Browsing Tag

loisingha news

ବିଭାଗ ସଙ୍ଗୀତ କାର୍ଯ୍ୟଶାଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ଠାରେ ବିଭାଗ ସଙ୍ଗୀତ କାର୍ଯ୍ୟଶାଳା ଆୟୋଜିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶିବ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶଙ୍କର ବେହେରା ଯୋଗଦେଇଥିବା ବେଳେ
Read More...

ବର୍ଷାରେ ଦବିଗଲା କଲଭର୍ଟ : ନିମ୍ନମାନର କାମ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ବ୍ଲକ ହୀରାପୁର-କେଉଁଟିପାଲି ରାସ୍ତାର ଗୋପାଳପୁର ଠାରେ ମାତ୍ର ୬ ମାସ ପୂର୍ବରୁ ନିର୍ମାଣ ହୋଇଥିବା କଲଭର୍ଟ ଦବି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ
Read More...

ପରିବେଶର ବିକାଶ ତଥା ନୂତନ ଜଙ୍ଗଲ ସୃଷ୍ଟି କରିବା ଆମର ଧ୍ୟେୟ ହେଉ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଜଙ୍ଗଲ ତଥା ପରିବେଶ ବଞ୍ଚିଲେ ଆମେ ବଞ୍ଚିବା । ପରିବେଶର ବିକାଶ ତଥା ନୂତନ ଜଙ୍ଗଲ ସୃଷ୍ଟି କରିବା ଦିଗରେ ସମସ୍ତେ ଉଦ୍ୟମ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଆହ୍ୱାନ ଜଣାଇଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ
Read More...

ହରେକୃଷ୍ଣ ମହତାବ ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଦ୍ଵାରା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏଠାରେ ପହଞ୍ଚିବା ପରେ ବନବିଭାଗ ତଥା ହାଇସ୍କୁଲ ଆଲୁମିନି ତରଫରୁ ତାଙ୍କୁ
Read More...

ବୁଢ଼ୀପଦର ଗାଁରେ ପ୍ରଶାସନ : ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟାକୁ ତ୍ୱରିତ ସମାଧାନ କରିବା ଲକ୍ଷ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି 'ଗାଁରେ ପ୍ରଶାସନ' । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ପଞ୍ଚାୟତ ସ୍ତରୀୟ
Read More...

କୁଶଙ୍ଗ ଜଗନ୍ନାଥ ମନ୍ଦିରରେ ଦୁଇ ଜଗନ୍ନାଥ ହେଲେ ରଥାରୁଢ଼ : ଦୁର୍ଲ୍ଲଭ ଦର୍ଶନ କଲେ ଭକ୍ତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଗୋଟିଏ ମନ୍ଦିରରେ ଦୁଇ ଜଗନ୍ନାଥ । ଯୁଗଳ ମୂର୍ତ୍ତି ଭାବେ ମନ୍ଦିରରେ ପୂଜା ପାଆନ୍ତି । ପୁଣି ରଥଯାତ୍ରାରେ ରଥାରୁଢ଼ ହୋଇ ଦୁର୍ଲ୍ଲଭ ଦର୍ଶନ ଦିଅନ୍ତି । ଏମିତି ଏକ ନିଆରା ପରମ୍ପରା ଦୀର୍ଘ ୨୦୦ ବର୍ଷ ହେଲା ଅକ୍ଷୁର୍ଣ୍ଣ ଭାବରେ ଚଳି ଆସୁଥିବା ବେଳେ
Read More...

ଛେଲିଆପାଟ ନୋଡାଲ ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ଲୋଇସିଂହା, (ବିମନ୍ଦେୁ ସାହୁ) : ଆଗଲପୁର ବ୍ଲକ ଭରସୁଜା ସ୍ଥିତ ଛେଲିଆପାଟ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରରେ ଇକୋକ୍ଲବ୍ ଭାରପ୍ରାପ୍ତ ଶିକ୍ଷକ ତଥା ପ୍ରକୃତିବନ୍ଧୁ ଆନନ୍ଦ କୁମାର ସାହୁଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ବକ୍ତୃତା, ପ୍ରବନ୍ଧ
Read More...

କନ୍ଦାଜୁରିରେ ଆନ୍ତଃଜିଲ୍ଲା ପଥର ମାଫିଆଙ୍କ ରାଜୁତି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚାଲିଛି ପଥର ମାଫିଆଙ୍କ ରାଜୁତି । ପ୍ରଶାସନିକ ନୀତିନିୟମ ଓ ସମସ୍ତ କଟକଣାକୁ ଫୁ' କରି ବେଆଇନ ଭାବେ ଆନ୍ତଃଜିଲ୍ଲା ମାଫିଆ ମାନେ ପଥର ଉତ୍ତୋଳନ କରି ବାହାରକୁ ଚାଲାଣ କରୁଛନ୍ତି । ଲୋଇସିଂହା ତହସିଲ ଅନ୍ତର୍ଗତ କନ୍ଦାଜୁରି ରାଜସ୍ୱ ଗ୍ରାମରୁ ଏଭଳି ଅଭିଯୋଗ
Read More...

ଲୋଇସିଂହା ବ୍ଲକରେ ନକଲି ଧାନ ବିହନ ଯୋଗାଣ ଅଭିଯୋଗ : କ୍ଷେତ୍ର ପରିଦର୍ଶନ କଲେ କୃଷି ଅଧିକାରୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକର ବାଦିମୁଣ୍ଡା, ଗୁର୍ଜିଭଟା, ଭାଲିଆମୁଣ୍ଡା, ବିଶାଳପାଲି ତଥା ବିଭିନ୍ନ ସ୍ଥାନରେ ଥିବା ଡିଲରମାନଙ୍କ ଠାରୁ ଚାଷୀମାନେ ନେଇଥିବା ଧାନ ବିହନ ଗଜା ହେଉନାହିଁ । ଏନେଇ ଚାଷୀମାନେ କୃଷି ବିଭାଗ ନିକଟରେ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ
Read More...

କରକଚିଆ ନର୍ସରୀରେ ବନ ମହୋତ୍ସବ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନାଞ୍ଚଳ ଅନ୍ତର୍ଗତ ଲୋଇସିଂହା ସେକ୍ସନର କରକଚିଆ ନର୍ସରୀ ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଲୋଇସିଂହା ବନାଞ୍ଚଳ ଅଧିକାରୀ ପାଉଲ୍ ହରପାଲ ଏବଂ ଫରେଷ୍ଟର ବାବୁଲା ଦାସଙ୍କ ଉପସ୍ଥିତିରେ ବିଡ଼ିଓ ଅକ୍ଷୟ ପାଣି ଉଡୁ, ବ୍ଲକ ସହକାରୀ ଯନ୍ତ୍ରୀ
Read More...