Daily Archives

ରାଜ୍ୟସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିବା ଗଞ୍ଜାମର ୫୧ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ବୀର ହନୁମାନ କ୍ଳବଠାରେ ଗତ ୧୦-୧୧ ତାରିଖ ଦୁଇଦିନ ଧରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚାମ୍ପିୟନ ହୋଇଥିବା ଗଞ୍ଜାମର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ
Read More...

ଆଇନ ସହାୟତା ସଂପର୍କରେ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ପକ୍ଷରୁ ଆଇନ ସହାୟତା ସଂପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଲୁମନି ଆସୋସିଏସନ୍‌ର ସଭାପତି ସୁମନ ଦତ୍ତଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ତଥା
Read More...

କୃଷି ବିଜ୍ଞାନ କେନ୍ଦ୍ରର ଚତୁର୍ଦ୍ଦଶ ବୈଜ୍ଞାନିକ ପରାମର୍ଶଦାତା କମିଟି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହ ଠାରେ କୃଷି ବିଜ୍ଞାନ କେନ୍ଦ୍ର ବଲାଙ୍ଗିରର ଚତୁର୍ଦ୍ଦଶ ବୈଜ୍ଞାନିକ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ଚଳିତ ବର୍ଷର ସଫଳତା ଏବଂ ଆଗାମୀ ବର୍ଷର କାର୍ଯ୍ୟ ରୂପରେଖ ଉପରେ
Read More...

ଡିସେମ୍ବର ୧୯ ଓ ୨୦ ତାରିଖ ମା’ ଦୁର୍ଗେଇ ଦେବୀଙ୍କ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲଠାରୁ ନୁଆପଡା ରାସ୍ତାରେ ପ୍ରାୟ ୧୫ କିଲୋ ମିଟର ମନଭଙ୍ଗ ଡେମ୍‌ । ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମନଲୋଭା ଦୃଶ୍ୟ ସହ କୁଳୁ କୁଳୁ ନାଦରେ ବୋହି ଆସୁଥିବା ମା'ଙ୍କ ନାମରେ ନାମିତ ଝରଣା ଦୁର୍ଗେଇ ଝରଣା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ
Read More...

ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିବା ବେଳେ ସମୁଦ୍ରକୂଳ ଡ଼ଙ୍ଗାରୁ ବିପୁଳ ପରିମାଣର ନକଲି ଦେଶୀ ମଦ ଜବତ

ଦୁଇ ଅଟକ, ମାଷ୍ଟର ମାଇଣ୍ଡ ସନ୍ଧାନରେ ପୋଲିସ ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସମୁଦ୍ରପଥ ଦେଇ ଡଙ୍ଗା ଦ୍ୱାରା ଦେଶୀ ମଦ ପିପୁଳ ପରିମାଣର ଚାଲାଣ ହେଉଥିବା ଲକ୍ଷ କରାଯାଉଛି । ସୂଚନା ଅନୁସାରେ ସୋମବାର
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୯ ବୃଦ୍ଧି ପାଇଛି । ଭୁବନେଶ୍ଵର ଓ କେନ୍ଦୁଝର ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର
Read More...

ତେଲ ନଦୀ ବ୍ରିଜ୍‌ ତଳୁ ମୃତ୍ୟୁ ଦେହ ଉଦ୍ଧାର

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ ତୁଷୁରା ରାସ୍ତା ଉପରେ ଥିବା ଧାନଘରା ତେଲ ନଦୀ ବ୍ରିଜ ତଳେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇବା ପରେ ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଦେହକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ।
Read More...

ଫେକ୍‌ ଆଇଡିରୁ ଅଶ୍ଲୀଳ ଗାଳିଗୁଲଜ କରିଥିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ

ପାଟଣାଗଡ, (ଗୋରେଖନାଥ ବରିହା) : ବର୍ତ୍ତମାନ ବିଜ୍ଞାନ ଓ ଡିଜିଟାଲ ଯୁଗ । ବୁଦ୍ଧିର ପ୍ରୟୋଗ କରି ମଣିଷ କ୍ଷୀପ୍ର ଗତିରେ ଉନ୍ନତି କରିବାରେ ଲାଗିଛି । ଏଭଳି ସମୟରେ ଉନ୍ନତ ବୁଦ୍ଧିକୁ ପ୍ରୟୋଗ କରି ନେଗେଟିଭ ଆଡକୁ ଟାଣି ନେଇ ଚାଲାକି ଭାବରେ ଫେକ୍‌ ଫେସ୍‌ବୁକ୍‌ ଖୋଲି ଅଶ୍ଲୀଳ ଭାଷାରେ
Read More...

ରାସ୍ତାକଡ଼ରେ ଭୋକ ଅଂଡ଼ାଳୁଛି ଜୀବନ : ମାନସିକ ବିକୃତା ମହିଳାଙ୍କ ଭୋକ ମେଣ୍ଟାଉଛି ଅଳିଆ ଗଦାର ପଚାସଢ଼ା ଖାଦ୍ୟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଗରିବ, ନିରୀହ, ଅସହାୟ ଓ ମାନସିକ ଭାରସାମ୍ୟ ହରାଇ ଥିବା ଲୋକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ତାହା ବାଟବଣା ହୋଇପଡିଥିବା ଅନୁମିତ ହେଉଛି । ପ୍ରକାଶ ଯୋଗ୍ୟ ଯେ, ବ୍ଳକର ଜାତୀୟ
Read More...

ମେଘାଳୟ, ମିଜୋରାମ ଏବଂ ତ୍ରିପୁରାର ଅଧିକାର ଉଲ୍ଲଂଘନ ମାମଲା ପାଇଁ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ସିଲଂ ଠାରେ ‘ଓପନ ହିଅରିଂ…

ସିଲଂ : ଜାତୀୟ ମାନବ ଅଧିକାର ଆୟୋଗ, ଏନ୍‌ଏଚ୍‌ଆର୍‌ସି ଆଜି ଦୁଇ ଦିନିଆ ‘ଓପନ ହିଅରିଂ ଏବଂ କ୍ୟାମ୍ପ ସିଟିଂ’କୁ ସିଲଂ ଠାରେ ସମାପ୍ତ କରିଥିବା ବେଳେ ରାଜ୍ୟର ବିଭିନ୍ନ ସମ୍ପ୍ରଦାୟର ମାନବିକ ଅଧିକାରର ଉଲ୍ଲଂଘନ ମାମଲାରେ ରିଲିଫ ଭାବରେ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସୁପାରିଶ କରିଛନ୍ତି ।
Read More...