pakka

ଅଳିଆ ଆବର୍ଜନାମୟ କଣ୍ଟାବାଞ୍ଜି ସହର : ବଢୁଛି ଜନ ଅସନ୍ତୋଷ

bbehera

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି ସହର ଏବେ ଅଳିଆ ଆବର୍ଜନାର ସହର ପାଲଟିଥିବା ସାଧାରଣ ଜନତା ଅଭିଯୋଗ କରିଛନ୍ତି । ସହରର ଗଳି କନ୍ଦିରେ ଆବର୍ଜନା ବିଛାଡି ହୋଇ ପଡିରହିଛି, ଯାହା ଫଳରେ ଅନେକ ସ୍ଥାନରେ ଦୁର୍ଗନ୍ଧ ହେତୁ ନାକ ଫାଟି ପଡୁଛି । ସାଧାରଣ ଜନତା ବହୁବାର ପ୍ରଶାସନକୁ ଅଭିଯୋଗ କରିବା ସତ୍ତ୍ବେ ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି । ତେବେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ସହରର ଆବର୍ଜ୍ଜନା ପ୍ରତିଦିନ ସଫା କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.

15 − 3 =