Daily Archives

ଲୋଇସିଂହା ବିଧାୟକଙ୍କ ବିନ୍ଧାପାଲି ଆଂଚଳିକ ଧନୁଯାତ୍ରା କଂସ ଦରବାରରେ ରାଜ ଅତିଥି ଭାବେ ଯୋଗଦାନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଭରସୁଜା ପଂଚାୟତ ବିନ୍ଧାପାଲି ଠାରେ ଚାଲିଥିବା ଆଂଚଳିକ ଧନୁଯାତ୍ରା କଂସ ଦରବାରରେ ରାଜ ଅତିଥି ଭାବେ ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ ନିମନ୍ତ୍ରଣ ପାଇ ଯୋଗ ଦେଇଥିଲେ । ଆଖପାଖ ୮ଗୋଟି ଗ୍ରାମକୁ ନେଇ ଚାଲିଥିବା ଆଂଚଳିକ ଧନୁଯାତ୍ରା
Read More...

ଚିନ୍ତାମଣିଶ୍ୱର ବରିଷ୍ଠ ନାଗରିକ ମଂଚର ବାର୍ଷିକୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚିନ୍ତାମଣିଶ୍ୱର ବରିଷ୍ଠ ନାଗରିକ ମଂଚର ବାର୍ଷିକୋତ୍ସବ ଆଜି ପୂର୍ବାହ୍ନରେ ଚିନ୍ତାମଣିଶ୍ୱରର ଫିସରୀ ଲେନ୍‌ ସ୍ଥିତ ମଂଜୁଲତା ବ୍ୟାଡ୍‌ମିଣ୍ଟନ୍‌ ଇନ୍‌ଡେ଼ାର୍‌ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ
Read More...

ରେଂଜ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପଞ୍ଚାୟତ ସମିତି ଅଧିନସ୍ଥ ରେଂଜ ଗ୍ରାମ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ଓ ମିଶନ ଶକ୍ତି ଗୃହକୁ ଶୁକ୍ରବାର ଅପରାହ୍ନରେ ନବନିର୍ବାଚିତ ବିଧାୟକଙ୍କ ରୁଦ୍ର ପ୍ରତାପ ମହାରଥୀ ଲୋକାର୍ପଣ କରିଛନ୍ତି । ଏହି ଉତ୍ସବରେ ସ୍ଥାନୀୟ
Read More...

ବିନ୍ଧାପାଲି ଆଞ୍ଚଳିକ ଧନୁଯାତ୍ରାର ୭ମ ଦିନରେ ଅତିଥି ସମାଗମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଆଗଲପୁର, (ପୁସ୍ତମ ଯୁଆଡି) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବିନ୍ଧାପାଲି ଖେଳ ପଡିଆଠାରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାରାଜା କଂସଙ୍କ ରାଜୁତି ସହିତ ସାସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକମାନେ ବେଶ ମଜା ନେଉଛନ୍ତି । କଂସ ଦରବାରରେ ଆମନ୍ତ୍ରିତ ଅତିଥି ଲୋଇସିଂହା
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଜଣେ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୫୧ ବୃଦ୍ଧି ପାଇଛି । ମୃତକଙ୍କ ଜଣକ ଖୋର୍ଦ୍ଧା ଜିଲ୍ଲାର ୪୬ ବୃଦ୍ଧ ହୋଇଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ
Read More...

ଗତ ୨୪ ଘଂଟାରେ ୧୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୬୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ପଞ୍ଚାୟତସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ : ଶିଶୁ ହସିଲେ ଦୁନିଆଁ ହସିବ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ଯୋଗାଣ ନିରୀକ୍ଷକ ବିକାଶ ବର୍ଲା ଯୋଗ ଦେଇଥିବା ବେଳେ
Read More...

ଆଜି ପବିତ୍ର ବଡ଼ଦିନ : ଖ୍ରୀଷ୍ଟିୟ ସମାଜରେ ହର୍ଷୋଲ୍ଲାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ବଡ଼ଦିନ ଅବସରରେ ସାରା ଖ୍ରୀଷ୍ଟିୟ ସମାଜରେ ଆଜି ଆନନ୍ଦ ଉଲ୍ଲାସର ମାହୋଲ୍‌ ସୃଷ୍ଟି ହୋଇଛି । ଖ୍ରୀଷ୍ଟ ଧର୍ମର ଜନକ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ବଡ଼ଦିନ ଭାବରେ ବଡ଼ ଧୁମ୍‌ଧାମ୍‌ରେ ସାରା ବିଶ୍ୱରେ ପାଳନ କରାଯାଉଛି । ପରସ୍ପର ପ୍ରତି ପ୍ରେମ,
Read More...

ଭରସୁଜାର ମା’ ଛେଲିଆପାଟ ମିନି ଷ୍ଟାଡିୟମକୁ ଉଦ୍‌ଘାଟନ କଲେ ବିଧାୟକ ନରସିଂହ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମପଞ୍ଚାୟତର ମା' ଛେଲିଆପାଟ ମିନି ଷ୍ଟାଡିୟମକୁ ଉଦ୍‌ଘାଟନ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଉଦଘାଟନୀ ସମାରୋହରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ,
Read More...

ତଟ ନିରଂଜନା ବହୁ ଅସମାଧିତ ପ୍ରଶ୍ନର ବର୍ଣ୍ଣାଳୀ ଶୀର୍ଷକ ସଂପାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ମହାବିଦ୍ୟାଳୟ ଓଡିଆ ବିଭାଗ ତରଫରୁ ନାଟ୍ୟକାର ବିଜୟ ମିଶ୍ରଙ୍କ ବହୁ ଚର୍ଚ୍ଚିତ ନାଟକ 'ତଟ ନିରଂଜନା -ବହୁ ଅସମାଧିତ ପ୍ରଶ୍ନର ବର୍ଣ୍ଣାଳୀ' ଶୀର୍ଷକ ସଂପାନ ମହାବିଦ୍ୟାଳୟ ସଭାଗୃହରେ ଆୟୋଜିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡକ୍ଟର ସୌରଭ ରଞ୍ଜନ
Read More...