pakka

ପଞ୍ଚାୟତସ୍ତରୀୟ ଫୁଟବଲ ପ୍ରତିଯୋଗିତା

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତୋରା ସ୍ପିନିଙ୍ଗ ମିଲ ଖେଳ ପଡିଆଠାରେ ଚାଲିଥିବା ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜିର ପ୍ରଥମ ମ୍ୟାଚ ୟୁନାଇଟେଡ ସ୍ପୋର୍ଟସ ବରଗଡ଼ ଏବଂ ସିମନ ଷ୍ଟାର କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳ ଶେଷ ସୁଦ୍ଧା ଉଭୟ ଦଳ ଗୋଲ୍ ଶୂନ୍ୟ ରହିବା ପରେ ପେନାଲଟି ସୁଟ ହୋଇଥିଲା । ଏଥିରେ ସିମନ ଷ୍ଟାର କ୍ଲବ ଖେଦାପାଲି ୫-୪ ଗୋଲ୍‌ରେ ବିଜୟୀ ହୋଇଥିଲେ । ଦ୍ବିତୀୟ ମ୍ୟାଚ ସୋହେଲା ଦଳ ଏବଂ ସିଲେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଲେଟ ଦଳ ୧-୦ ଗୋଲ୍‌ରେ ବିଜୟୀ ହୋଇଥିଲେ । ଆସନ୍ତା କାଲି ଫାଇନାଲ ଖେଳ ଅନୁଷ୍ଠିତ ହେବ ।

jay balangir
Leave A Reply

Your email address will not be published.

17 − sixteen =