om academy

ଭରସୁଜାର ମା’ ଛେଲିଆପାଟ ମିନି ଷ୍ଟାଡିୟମକୁ ଉଦ୍‌ଘାଟନ କଲେ ବିଧାୟକ ନରସିଂହ

jsm

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମପଞ୍ଚାୟତର ମା’ ଛେଲିଆପାଟ ମିନି ଷ୍ଟାଡିୟମକୁ ଉଦ୍‌ଘାଟନ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଉଦଘାଟନୀ ସମାରୋହରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ପଟେଲ, ଭରସୁଜା ସରପଂଚ ଗଣେଶ ସାହୁ, ଝରଣୀପାଲି ସରପଂଚ ସୁଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.