pakka

୧୧ରେ ହେବ ଶୁଲିଆ ଯାତ୍ରା : ପଡ଼ିବ ବଳି

bbehera
  • କୋଭିଡ୍ କଟକଣା ସହ ହେବ ଯାତ୍ରା : ଯାତ୍ରା କମିଟି

ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ୧୧ ତାରିଖରେ ଦେଓଗାଁ ବ୍ଲକ୍ କୁଲୁତାପଡ଼ା ପଂଚାୟତ ଖଇରଗୁଡ଼ା ଓ କୁମୂରିଆ ଶୁଲିଆ ପୀଠରେ କୋଭିଡ଼ କଟକଣା ସହ ପାରମ୍ପାରିକ ରୀତିନୀତିରେ ହେବ ଶୁଲିଆ ଯାତ୍ରା । ୧୨ଟି ପଞ୍ଚାୟତର ୬୩ ଖଣ୍ଡ ଗାଁ ଲୋକଙ୍କ ଦ୍ୱାରା ହୋଇଥିବା ଏହି ବୈଠକରେ ନିଷ୍ପତ୍ତି କରାଯାଇଛି । ଏନେଇ ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯାତ୍ରା ଦିନ ଦୋକାନ ବଜାର ଖୋଲିବା ଉପରେ କମିଟି ନିଷ୍ପତ୍ତି ନେବ ବୋଲି ଶୁଲିଆ ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

12 − eight =

error: Content is protected !!