pakka

ଢେଙ୍କାନାଳ ଜିଲ୍ଲା ଡ୍ରାଇଭର ସଙ୍ଘର ମହାନତା

bbehera

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆମ୍ବ ପଳାଶ ପଞ୍ଚାୟତର ଡ୍ରାଇଭର ମୋହନ ଚରଣ ନାଥ ଗାଡ଼ିରେ କାମ କରୁଥିବା ସମୟରେ ହଟାତ ଗାଡ଼ିରୁ ଖସି ପଡ଼ିଥିଲେ ତା’ପରେ ତାଙ୍କୁ ପାରଲିସିସି ହୋଇଯାଇଥିଲା । ସେ ଏବେ ଘରେ ସମ୍ପୂର୍ଣ୍ଣ ବେରୋଜଗାର ହୋଇ ଘରେ ବସିଥିବା ବେଳେ ମହାନତା ଦେଖିଛନ୍ତି । ଆମ୍ବ ପଳାଶର ଡ୍ରାଇଭର ସଙ୍ଘର ସଭାପତି ପିଣ୍ଟୁ ମହାପାତ୍ର, କୁଶଧ୍ୟକ ଅଶୋକ ସାହୁ, ସଦସ୍ୟ ପ୍ରଶାନ୍ତ ସାହୁ, ସୁନୀଲ ସାହୁ, ଛବିଳ ନାଥ, ଏବଂ ଅନ୍ୟ ସଦସ୍ୟ ମାନେ ୭୫୦୦ ଟଙ୍କା ଏବଂ କିଛି ରେସନ ସାମଗ୍ରୀ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

17 + eight =