Daily Archives

ଢେଙ୍କାନାଳ ଜିଲ୍ଲା ଡ୍ରାଇଭର ସଙ୍ଘର ମହାନତା

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆମ୍ବ ପଳାଶ ପଞ୍ଚାୟତର ଡ୍ରାଇଭର ମୋହନ ଚରଣ ନାଥ ଗାଡ଼ିରେ କାମ କରୁଥିବା ସମୟରେ ହଟାତ ଗାଡ଼ିରୁ ଖସି ପଡ଼ିଥିଲେ ତା'ପରେ ତାଙ୍କୁ ପାରଲିସିସି ହୋଇଯାଇଥିଲା । ସେ ଏବେ ଘରେ ସମ୍ପୂର୍ଣ୍ଣ ବେରୋଜଗାର ହୋଇ ଘରେ ବସିଥିବା ବେଳେ
Read More...

ସମରାରେ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ : ସମରା ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସମରା ଗ୍ରାମର ସ୍ଥାନୀୟ ଖେଳ ପଡିଆଠାରେ ଆଜି ଜୟ ଦୁର୍ଗା କ୍ଳବ ପକ୍ଷରୁ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସତ୍ୟପ୍ରିୟ ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମରା
Read More...

ବିଶିଷ୍ଟ ଶିକ୍ଷକ ଚୁଡାମଣି ପାଣିଗ୍ରାହୀଙ୍କ ଅକାଳ ବିୟୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଗମ୍ଭାରୀ ଗ୍ରାମର ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ଗ୍ରାମ୍ୟ କବିରତ୍ନ, ଗ୍ରାମ୍ୟ ଶିରୋମଣୀ, କବି ସାରଥୀ ଚୂଡ଼ାମଣି ପାଣିଗ୍ରାହୀଙ୍କ ଗତକାଲି ରାତ୍ର ଘଣ୍ଟା ୧୧.୪୫ରେ ଅକାଳ ବିୟୋଗ ହୋଇ ଯାଇଛି । ମୃତ୍ୟୁ ବେଳକୁ
Read More...

ବୀମା କମ୍ପାନୀର ଟାଳଟୁଳ ନୀତି : ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍‌ଲ୍ଲା ପଦ୍ମପୁର ଉପଖଣ୍ଡରେ ଚଳିତ ବର୍ଷ ମରୁଡ଼ି ପରିସ୍ଥିତି ଉପୁଜିଛି । ମାତ୍ର ଏଭଳି ସ୍ଥିତିରେ ବୀମା କମ୍ପାନୀ ଚାଷୀଙ୍କୁ ବୀମା ସହାୟତାରୁ ବଞ୍ଚିତ କରିବା ପାଇଁ ନାନା ଆଳ ଦେଖାଇବା ଆରମ୍ଭ କରି ଦେଇଛି । ବୀମା କମ୍ପାନୀ ବେଆଇନ ଭାବେ ଚାଷୀଙ୍କ
Read More...

ଘୁନସର କମଳିନୀ ଏସ୍‌ଏଚ୍‌ଜିରେ ଧାନ କିଣାରେ ଅବ୍ୟବସ୍ଥା : ୬ କେଜି କଟନୀରେ ଉଠୁଛି ଧାନ, ମହିଳା ଗୋଷ୍ଠୀଙ୍କ ଦେଖା ନାହିଁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମରେ ଚଳିତ ବର୍ଷ କମଳିନୀ ମହିଳା ଗୋଷ୍ଠୀ ଧାନ କିଣୁଛନ୍ତି ହେଲେ ତାଙ୍କର ଦେଖା ଦର୍ଶନ ନଥିବାର କୁହାଯାଉଛି । ଅନ୍ୟପଟେ ଚାଷୀଙ୍କୁ ଶୋଷଣ କରୁଥିବା ମଧ୍ୟ ଚାଷୀ ଅଭିଯୋଗ କରିଛନ୍ତି । ିକ୍ୱଣ୍ଟାଲ ପିଛା ୬ କେଜି
Read More...

