Daily Archives

ସମ୍ପୂର୍ଣ୍ଣା ମାତୃଛାୟା ବୃଦ୍ଧାଶ୍ରମର ଶୁଭ ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଚନ୍ଦ୍ରଶେଖରନଗର ଠାରେ ସମ୍ପୂର୍ଣ୍ଣା ମାତୃଛାୟା ବୃଦ୍ଧାଶ୍ରମର ଶୁଭ ଉଦ୍‌ଘାଟନ ହୋଇଯାଇଛି । ବଲାଙ୍ଗିର ମୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲା
Read More...

ସମାଜସେବୀ ଗୌରାଙ୍ଗଚରଣ ମଲ୍ଲିକଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ଅଂଚଳର ଜଣାଶୁଣା ସମାଜସେବୀ ଗୌରାଙ୍ଗ ଚରଣ ମଲ୍ଲିକଙ୍କ ୯୪ ବର୍ଷ ବୟସରେ ବିୟୋଗ ଘଟିଛି । ସ୍ୱର୍ଗତ ମଲ୍ଲିକ ଇସ୍ପାତ କାରଖାନାର ରିସର୍ଚ୍ଚ ଏବଂ କଣ୍ଟ୍ରୋଲ୍ ଲାବୋରେଟରୀରୁ ୧୯୮୬ ମସିହାରେ ଅବସର ଗ୍ରହଣ କରିଥିଲେ । ସେ କୋଏଲନଗର ଡି ବ୍ଲକ
Read More...

ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ସଭାଗୃହରେ ବିଦାୟକାଳୀନ ସମ୍ବର୍ଦ୍ଧନା ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ସଭାଗୃହରେ ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଓ ଉପନିର୍ଦ୍ଦେଶକ ବିଜୟ ମୋହନରାଜ ହିଆଲଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାର ସମସ୍ତ ଜଳ ବିଭାଜିକା ଓ
Read More...

ଘୁନସର ପଞ୍ଚାୟତକୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପରିଦର୍ଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ପଞ୍ଚାୟତକୁ ଆଜି ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂଙ୍କ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ତଦାରଖ କରିବା ସହ ମନରେଗା ଯୋଜନାରେ କିଭଳି ଭାବେ ଶ୍ରମିକମାନେ କାମ ପାଇପାରିବେ ସେନେଇ
Read More...

କଣ୍ଟାବାଞ୍ଜି ଥାନାରେ ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ ବୈଠକ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଆଜି ଏସ୍‌ଡ଼ିପିଓ ଡଃ.ହୃଷିକେଶ ମେହେରଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ଥାନା ରିସେପ୍‌ସନ୍‌ ହଲ୍‌ରେ ସହରରେ ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କାଣ୍ଟାବାଞ୍ଜି ଏନ୍‌ଏସି ଇଓ ସାମି ଜୟଶ୍ରୀ ରେଡ୍ଡୀ, ପିଡ଼ବ୍‌ଲ୍ୟୁଡ଼ି
Read More...

୧୧ରେ ହେବ ଶୁଲିଆ ଯାତ୍ରା : ପଡ଼ିବ ବଳି

କୋଭିଡ୍ କଟକଣା ସହ ହେବ ଯାତ୍ରା : ଯାତ୍ରା କମିଟି ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ୧୧ ତାରିଖରେ ଦେଓଗାଁ ବ୍ଲକ୍ କୁଲୁତାପଡ଼ା ପଂଚାୟତ ଖଇରଗୁଡ଼ା ଓ କୁମୂରିଆ ଶୁଲିଆ ପୀଠରେ କୋଭିଡ଼ କଟକଣା ସହ ପାରମ୍ପାରିକ ରୀତିନୀତିରେ ହେବ ଶୁଲିଆ ଯାତ୍ରା । ୧୨ଟି ପଞ୍ଚାୟତର ୬୩ ଖଣ୍ଡ ଗାଁ
Read More...

କୋଚ୍‌ ଶିବ ପ୍ରସାଦ ଦ୍ୱିତୀୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ସ୍ପୋର୍ଟ୍ସ ହଷ୍ଟେଲ ଚାମ୍ପିଆନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଳବ ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ପୁରାତନ ଓ ର୍ବତ୍ତମାନ ଛାତ୍ରଙ୍କ ମିଳିତ ଆନୁକୁଲ୍ୟରେ ଆଜି କୋଚ୍‌ ଶିବପ୍ରସାଦ ଦ୍ୱିତୀୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳ
Read More...

ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ତରଫରୁ ବିଡିଓଙ୍କୁ ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ଦିନ ଧରି ଉପେକ୍ଷିତ ଓବିସି ସଂପ୍ରଦାୟ ଓଡିଶାରେ ୫୦%ରୁ ଅଧିକ ଥିଲେ ମଧ୍ୟ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ତାଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷଣ ହୋଇଥିଲା । କିନ୍ତୁ ଆଗାମୀ ନିର୍ବାଚନରେ ଗୋଟିଏ ମଧ୍ୟ ସ୍ଥାନ ସଂରକ୍ଷଣ କରାଯାଇନାହିଁ । ଓବିସିଙ୍କ
Read More...

କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡ଼ର ଅଷ୍ଟାଦଶ ମହାସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ୍ ମାଣ୍ତୋସିଲ ସାଇ ତରଫରୁ ଅଂଳାଯୁବା ମହାମାୟା ଶୁଶିଳା ଦେବୀ ନରସିଂ ଛାତ୍ରୀନିବାସ ପରିସରରେ କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡ଼ର ଅଷ୍ଟାଦଶ ମହାସଭା ଆଜି ଅନୁଷ୍ଠିତ ହୋଇଯାଇଛି । ମହାସଭା ସଭାପତି ରମହରି ସାହୁଙ୍କ ସଭାପତିତ୍ୱରେ
Read More...

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା : ଲକ୍ଷାଧିକ ବସ୍ତା ଧାନ ଭିଜିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତକାଲି ସନ୍ଧ୍ୟାରୁ ଝଡ଼, କୁଆପଥର ମାଡ ସହ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ମଣ୍ଡିରେ ବିକ୍ରି ପାଇଁ ଖୋଲା ଆକାଶ ତଳେ ଥିବା ଚାଷୀମାନଙ୍କ ଧାନ ବର୍ଷାରେ ଭିଜି ଥିବା ଜଣାପଡିଛି । ବିଶେଷ କରି ଜିଲ୍ଲାର ଅମ୍ବାଭୋନା,
Read More...