Daily Archives

ଏସ୍‌କେପି ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଏନ୍‌ଟିଏସ୍‌ ମାଝୀପଡ଼ା ଦଳ ଚମ୍ପିୟାନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ସିତିକାପଟି ଖେଳ ପଡିଆଠାରେ ଏସ୍‌କେପି ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିଲେ । ସମ୍ମାନୀତ
Read More...

‘କୋଶଳ ପ୍ରବାହ’ ପ୍ରଭାବ : ମାନସିକ ବିକୃତା ମହିଳା ଖାଉଛନ୍ତି ପଚାସଢା ଖାଦ୍ୟ ଘଟଣା – ସମ୍ବଲପୁର…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକଦା ଭୋକର ଭୂଗୋଳ ଭାବରେ ପରିଗଣିତ ହେଉଥିବା ବେଳେ ଏବେ ପୁଣି ଭୋକର କରୁଣ ଚିତ୍ର ଗତକାଲି ସାମ୍ନାକୁ ଆସିଥିଲା । ଜଣେ ମାନସିକ ବିକୃତା ମହିଳା ଖାଉଛନ୍ତି ପଚାସଢା ଖାଦ୍ୟ ପ୍ରସଂଗରେ ଗତକାଲି 'କୋଶଳ ପ୍ରବାହ'ରେ ଖବର ପ୍ରସାରିତ ହୋଇଥିଲା
Read More...

ବଲାଙ୍ଗିର ସ୍ଥିତ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ପୋକ୍ସୋ ଆଇନ ସଂପର୍କିତ ଆଇନ ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରାଧିକରଣର ଅଧ୍ୟକ୍ଷ ତଥା
Read More...

ସାନମହେଶ୍ଵର ମଣ୍ଡିରେ ବେଆଇନ ଧାନ : ୧୨୦ ବସ୍ତା ଧାନ ଜବତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ଵର ମଣ୍ଡିରେ ବେଆଇନ ଧାନ ବିକ୍ରି ପାଇଁ ଆସିଥିବା ବେଳେ ଖଡ଼ିଆଳ ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ ଏବଂ ଖଡ଼ିଆଳ ବ୍ଲକ ଯୋଗାଣ ଅଧିକାରୀ ଦିବ୍ୟ ରାଜ ଭୋଇ ତଦନ୍ତ କରି ଧାନକୁ ଜବତ କରିଥିବା ଜଣାପଡିଛି ।
Read More...

ଜହ୍ନାପଡାରେ ସତସଙ୍ଗ ଓ ଭଜନ ସମାରୋହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଜହ୍ନାପଡା ଗ୍ରାମଠାରେ ଜୟ ଜଗନ୍ନାଥ ସଂକ୍ରାନ୍ତି ସତସଙ୍ଗ ପକ୍ଷରୁ ଭଜନ ଓ ପ୍ରବଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ମାର୍ଗଶିର ମାସର ଧନୁ ସଂକ୍ରାନ୍ତି ଓ ଗୁରୁବାର ଅବସରରେ ଭଜନ ଓ ପ୍ରବଚନ ସମାରୋହ ଅନୁଷ୍ଠିତ ହୋଇଥିଲା
Read More...

ଦେଶାତ୍ମବୋଧକ ଗୀତରେ ନୃତ୍ୟ ପରିବେଷଣ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି ୫ ବର୍ଷର ଝିଅ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଝୁନୁଙ୍ଗାପାଲି ଗାଁରେ ଚାରି ଦିନ ଧରି ଚାଲିଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ରାମଲୀଳା କାର୍ଯ୍ୟକ୍ରମ ଚାଲିଛି । ଗତ କାଲି ସଂଧ୍ୟାରେ ରାବଣ ଦରବାର ଆକର୍ଷଣ ଥିଲେ ଗୁଦେରପାଲି ଗାଁର
Read More...

ଛେଳି ଚୋର ଦୁଇ ଜଣ ଗିରଫ୍‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ବଜାର ନିକଟସ୍ଥ ରାସ୍ତା ପାର୍ଶ୍ଵରେ ଏକ ଛେଳି ଚରୁଥିବା ବେଳେ ଜଣେ ଦୁର୍ବୁତ୍ତ ଛେଳିଟିକୁ ଚୋରି କରି ନେଉଥିବା ସମୟରେ ଗାଁ ଲୋକେ ତାକୁ ଧରି ପୁଲିସ ଜିମା ଦେଇଥିଲେ । ଅରିଶଲ କଅଁର ସାହିର ରବୀନ୍ଦ୍ର ମଲିକଙ୍କ ଅଭିଯୋଗ
Read More...

ନୂଆ ଧରଣର ସାଇବର ଠକେଇ ଅଭିଯୋଗ : ୧୬ ହାଜର ଟଙ୍କା ହରାଇଲେ ଯୁବକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଊରିଆ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗ ପୁରପାଟଣା ଗ୍ରାମର ସନ୍ତୋଷ କୁମାର ବଳିୟାରସିଂହ ତିନିଦିନ ତଳେ ସାଇବର ଠକେଇରେ ଶିକାର ହୋଇ ୧୬ ହାଜର ଟଙ୍କା ହରାଇଥିବା ନେଇ ଡେଲାଙ୍ଗ ହାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ସନ୍ତୋଷ
Read More...

ଆନ୍ତର୍ଜାତିକ ମାନବିକ ଅଧିକାର ପରିଷଦ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ମାନବାଧିକାର ପରିଷଦ ବଲାଙ୍ଗିର ଜିଲ୍ଲା ବୋର୍ଡ୍ ଓ ଓଡିଶା ମୋ' ପରିବାର ପକ୍ଷରୁ ବଲାଙ୍ଗିର ବିବିଏମସିଏଚ୍‌ ସ୍ଥିତ ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲିସ ଏବଂ ସିଆରପିଏଫ୍ ଯବାନ,
Read More...

ସଇଁନ୍ତଲାରେ ବ୍ୟାଙ୍କ ବନ୍ଦ : କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୋଧରେ ଆଜିଠୁ ଦୁଇଦିନିଆ ବ୍ୟାଙ୍କ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବ୍ୟାଙ୍କ ଘରୋଇକରଣକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରାଯାଇ ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଆରଂଭ ହୋଇଛି । କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଆଇନ ସଂଶୋଧନ ବିଲ୍‌ ୨୦୨୧ ଆଣିବାକୁ ଯାଉଛନ୍ତି । ଏହି ନୂତନ ନିୟମ ଦ୍ୱାରା ରାଷ୍ଟ୍ରାୟତ
Read More...