‘ମୋ ସ୍କୁଲ’ ପାଇଁ କଣମଣା ସରପଞ୍ଚଙ୍କ ପଚିଶ ହଜାର ଟଙ୍କା ଅନୁଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ ଅନ୍ତର୍ଗତ କଣମଣା ଗ୍ରାମ ପଞ୍ଚାୟତର ମୁଖ୍ୟ ସରପଞ୍ଚ ଏସ୍. ଚକ୍ରପାଣି ରେଡ୍ଡୀଙ୍କ ଦ୍ୱାରା କଣମଣା କ୍ଳଷ୍ଟରର ପ୍ରତିଟି ସ୍କୁଲକୁ ତିନିହଜାର ଟଙ୍କା ହିସାବରେ ସର୍ବମୋଟ ପଚିଶ ହଜାର ଟଙ୍କାର ନଗଦ ଅର୍ଥ ଦାନ କରିଛନ୍ତି । ସି.ଆର୍.ସି.ସି.
Read More...

ଗୁଡ଼ଭେଲାଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସ୍ବେଛାସେବୀ ସଙ୍ଗଠନ ତରଫରୁ ବଲାଙ୍ଗିର ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ଗୁଡ଼ଭେଲାଠାରେ ଅସହାୟ ନିଷ୍ପେସିତମାନଙ୍କୁ ସୁବିଧାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଯୋଗାଇ ଦେବାରେ ସହାୟକ ହୋଇଛି ବଲାଙ୍ଗିର ସ୍ବେଛାସେବୀ ସଂଗଠନ । ଏହି ମାଗଣା
Read More...

ଅଳିଆ ଆବର୍ଜନାମୟ କଣ୍ଟାବାଞ୍ଜି ସହର : ବଢୁଛି ଜନ ଅସନ୍ତୋଷ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି ସହର ଏବେ ଅଳିଆ ଆବର୍ଜନାର ସହର ପାଲଟିଥିବା ସାଧାରଣ ଜନତା ଅଭିଯୋଗ କରିଛନ୍ତି । ସହରର ଗଳି କନ୍ଦିରେ ଆବର୍ଜନା ବିଛାଡି ହୋଇ ପଡିରହିଛି, ଯାହା ଫଳରେ ଅନେକ ସ୍ଥାନରେ ଦୁର୍ଗନ୍ଧ ହେତୁ ନାକ ଫାଟି ପଡୁଛି । ସାଧାରଣ ଜନତା ବହୁବାର ପ୍ରଶାସନକୁ
Read More...

ନଦୀ ଗର୍ଭକୁ ଖସିପଡ଼ିଲା ବସ୍‌ : ୫ ମହିଳାଙ୍କ ସମେତ ୯ ମୃତ, ଅନେକ ଆହତ

ଅମରାବତୀ : ଆନ୍ଧ୍ରପ୍ରଦେଶରେ ଏକ ବସ ବ୍ରିଜରୁ ଖସି ନଦୀ ଗର୍ଭରେ ପଡ଼ିଯାଇଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମ ଗୋଦାବରୀ ଜିଲ୍ଲାର ଜାଙ୍ଗାରେଡିଗୁଡେମ୍ ନିକଟରେ ଏକ ରାଜ୍ୟ ସଡକ ପରିବହନ ନିଗମ (ଏପିଏସ୍‌ଆର୍‌ଟିସି) ବସ୍ ଏକ କେନାଲରେ ଖସିପଡିଥିଲା । ଏହି ଦୁର୍ଘଟଣାରେ
Read More...

ଅରୁନ୍ଧତୀ ସୁନା ଦୋକାନ ସମ୍ମୁଖରୁ ବାଇକ୍ ଚୋରକୁ କାବୁ କଲେ ଲୋକେ

ବଲାଙ୍ଗିର : ସହରର ପାଟନେଶ୍ୱରୀ ମନ୍ଦିର ନିକଟରେ ଥିବା ଅରୁନ୍ଧତୀ ସୁନା ଦୋକାନ ସୁନା ଦୋକାନ ସମ୍ମୁଖରୁ ଏକ ବୁଲେଟ୍ ଚୋରକୁ କାବୁ କରି ଟାଉନ୍ ଥାନାକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକମାନେ । ଟାଉନ୍ ଥାନା ପୋଲିସ ସଂପୃକ୍ତ ଯୁବକ ଜଣଙ୍କୁ ଗିରଫ କରିବା ପରେ ପଚରା ଉଚୁରା କରୁଥିବା
Read More...