Daily Archives

ମାତୃଛାୟାରେ ଗୀତା ଯଜ୍ଞ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ମାର୍ଗଶିର ଶୁକ୍ଳ ପକ୍ଷ ତ୍ରୟୋଦସୀ ତିଥିରେ ଶାନ୍ତି ତପୋବନ ଆଶ୍ରମ ମାତୃଛାୟାର ଶାନ୍ତିମୟ ପ୍ରାକୃତିକ ସୁରମ୍ୟ ପରିବେଶ ମଧ୍ୟରେ ଗୀତା ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ପଣ୍ଡିତ ବାଲ୍ମୀକି ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଗୀତା ଜୟନ୍ତୀରେ ପଣ୍ଡିତ
Read More...

ବିବିଏ ସେମିଷ୍ଟାର ପରୀକ୍ଷାରେ ଇମ୍ପେରିଆଲ କଲେଜର ସଫଳତା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ବିବିଏ ବୃତ୍ତିଗତ ଶିକ୍ଷା ପରୀକ୍ଷାରେ ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପେରିଆଲ କଲେଜର ଦ୍ଵିତୀୟ ସେମିଷ୍ଟାରରେ ଛଅଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇ ସଫଳତା ଲାଭ କରିଛନ୍ତି । ପ୍ରଥମ ସ୍ଥାନରେ
Read More...

ମାଲପଡାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମାଲିଝର ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବେଲଗାଁ ସ୍ଥିତ ମାଲପଡ଼ା ଗ୍ରାମ ସ୍ଥାନୀୟ ଖେଳ ପଡିଆ ଠାରେ ଆଜିର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ବାଞ୍ଜିପଦର୍ ଓ ମାଲିଝର ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ମାଲିଝର
Read More...

ମଦନପୁରରେ ମହାଲଷ୍ମୀ ପୂଜା ସହ ଅଷ୍ଟ ପ୍ରହରୀ ନାମ ଯଜ୍ଞ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଠାରେ ମହାଲଷ୍ମୀ ପୂଜା କମିଟି ଦ୍ୱାରା ୨୫ ବର୍ଷ ହେବ ମାର୍ଗଶିର ମାସରେ ମା' ଲଷ୍ମୀଙ୍କ ପୂଜାର୍ଚନା ପାଳନ କରିଆସୁଛନ୍ତି । ଏହି ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଦିନ
Read More...

୭୭ ବର୍ଷ ପରେ ପୁଣି ବିସ୍ଥାପିତ ଲାମ୍ବିପାଲି ଗ୍ରାମବାସୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ନିଜର ଦୀର୍ଘ ଦିନର ଭିଟାମାଟିକୁ ଛାଡ଼ିଲେ ବିସ୍ଥାପିତ ୪୧ ପରିବାର । ଅତୀତରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ସାହାଜବାହାଲ ନାମରେ ଗୋଟିଏ ଗାଆଁ ଥିଲା, ଯାହା ୧୯୫୫ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ ବେଳେ ଜଳମଗ୍ନ ହୋଇଯାଇଥିଲା । ଏଇ ଗ୍ରାମର ଲୋକେ
Read More...

ବ୍ରିଟେନରେ ଓମିକ୍ରନ୍ ଦ୍ରୁତ ଗତିରେ ବ୍ୟାପୁଛି, କରୋନାର ସମସ୍ତ ରେକର୍ଡ ଭାଙ୍ଗିଲା

ଲଣ୍ଡନ : ବୁଧବାର ଦିନ ବ୍ରିଟେନରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭୮,୬୧୦ରେ ପହଂଚିଥିବା ଦେଖିବାକୁ ମିଳିଛି, ଯାହା ଦେଶରେ ବର୍ତ୍ତମାନ ପର୍ୟ୍ୟନ୍ତ ସର୍ବାଧିକ । କରୋନା ଭୂତାଣୁର ଡେଲ୍‌ଟା ଭାରିଆଣ୍ଟ ସହିତ, ଓମିକ୍ରନ୍ ଭାରିଆଣ୍ଟ ମୁଖ୍ୟତଃ ଏଥିପାଇଁ ପାଇଁ ଦାୟୀ । ଏହାପୂର୍ବରୁ,
Read More...

ନରସିଂହଙ୍କ ବଲାଙ୍ଗିର ବ୍ଲକ ଗସ୍ତ : ବୁଡି ଅଂଚଳ ବୁଲି ସମସ୍ୟା ଶୁଣିଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ବଲାଙ୍ଗିର ବ୍ଲକର ଚୁଡାପାଲି, ଗର୍ଜନ, ମାୟାବର୍ହା ପଂଚାୟତ ବୁଲି ଲୋକଙ୍କ ବିଭିନ୍ନ ସମସ୍ୟା ଶୁଣିଛନ୍ତି । ବିଶେଷ କରି ଏହି ଅଂଚଳଟି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ
Read More...

ମୁକ୍ତା ଯୋଜନାରେ ବଲାଙ୍ଗିର ପୌରାଞ୍ଚଳକୁ ମିଳିଲା ୫ କୋଟି ୭୯ ଲକ୍ଷ ଓ ୭୭ଟି ରାସ୍ତାର ଉନ୍ନତିକରଣ ପାଇଁ ୮ କୋଟି ୧୫…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସ ହଲରେ ବଲାଙ୍ଗିର ପୌରାଞ୍ଚଳରେ ରାଜ୍ୟ ସରକାରଙ୍କ ୫ଟି ଆଧାରରେ ମୁକ୍ତା ଓ ଉନ୍ନତି ଯୋଜନାରୁ ବଲାଙ୍ଗିର ସହରାଞ୍ଚଳରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଉପସ୍ଥିତିରେ
Read More...

ଲକ୍ଷ୍ମୀପୂଜା ଉପଲକ୍ଷେ କଳସ ଯାତ୍ରା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତଳସାଗରପଡ଼ାଠାରେ ମା' ଲକ୍ଷ୍ମୀପୂଜା ଅବସରରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତକିଛି ବର୍ଷ ହେଲା ଅସ୍ଥାୟୀ ମଣ୍ଡପ କରି ପ୍ରତିବର୍ଷ ମା'ଙ୍କ ପୂଜାକାର୍ଯ୍ୟ ଚାଲି ଆସୁଥିବା ବେଳେ ସଂପ୍ରତି ଆସନ୍ତା କାଲି ମଧ୍ୟ ମା'
Read More...

ଜନସେବା ପାଇଁ ପ୍ରସ୍ତୁତ କପିଳେଶ୍ୱର ଚାରିଟେବଲ୍ ହସ୍‌ପିଟାଲ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସମେତ ପଶ୍ଚିମ ଓଡିଶା ଲୋକଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇବା ଲକ୍ଷ୍ୟରେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ମହାନଦୀ କୂଳରେ ନିର୍ମିତ କପିଳେଶ୍ବର ଚାରିଟେବୁଲ୍ ହସପିଟାଲ ଖୁବ୍ ଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି ।
Read More...