ବେହରାପାଲି ରେଲୱେ ଟ୍ରାକ୍‌ରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ନିକଟସ୍ଥ ବେହରାପାଲି ରେଲୱେ ଟ୍ରାକ୍‌ରୁ ଏକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ତାହା ହତ୍ୟା ନା ଆତ୍ମହତ୍ୟା ସଠିକ୍‌ ଭାବେ ଜଣାପଡିନାହିଁ । ତେବେ ମୃତ ବ୍ୟକ୍ତିଙ୍କ ବୟସ ପାଖାପାଖି ୪୦ ହୋଇଥିବା ବେଳେ ଶବକୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ରଖାଯାଇଥିବା ଜଣାପଡିଛି । ବଲାଙ୍ଗିର ଜିଆର୍‌ପି ଘଟଣାର ତଦନ୍ତ କରୁଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.

5 × four =

error: Content is protected !!