Daily Archives

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାମିଲନାଡୁର କୁନ୍ନୁରରେ ଭାରତୀୟ ବାୟୁସେନାର ଏମ୍‌ଆଇ- ୧୭ ଭି୫ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚିଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀ ମଧୁଲିକା ରାୱତଙ୍କ ସମେତ ଭାରତୀୟ ସେନାର ୧୩ ଜଣ ଯବାନ ମୃତ୍ୟୁବରଣ କରିଥିବା ବେଳେ
Read More...

ପାଢେଲ ଗ୍ରାମରେ ଜଗନ୍ନାଥ ମନ୍ଦିର ରତ୍ନମୁଦ ସ୍ଥାପନ ଉତ୍ସବ ସହ ଷୋଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ସମ୍ପନ୍ନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ପାଢେଲ ଗ୍ରାମର ନବ ନିର୍ମିତ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ରତ୍ନ ମୁଦ ସ୍ଥାପନ ସହ ଷୋଳପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତା ୮ .୧୨ .୨୦୨୧.ବୁଧବାରରୁ ୧୧.୧୨ .୨୦୨୧ ଶନିବାର
Read More...

ସମ୍ବଲପୁର କେନ୍ଦୁପତ୍ର ବନଖଣ୍ଡ ତରଫରୁ ଏକ ବୈଠକ ଅନୁଷ୍ଠିତ

ସମ୍ବଲପୁର, (ନିରୋଜ କୁମାର ପାଣୀ) : ଗୋଡ଼ଭଗା କେନ୍ଦୁପତ୍ର ରେଞ୍ଜ ଅଫିସ କେମ୍ପସରେ ଓଡ଼ିଶା ଅଣ ଗେଜେଟେଡ଼ ବନ ସେବା ସଂଘ, ସମ୍ବଲପୁର କେନ୍ଦୁପତ୍ର ବନଖଣ୍ଡ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜଗବନ୍ଧୁ ପାତ୍ର ଯୋଗ ଦେଇଥିବା ବେଳେ ରଞ୍ଜନ
Read More...

ପଞ୍ଚାୟତସ୍ତରୀୟ ଫୁଟବଲ ପ୍ରତିଯୋଗିତା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତୋରା ସ୍ପିନିଙ୍ଗ ମିଲ ଖେଳ ପଡିଆଠାରେ ଚାଲିଥିବା ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜିର ପ୍ରଥମ ମ୍ୟାଚ ୟୁନାଇଟେଡ ସ୍ପୋର୍ଟସ ବରଗଡ଼ ଏବଂ ସିମନ ଷ୍ଟାର କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳ ଶେଷ ସୁଦ୍ଧା ଉଭୟ ଦଳ ଗୋଲ୍ ଶୂନ୍ୟ ରହିବା ପରେ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବରିଷ୍ଠ ନାଗରିକ ମଂଚର ଏକ କାର୍ଯ୍ୟକାରିଣୀ ବୈଠକ ଯାଦବ ଭବନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମଂଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିଲେ । ସଭା ପ୍ରାରମ୍ଭରେ ନୂତନ ଭାବେ ମନୋନିତ ହୋଇଥିବା ସମସ୍ତ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ
Read More...

ସ୍ୱର୍ଗତ ଅଟଳ ପଣ୍ଡାଙ୍କୁ ମରୋଣତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିବାକୁ ସରକାରଙ୍କୁ ପ୍ରସ୍ତାବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ରିଷ୍କା ଶିକ୍ଷାନୁଷ୍ଠାନରେ ଅଟଳ ପଣ୍ଡା ସ୍ମୃତି କମିଟିର ଏକ ବିଶେଷ ସଭା ଆଲୋଚନା ହୋଇଯାଇଛି । ଗତ ତା.୦୧/୧୨/୨୦୨୧ ଦିନ ଆୟୋଜିତ ହୋଇଥିବା ଅଟଳ ପଣ୍ଡାଙ୍କ ସ୍ମୃତିରେ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଥିବା ବିଷୟ ଏବଂ ଅଟଳ ପଣ୍ଡାଙ୍କୁ ଚିର ସ୍ମରଣୀରେ
Read More...

ଲଳିତ ନାୟକ ସ୍ମୃତି କମିଟି ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଳିତ ନାୟକ ସ୍ମୃତି କମିଟି ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିତ୍ୱ କରିଥିଲେ ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ । ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ସଂପାଦକ ପ୍ରଭାକର ମିଶ୍ର । ଲଳିତ
Read More...

ବରଗଡ଼ ସହରରେ ଏସିଡ୍‌ ମାଡ଼ : ୫ ଗୁରୁତରଙ୍କୁ ଭିମସାରରେ ଭର୍ତ୍ତି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ଅଧୀନସ୍ଥ ୧୧ ନଂ ୱାର୍ଡ ନୂଆପଡ଼ାରେ ଆଜି ଏସିଡ୍‌ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ୫ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏମାନେ ହେଲେ ହରିହର ଭୋଇ(୩୦), ମନୋଜ ସୋନି(୩୦), ପବନ ସୋନି,
Read More...

ବରିଷ୍ଠ ଠିକାଦାର ପ୍ରଶାନ୍ତ କୁମାର ପତିଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସହର ବରିଷ୍ଠ ସୁନାମଧନ୍ୟ ଠିକାଦାର ପ୍ରଶାନ୍ତ କୁମାର ପତି (ପତି ଠିକାଦାର)ଙ୍କ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ଦିନ ରାତି ୧୧ଟାରେ ପରଲୋକ ହୋଇଯାଇଛି । ସୂଚନା ଅନୁସାରେ ସେ ଦୀର୍ଘ ଦିନ ଧରି ଯକୃତ ଜନୀତ
Read More...

ଦେବାଳୟ ପବିତ୍ର ପୀଠ ସୁରକ୍ଷା କମିଟି ସମଲେଇ ମନ୍ଦିର ମରାମତି ନେଇ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଯାଦବ ଭବନଠାରେ ଦେବାଳୟ ସୁରକ୍ଷା କମିଟି ଆବାହକ ବିକାଶ ସା’ଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମଲେଇ ମନ୍ଦିର ପାଶ୍ୱର୍ ଦେବାଦେବୀ ମରାମତି ସମୟରେ ଭାଙ୍ଗି ଯାଇଥିବାରୁ ଏ ବିଷୟରେ ପ୍ରଶାସନ ପଦକ୍ଷେପ ନେବା
Read More...