଜଲ୍ଟ । ଏହି କ୍ରମରେ ମ. ରାମପୁର ବ୍ଲକ ମଦନପୁର ଆଦର୍ଶ ବିଦ୍ୟାଳୟ ୧୦ ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ମାର୍କ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଚଳିତ ବର୍ଷ ମୋଟ ୬୫…
Read More...