Daily Archives

ହାତୀ ଆକ୍ରମଣରେ ଆହତ ବ୍ୟକ୍ତି ଏବେ ଚିକିତ୍ସାଧୀନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଲଙ୍ଗାପାଲି ଗ୍ରାମରେ ସମ୍ପତ୍ତି ଭଏନା ନାମକ ଜଣେ ବ୍ୟକ୍ତି ଗତ ରାତ୍ରିରେ ହାତୀ ଆକ୍ରମଣରେ ଆହତ ହୋଇ ଗାଇସିଲେଟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତ୍ରିରେ
Read More...

ବଲାଙ୍ଗିରରେ ପୁଣି ସାମ୍ନାକୁ ଆସିଲା କଫ୍‌ ସିରପ୍‌ ମାଫିଆଙ୍କ କଳା କାରନାମା : କାର୍‌ ସହ ୪୫୫ ବୋତଲ କଫ୍‌ ସିରଫ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପୁଣି ସାମ୍ନାକୁ ଆସିଛି କଫ୍‌ ସିରପ୍‌ ମାଫିଆଙ୍କ କଳା କାରନାମା । ଏକ ସ୍ୱିପ୍ଟ ଡିଜାୟାର କାର୍‌ (ନଂ.ଓଡ଼ି୦୩ ଏନ୍‌ ୧୭୨୮) ସହ ୪୫୫ ବୋତଲ୍‌ କଫ୍‌ ସିରଫ୍‌ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିବାରେ ସଫଳ ହୋଇଛି ବଲାଙ୍ଗିର ପୋଲିସ ।
Read More...

ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ପୂର୍ବ ଘୋଷଣା ଅନୁଯାୟୀ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ଧର୍ମଘଟ ଆରମ୍ଭ ହୋଇଛି । ବଲାଙ୍ଗିର ଜିଲ୍ଲା କମିଟିର ସଂଯୋଜକ ରୋହିତ କୁମାର
Read More...

ଏଣିକି ଝିଅମାନେ ୨୧ ବର୍ଷରେ ବାହା ହେବେ, ୧୮ ରେ ନୁହେଁ

ନୂଆଦିଲ୍ଲୀ : ଝିଅମାନଙ୍କର ବିବାହ ବୟସକୁ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି । ରହିଥିବା ଆଇନରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ସଂସଦରେ ଏକ ପ୍ରସ୍ତାବ ଉପସ୍ଥାପନ
Read More...

ଅଜୟ ଟେନିଙ୍କ ଇସ୍ତଫା ଦାବୀରେ ଗୃହରେ ଉତ୍ତେଜନା : ରାହୁଲ କହିଲେ – ଏହି ମନ୍ତ୍ରୀ ଅପରାଧୀ, ଚାଷୀଙ୍କୁ ହତ୍ୟା…

ନୂଆଦିଲ୍ଲୀ : ଲଖିମପୁର ଖେରୀ ହିଂସା ମାମଲାରେ ଏସଆଇଟିର ରିପୋର୍ଟ ପରେ ରାହୁଲ ଗାନ୍ଧୀଙ୍କ ସହ ବହୁ ବିରୋଧୀ ଦଳର ନେତା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ଇସ୍ତଫା ଦାବୀକୁ ଜୋରଦାର କରିଛନ୍ତି । ବିରୋଧୀଙ୍କ ହଂଗାମା ଯୋଗୁଁ ଲୋକସଭାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।
Read More...

କରୋନା ସଂକ୍ରମଣ ପୁନର୍ବାର ଚିନ୍ତା ବଢ଼ାଇଲା : ଗତକାଲି ତୁଳନାରେ ସଂକ୍ରମଣ ମାମଲା ୧୪.୨ ପ୍ରତିଶତ ବୃଦ୍ଧି ପାଇଛି,…

ନୂଆଦିଲ୍ଲୀ : ଓମିକ୍ରନର ଧମାକା ମଧ୍ୟରେ କରୋନା ମାମଲା ପୁଣି ଥରେ ଉପରମୁହାଁ ହେବାକୁ ଲାଗିଲାଣି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣର ୭,୯୭୪ଟି ମାମଲା ରିପୋର୍ଟ ହୋଇଛି, ଯାହା ଗତକାଲି ତୁଳନାରେ ୧୪.୨ ପ୍ରତିଶତ
Read More...

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ : ଲୋକେ ହନ୍ତସନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଠିକାଦରମାନଙ୍କ ମନୋମୁଖୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପଦ୍ମପୁର ଏନ୍‌ଏସି ଅଧୀନରେ କୋଟି କୋଟି ଟଙ୍କା ମୂଲ୍ୟର ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି । କିନ୍ତୁ ଏହି କାମଗୁଡିକର ତଦାରଖ
Read More...

ମା’ ଭଣ୍ଡାର ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : କୁଲିଆଡ଼ଙ୍ଗରିକୁ ହରାଇ ବିଜେପୁର ବିଜୟ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଚରାଭଟା ସ୍ଥିତ ମହାବନ୍ଦ ଖେଳ ପଡ଼ିଆଠାରେ ମା' ଭଣ୍ଡାର ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ କବିତା ତାଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣେ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୦ବୃଦ୍ଧି ପାଇଛି । ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ରହିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ରାଧାକାନ୍ତ ମନ୍ଦିରରେ ୬୪ ବ୍ୟଂଜନ ଲାଗି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ୟଜଂନ ଦ୍ୱାଦଶୀ ହିନ୍ଦୁ ପରମ୍ପରାରେ ଦେବାଦେବୀ ମନ୍ଦିରମାନଙ୍କରେ ମହୋତ୍ସବର ଦିନ । ଭଗବାନ ଶ୍ରୀକୃଷ୍ଣଙ୍କୁ ମାତା ଯଶୋଦା ଏହି ପବିତ୍ର ମାର୍ଗଶୀର ମାସ ଶୁକ୍ଳ ବ୍ୟଂଜନ ଦ୍ୱାଦଶୀ ତିଥିରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ପୁଷ୍ଟିକର ବ୍ୟଂଜନ ପ୍ରସ୍ତୁତ
Read More...
error: Content is protected !!