Daily Archives

ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ : ପ୍ରକୃତ ଶ୍ରମିକ ପାରିଶ୍ରମିକ ପାଇବାରୁ ବଞ୍ଚିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ଖଇରା ପଞ୍ଚାୟତ ଚଲାନପଡ଼ା ହାଇସ୍କୁଲ ଖେଳପଡ଼ିଆର ଉନ୍ନତିକରଣ ନିମନ୍ତେ ମନରେଗା ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କା ବିନିମୟରେ ହୋଇଥିବା କାର୍ଯ୍ୟରେ ନିଯୁକ୍ତ ଥିବା ଶ୍ରମିକମାନଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କ ମଜୁରୀ ମିଳି ନଥିବା
Read More...

ପତିଆଲପଡା ନଦୀଘାଟଠାରୁ ଖଇରପଦରକୁ ବ୍ରିଜ ନିର୍ମାଣ ପାଇଁ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ଖଇରପଦରର ଉଦନ୍ତି ନଦୀରେ ପତିଆଲପଡା ଗ୍ରାମକୁ ସଂଯୋଗ କରୁଥିବା ନଦୀଘାଟରେ ବ୍ରିଜ ନିର୍ମାଣ କରିବା ପାଇଁ ଦାବୀ କରିଛନ୍ତି, ଏହି ରାସ୍ତାରେ ନିତିଦିନ ଖଇରପଦର, ପତିଆଲପଡା, ସରଧାପୁର, କଇଟ ପଦର, ନିଲଜି, କେନ୍ଦୁମୁଣ୍ଡା
Read More...

ଅନ୍‌ଲାଇନ୍‌ ମାର୍କେଟିଙ୍ଗ୍‌ରେ ଠକେଇ ଅଭିଯୋଗ : ୯୬୦୦ ଟଙ୍କାର ମୋବାଇଲ ସ୍ଥାନରେ ମିଳିଛି ଇଟା ଖଣ୍ଡ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଅନ୍‌ଲାଇନ୍‌ ମାର୍କେଟିଙ୍ଗ୍‌ରେ ଠକେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଦିଗାମ୍ବର ମେହେର ନାମକ ବ୍ୟବସାୟୀ ବୋଡେନ ଛକଠାରେ ଫାଷ୍ଟ ଚଏସ୍‌ ମୋବାଇଲ୍‌ ଦୋକାନକୁ ଗତକାଲି ତାଙ୍କ ନାମରେ ଏକ ପାର୍ସଲ ଆସିଥିଲା । ୯୬୦୦
Read More...

ମାଓ କ୍ୟାଂପ ଠାବ : ୨ ଟିଫିନ ବମ୍ ସହ ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସୁରକ୍ଷା ବଳକୁ ଏକ ବଡ ସଫଳତା ମିଳିଛି । କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାଂପ ଠାବ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଳରେ ଗତକାଲି ଡିଭିଏଫ୍‌,
Read More...

ଆଗଲପୁରରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବିଙ୍ଗହ୍ୟୁମାନ ଫାଉଣ୍ଡେସନ ଆନୁକୁଲ୍ୟରେ ବେନ୍ଦ୍ରା ଗ୍ରାମ ପଂଚାୟତ କାର୍ୟ୍ୟାଳୟ ରାମପୁର ଠାରେ ବିଙ୍ଗହ୍ୟୁମାନ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ବଲାଙ୍ଗିର ମାଟିର ଗୌରବ, ଦୁଖ ସୁଖର ସାଥୀ ଯୁବ ସମାଜସେବୀ ସୋମନାଥ ମିଶ୍ରଙ୍କ ଜନ୍ମ ଦିନରେ ଏକ
Read More...

କଳାକାର ଭତ୍ତାରୁ ବଞ୍ଚିତ ମୁରଲୀ ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ୨ ହଜାରରୁ ଅଧିକ ହିତାଧିକାରୀ ସରକାରଙ୍କ କଳାକାର ଭତ୍ତା ପାଉଛନ୍ତି । ତେବେ କଳାକାର ଚିହ୍ନଟ ପ୍ରକ୍ରିୟା ସମୟରେ ବହୁ ଅନିମୟିତତାର ଅଭିଯୋଗ ହୋଇଛି । ବହୁ ବାସ୍ତବ କଳାକାର ଏହି ଭତ୍ତାରୁ ବଞ୍ଚିତ ହୋଇଥିବା ବେଳେ କେତେକ ଅଯୋଗ୍ୟ କଳାକାର
Read More...

ରକ୍ତଦାନ କଲେ କୁଲତା ସମାଜର ଯୁବ ସଦସ୍ୟ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ କଙ୍କରିଆ ଗ୍ରାମର ମକରଧ୍ୱଜ ପଧାନ (୬୧) ସିକିଲିନ୍‌ ସମସ୍ୟା ହେତୁ ସ୍ଥାନୀୟ ଭିମଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଶରୀରରେ ରକ୍ତ ପରିମାଣ ୫% ଥିବାରୁ ଡକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ
Read More...

ବେହରାପାଲି ରେଲୱେ ଟ୍ରାକ୍‌ରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ନିକଟସ୍ଥ ବେହରାପାଲି ରେଲୱେ ଟ୍ରାକ୍‌ରୁ ଏକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ତାହା ହତ୍ୟା ନା ଆତ୍ମହତ୍ୟା ସଠିକ୍‌ ଭାବେ ଜଣାପଡିନାହିଁ । ତେବେ ମୃତ ବ୍ୟକ୍ତିଙ୍କ ବୟସ ପାଖାପାଖି ୪୦ ହୋଇଥିବା ବେଳେ ଶବକୁ ଉଦ୍ଧାର କରି
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ପ୍ରାଣ, ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଇକମାଲ ସ୍ଥିତ ଶ୍ରୀ ନୃସିଂହନାଥ ଆଇଓସିଏଲ୍‌ ଅତିଥି ଭବନରେ ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ
Read More...

ଗରିବ ପାଣ୍ଡେ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଧରିଲା ପୋଲିସ : ୩ ଗିରଫ୍‌, ୧ ଅଟୋ ରିକ୍‌ସା ସହ ୨ ମୋଟର ସାଇକେଲ୍‌ ଓ ୪…

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରା ତେଲନଦୀରୁ ଉଦ୍ଧାର ହୋଇଥିବା ଗରିବ ପାଣ୍ଡେର ମୃତଦେହ ମିଳିବା ପରେ ସାଧାରଣରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ରହସ୍ୟରେ ରହି ଯାଇଥିଲା ଏହି ଘଟଣା । ଏବେ ଗରିବ ପାଣ୍ଡେ ହତ୍ୟାକାଣ୍ଡର ରହସ୍ୟ ଖୋଲିଛି ପୋଲିସ । ଏ ଘଟଣାରେ ବ୍ୟବହୃତ ୧
Read More...