Daily Archives

ଦକ୍ଷିଣ କୋରିଆରେ କରୋନାର ମାରାତ୍ମକ ତାଣ୍ଡବ : ରେକର୍ଡ ଭାଂଗୁଛି ମୃତ୍ୟୁ, ଡାକ୍ତରଖାନାରେ ସ୍ଥାନ ନାହିଁ

ସିଓଲ : ଦକ୍ଷିଣ କୋରିଆରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ମଙ୍ଗଳବାର ସବୁଠାରୁ ମାରାତ୍ମକ ଦିନ ବୋଲି ପ୍ରମାଣିତ ହୋଇଛି । ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (କେଡ଼ିସିଏ) କହିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୯୪ ରେକର୍ଡ କରାଯାଇଛି । ଏଜେନ୍ସି
Read More...

ଦେଓଗାଁ ବ୍ଲକରେ ଧାନ କିଣା ଆରମ୍ଭରୁ ଅଚଳାବସ୍ଥା : ୫ଟି ପେକ୍ସରେ ପଡ଼ିରହିଛି ୭ ହଜାର ବସ୍ତା ଧାନ

ଏଫ୍ଏକ୍ୟୁ ନାମରେ ହେଉଛି ଚାଷୀ ଶୋଷଣକ୍ବିଣ୍ଟାଲ ପ୍ରତି ଚାଳିଛି ୫କେଜି କଟ୍‌ନୀଖତ ଖାଉଛି ସରଞ୍ଜାମ, ମିଲ୍‌ରେ ହେଉଛି ମାନ ନିର୍ଦ୍ଧାରଣ ଦେଓଗାଁ, (ମନୀଷ କୁମାର ସାହୁ) : ସରକାରୀ ନିଷ୍ପତ୍ତି ଅନୁସାରେ ବଲାଙ୍ଗିର ଜିଲ୍ଲାରେ ଗତ ୨୯ ତାରିଖରୁ ଧାନ କିଣା ଆରମ୍ଭ ହୋଇଛି । ହେଲେ ଦେଓଗାଁ
Read More...

ଶିଶୁ ସାହିତ୍ୟିକ ଶାନ୍ତନୁ କୁମାର ପଟ୍ଟନାୟକଙ୍କ “କଥା କୁହା କଣ୍ଢେଇ’ ପୁସ୍ତକ ଉନ୍ମୋଚିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ନବୀନ ଭବନ ପରିସରରେ ବରିଷ୍ଠ ଶିଶୁ ସାହିତ୍ୟିକ ଶାନ୍ତନୁ କୁମାର ପଟ୍ଟନାୟକଙ୍କ ଦ୍ୱାରା ରଚିତ ଶିଶୁ ଗଳ୍ପ ସଂକଳନ "କଥା କୁହା କଣ୍ଢେଇ' ଶିଶୁ ଦିବସ ଅବସରରେ ଉନ୍ମୋଚିତ ହୋଇଯାଇଛି । ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

କରୋନା ଯୋଗୁଁ ୨ବର୍ଷ ହେଲା ଖୋଲିନି ପ୍ରଥମରୁ ପଞ୍ଚମ ଶ୍ରେଣୀ : ୨ ବର୍ଷରେ ୧୨୭୨୩ ଛାତ୍ରଛାତ୍ରୀଙ୍କୁ ୧କୋଟି ୨ଲକ୍ଷ…

ଦେଓଗାଁ, (ମନୀଷ କୁମାର ସାହୁ) : ୨୦୨୦/୨୧ ଶିକ୍ଷା ବର୍ଷ ଆରମ୍ଭରୁ ସାରା ବିଶ୍ୱରେ କରୋନାର ଭୟ । ଏଥିପାଇଁ ସବୁକିଛି ପ୍ରାୟ ଦେଢ଼ ବର୍ଷ ଧରି ଠପ୍ । ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ରଖିବା ପାଇଁ ଗତ ବର୍ଷ ମାର୍ଚ୍ଚ ପ୍ରଥମରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିଲା । ପରିସ୍ଥିତିକୁ
Read More...

