Daily Archives

ଛେଳି ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍ ଅଭିଯୋଗରେ ସରପଂଚ ଗିରଫ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଉର୍ଲାଦାନୀ ପଂଚାୟତ ସରପଂଚ ଗନ୍ଧର୍ବ ପୁଝାରୀ ଜଣେ ଛେଳି ବ୍ୟବସାୟୀଙ୍କଠାରୁ ୧ ଲକ୍ଷ ୨୩ ହଜାର ଟଙ୍କା ଲୁଟ୍ ଅଭିଯୋଗରେ ଆଜି ଗିରଫ ହୋଇଥିବା ଜଣାପଡିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୩ ତାରିଖ ଦିନ ସନ୍ଧ୍ୟା ସମୟରେ
Read More...

ସଚେତନତା ଗ୍ରାମାଞ୍ଚଳ ଖାଉଟିଙ୍କର ସମସ୍ୟା ସମାଧାନ କରିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ତରଫରୁ ଗ୍ରାହକ ସଚେତନତା ପକ୍ଷ ପାଳନ ଅବସରରେ ଆଜି ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଶିକାବହେଙ୍ଗା ଗ୍ରାମରେ ପଂଚାୟତ ସ୍ତରୀୟ ବୈଠକରେ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିବା ଘ.୧୨ ସମୟରେ ଅଖିଳ ଭାରତୀୟ
Read More...

ବରପାଲିପଡାରେ ନରସିଂହଙ୍କ ଦ୍ୱାରା ସିସି କ୍ୟାମେରା ଉଦ୍‌ଘାଟିତ

ପଡାର ସୁରକ୍ଷା ପାଇଁ ଲୋକ ଆଗେଇ ଆସିବା ସ୍ୱାଗତଯୋଗ୍ୟ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଞ୍ଚଳର ସୁରକ୍ଷା ତଥା ଆଇନ ଶୃଙ୍ଖଳା ରକ୍ଷା ପାଇଁ ଯାହା ପୋଲିସ ପ୍ରଶାସନ କରିବା କଥା ତାହା ଆଜି ପଡାବାସୀ କରିଛନ୍ତି । ସେମାନେ ନିଜ ସୁରକ୍ଷା ତଥା ଅଂଚଳରେ ଶାନ୍ତିପୂର୍ଣ୍ଣ ଭାବରେ
Read More...

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗ : ଅନୁସୂଚିତ ଜନଜାତି ସଂରକ୍ଷଣ ନ ରଖିବା ଅସାମ୍ବିଧାନିକ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପଛୁଆ ବର୍ଗଙ୍କ ପାଇଁ ସମ୍ପୂର୍ଣ୍ଣ ସଂରକ୍ଷଣ ସରକାର ହଟେଇ ସାରିଛନ୍ତି । ବର୍ତ୍ତମାନ ଦେଖିବାକୁ ମିଳୁଛି ଏହି ନିର୍ବାଚନରେ ବଲାଙ୍ଗିରରେ ପଂଚାୟତ ସମିତି ଅଧ୍ୟକ୍ଷ ପଦରେ କୌଣସି ଗୋଟିଏ ବି ଅଧ୍ୟକ୍ଷ ପଦବୀ କିମ୍ବା ସରପଂଚ
Read More...

ପଛୁଆ ବର୍ଗଙ୍କୁ ରାଜନୀତି ସଂରକ୍ଷଣରୁ ବଂଚିତ କରିବା ପ୍ରତିବାଦରେ ସଦର ବ୍ଲକ କଂଗ୍ରେସ ତରଫରୁ ବ୍ଲକ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଛୁଆ ବର୍ଗଙ୍କୁ ରାଜନୀତି ସଂରକ୍ଷଣରୁ ବଂଚିତ ରଖିବା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା ଏବଂ ଅତ୍ୟାବଶ୍ୟକ ସମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଆଜି ବଲାଙ୍ଗିର ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ସଦର ବ୍ଲକ ଘେରାଓ କରାଯାଇଛି । ବ୍ଲକ ସଭାପତି
Read More...

ମୂଲ୍ୟବାନ ଶାଗୁଆନ କାଠ ଗଣ୍ଡି ଜବତ : ଯୁବକଙ୍କୁ କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସିକାପତ୍ରାପାଲି ଜଙ୍ଗଲରେ ଘନଶ୍ୟାମ ନାଗ ନାମକ ବ୍ୟକ୍ତି ଜଣକ ମୂଲ୍ୟବାନ ଶାଗୁଆନ କାଠ କାଟୁଥିବା ବନ ବିଭାଗକୁ ଖବର ମିଳିଥିଲା ରେଞ୍ଜର ଶିବ ପ୍ରସାଦ ନାଗଙ୍କ ସମେତ ଫରେଷ୍ଟର ପ୍ରିୟଙ୍କା ପୋଢ଼, ବନ ବିଭାଗ କର୍ମଚାରୀମାନେ
Read More...

ଦେଶବ୍ୟାପୀ ଶିଶୁଙ୍କୁ ଟୀକା ଦେବାରେ ବିଳମ୍ବ କରାଯାଇଛି : ସୂଚନା କର୍ମୀ ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ଦେଶରେ ଶିଶୁଙ୍କୁ ଟୀକା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଯଥେଷ୍ଟ ବିଳମ୍ବ କରିଛନ୍ତି ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ
Read More...

ଏକବିଂଶ ଶତାଦ୍ଦୀରେ ଲୋକ ପ୍ରଶାସନ ଅଧିକ ସେବାମୁଖୀ ହେବା ଆବଶ୍ୟକ : ଡକ୍ଟର ସୁଜିତ ପୃଷେଠ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଇମ୍ପରିୟଲ କଲେଜ ସଭାଗୃହଠାରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଲୋକ ପ୍ରଶାସନ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରରେ ଭାରତୀୟ ଲୋକ ପ୍ରଶାସନ ଅନୁଷ୍ଠାନ ନୂଆଦିଲ୍ଳୀର ଡକ୍ଟର ସୁଜିତ ପୃଷେଠ ଯୋଗ ଦେଇ ଏହି ବିଷୟରେ ଆଲୋଚନା କରିଥିଲେ ।
Read More...

ଶିକ୍ଷୟିତ୍ରୀଙ୍କୁ ମିଳିଲା ମଦର୍‌ଟେରେସା ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ତଥା ପ୍ରକୃତି ବନ୍ଧୁ ରୂପେ ପରିଚିତ ଶ୍ରୀମତୀ ଅନୁସୂୟା ଦେବତାଙ୍କ ସମାଜ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ଯୋଗୁଁ ଲକ୍ଷ୍ନୌର ମଦର ଟେରେସା ଫାଉଣ୍ଡେସନ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୫ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...