Daily Archives

ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ଜଣେ ମାଓବାଦୀ ନିହତ

ପାଟଣାଗଡ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ଥାନା ତେଲେନପାଲି ଗ୍ରାମ ପଞ୍ଚାୟତ ଜୁନାନିବାହାଲ ଗ୍ରାମ ନିକଟରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବାରୁ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ ପୋଲିସ ଓ ଜବାନମାନଙ୍କ
Read More...

କରୋନାର ନୂତନ ପ୍ରକାର ‘ଓମିକ୍ରନ୍’ ଚିନ୍ତା ବଢ଼ାଇଲା : ପ୍ରଧାନମନ୍ତ୍ରୀ ମୋଦୀ କହିଲେ – ସକ୍ରିୟ…

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ କରୋନା ଭୂତାଣୁର ନୂତନ ପ୍ରକାର ଚିହ୍ନଟ ହେବା ଏବଂ ଏହା ଉପରେ ବିଶ୍ୱର ଆଶଙ୍କା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିପାଇଁ ସକ୍ରିୟ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲୋକମାନେ ଅଧିକ ସଜାଗ ରହିବା ଆବଶ୍ୟକ ଏବଂ
Read More...

ଭାଲୁପାଲି ଗାଁ ଭିତରେ ବୁଲୁଛନ୍ତି ଏବେ ହାତୀ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗାଁ ଭିତରେ ବୁଲୁଛନ୍ତି ଏବେ ହାତୀ । ଏବେ ଏବେ ନିଆଯାଇଥିବା ଭିଡ଼ିଓରେ ଏହା ସ୍ପଟ ଦୃଶ୍ୟମାନ । ପାଖାପାଖି ୧୫ ରୁ ୨୦ଟି ହାତୀ ରମାଇ ପାହାଡ ସଂରକ୍ଷିତ ଜଙ୍ଗଲରୁ ଆସି ଧାନ କିଆରିରେ ପଶି ସମସ୍ତ ଧାନ
Read More...

ବିଦ୍ୟାଳୟ ହେଉଛି ସମାଜର ମନ୍ଦିର – ସାରଦା

ରାଉରକେଲା, (ସସ୍ମିତା ପ୍ରଧାନ) : ଫାଇବ ଟି ଅନ୍ତର୍ଗତ ଓଡିଶାର ସମସ୍ତ ସରକାରୀ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟକ୍ରମ ଅବସରରେ ଆଲୋଚ୍ୟ ବିଷୟ "ଆମ ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ" ସଂପର୍କରେ ଆଲୋଚନା କରି କାର୍ଯ୍ୟକ୍ରମର ଆବାହକ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡର
Read More...

କରୋନାର ନୂତନ ପ୍ରକାର ‘ଓମିକ୍ରନ୍’ ଡରଉଛି ସମଗ୍ର ବିଶ୍ୱକୁ : ବିଭିନ୍ନ ଦେଶରେ ଲାଗିଲା ଯାତ୍ରା ଉପରେ…

ନୂଆଦିଲ୍ଲୀ : କୋଭିଡ -୧୯ ମହାମାରୀ ଆରମ୍ଭ ହେବାର ପ୍ରାୟ ଦୁଇ ବର୍ଷ ପରେ ବିଶ୍ୱରେ କରୋନାର ନୂତନ ପ୍ରକାର ଓମିକ୍ରୋନ ସହିତ ସାରା ବିଶ୍ୱ ଯୁଦ୍ଧ କରୁଥିବା ଜଣାପଡିଛି । ଏହି ପ୍ରକାରର କରୋନା ଭୂତାଣୁ ଟୀକା ଦ୍ୱାରା ପ୍ରଦାନ କରାଯାଇଥିବା ସୁରକ୍ଷାକୁ ବାଧା ଦେଇପାରେ । ବିଶ୍ୱ ସ୍ୱାସ୍ଥ୍ୟ
Read More...

ଆସନ୍ତା କାଲି ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଫ୍ରି କ୍ୟାନ୍‌ସର୍‌ ସ୍କ୍ରିନିଙ୍ଗ ଓ ମେଡ଼ିକାଲ୍‌ ଚେକ୍‌ଅ୍‌ପ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ପକ୍ଷରୁ ବିଶାଖାପାଟଣାର ଏଚ୍‌ସିଜି. କ୍ୟାନ୍‌ସର୍‌ ସେଣ୍ଟରର ମିଳିତ ସହୋଗରେ ଫ୍ରି କ୍ୟାନ୍‌ସର୍‌ ସ୍କ୍ରିନିଙ୍ଗ ଓ ମେଡ଼ିକାଲ୍‌ ଚେକ୍‌ଅ୍‌ପ କ୍ୟାମ୍ପ ସ୍ଥାନୀୟ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡରେ ପୂର୍ବାହ୍ନ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ସମ୍ପାନ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ସେମିନାର ପ୍ରକୋଷ୍ଠରେ ବିଭାଗୀୟ ମୁଖ୍ୟ ନବକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ଲସ ଥ୍ରୀ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ପାନରେ ତୃତୀୟ ବର୍ଷ ଛାତ୍ରୀ
Read More...

ଜିଲ୍ଲା କ୍ରିକେଟ ପକ୍ଷରୁ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ୱାଲିଫାଇଙ୍ଗ ରାଉଣ୍ଡ ମ୍ୟାଚ ଆରମ୍ଭ

ଉତ୍କଳ ଶାନ୍ତି କ୍ଲବ, ଜୟନ୍ତୀ ଯୁବକ ସଂଘ, ଗୋଡଭଗା ସେଣ୍ଟ୍ରାଲ, କଟାପାଲି କ୍ରିକେଟ କ୍ଲବ ବିଜୟୀ ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ୱାଲିଫାଇଙ୍ଗ ରାଉଣ୍ଡ ମ୍ୟାଚ ଆଜି ବିକାଶ ଗ୍ରାଉଣ୍ଡ ଓ କଟାପାଲି ଗ୍ରାଉଣ୍ଡରେ ଆରମ୍ଭ
Read More...

ଦେବାଳୟ ସୁରକ୍ଷା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ : ସମଲେଶ୍ୱରୀ ଓ ପାଟଣେଶ୍ୱରୀ ମନ୍ଦିରକୁ ନେଇ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ବିକାଶ ସାଙ୍କ ଦେବାଳୟ କମିଟିର ଅଧ୍ୟକ୍ଷତାରେ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକକୁ ପ୍ରଶାନ୍ତ ମହାକୁର ପରିଚାଳନା କରିଥିଲେ । ଗତ ୩ ମାସ ତଳେ ଜିଲ୍ଲା ପ୍ରଶାସନକୁ ୮ ଦଫା ଦାବୀ ପ୍ରଦାନ
Read More...

ନେହେରୁ ଯୁବକ କେନ୍ଦ୍ର ଦ୍ୱାରା ବକ୍ତୃତା ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଅନ୍ତର୍ଗତ ସରକାରୀ ମହିଳା ମହାବିଦ୍ୟାଳୟର ସଭାଗୃହରେ ବଲାଙ୍ଗିର ଜିଲ୍ଲାର ନେହେରୁ ଯୁବକେନ୍ଦ୍ର ଆନୁକୁଲ୍ୟରେ ସମ୍ବିଧାନ ଦିବସ ପାଳନ ଅବସରରେ ଗତକାଲି ସକାଳ ଘ.୧୧ ସମୟରେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାର
Read More...