ଡେଲାଙ୍ଗରେ ବିଶ୍ଵ ସଂରକ୍ଷଣ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡିସେମ୍ବର ୧୪ ବିଶ୍ଵ ସଂରକ୍ଷଣ ଦିବସ କେ.ପି.ପି. ବିଦ୍ୟାଳୟ ଓ ସେଭେ ଦି ଆର୍ଥ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ମଙ୍ଗଳବାର କବି ପ୍ରସନ୍ନ ପାଟଶାଣୀ ଉଚ୍ଚ ବିଦ୍ୟାଳୟ, ମୂନିନ୍ଦା ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ
Read More...

ଗତ ୨୪ ଘଂଟାରେ ୨୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୮ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୨୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଚଳଚ୍ଚିତ୍ର ନିର୍ମାତା ସ୍ୱର୍ଗତ ବିପିନ ସାମନ୍ତଙ୍କ ଦ୍ଵାଦଶ ଦିବାସରରେ ସ୍ମୃତିଚାରଣ ସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମର ବିଶିଷ୍ଟ ନାଟ୍ୟକାର, ନିର୍ଦେଶକ ତଥା ଚଳଚ୍ଚିତ୍ର ନିର୍ମାତା ସ୍ୱର୍ଗତ ବିପିନ ସାମନ୍ତଙ୍କ ଦ୍ଵାଦଶ ଦିବସ ଉପଲକ୍ଷେ ନିଜର ବାସଭବନଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମ ପ୍ରାରମ୍ଭରେ
Read More...

ଝାରମୁଣ୍ଡ। ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା : ମହାପ୍ରଭୁଙ୍କ ମନ୍ଦିର ପ୍ରବେଶ ସହ ସମରୋହ ଉଦଯାପିତ

ଲୋଇସିଂହା, (କେପିଏନ୍‌ଏସ୍‌) ; ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡ। ନବନିର୍ମିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସମରୋହ ଉଦଯାପିତ ହୋଇଯାଇଛି । ଦୀର୍ଘ ୫ ଦିନ ହେଲା ଚାଲିଥିବା ଏହି ପ୍ରତିଷ୍ଠା ସମାରୋହରେ ସୋମବାର ଅପରାହ୍ନରେ ମହାପ୍ରଭୁ ମନ୍ଦିର ପ୍ରବେଶ କରିଛନ୍ତି । ଏହି
Read More...

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଘୋଷଣା

• ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା • ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର ସାଇବର ଥାନା ମିଶି ହେଲା ୧୪ • ୧୫୪ ପୋଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିୟୋଜିତ ହେବେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଇବର ଅପରାଧ ଏବେ ସାରା ବିଶ୍ୱରେ ଚିନ୍ତାର
Read More...

ଅନ୍ତୋଦୟ ଅନ୍ନ ଯୋଜନା ପଡିପତ୍ର ଥିଲେ ମଧ୍ୟ ହିତାଧିକାରୀଙ୍କୁ ମିଳୁନାହିଁ ଚାଉଳ

ତୁରେକେଲା, (କୈଳାଶ ସଗ୍ରିଆ) : ଅନ୍ତୋଦୟ ଅନ୍ନ ଯୋଜନା ପଡିପତ୍ର ଥିଲେ ମଧ୍ୟ ହିତାଧିକାରୀଙ୍କୁ ମିଳୁନାହିଁ ଚାଉଳ । ଏମିତି ଏକ ଘଟଣା ଦେଖିବାକୁ ମିଳୁଛି ମହୁଲପାଟି ଗ୍ରା.ପ. ଅନ୍ତର୍ଗତ ମାଗୁରଜଙ୍ଗଲ ଗାଁରେ । ଏନେଇ କୁନ୍ତୀ ମାଝି ସମେତ ଅନେକ ଗ୍ରାମବାସୀ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବାକୁ
Read More...
error: Content is protected !!