Daily Archives

କଂଗ୍ରେସ ବନ୍ଦ ଡାକରା : ଗଞ୍ଜାମ ପୋଲିସ ଜିଲ୍ଲାରେ ୨୩ ଥାନା ସଜାଗ, ସବୁଠି ଭିଡିଓ ଉତ୍ତୋଳନ ବ୍ୟବସ୍ଥା ରହିବ –…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମମିତାଙ୍କୁ ନ୍ୟାୟ ଦାବୀରେ କଂଗ୍ରେସ ବନ୍ଦ ଡାକରା ଦେଇଥିବା ବେଳେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଥିବା ନେଇ ସଂପୂର୍ଣ୍ଣ ବନ୍ଦ ପାଳନକୁ ନିଷେଧାଦେଶ ଜାରି କରିଛନ୍ତି ହାଇକୋର୍ଟ । କଂଗ୍ରେସ ପକ୍ଷରୁ ନଭେମ୍ବର
Read More...

ପାରମ୍ପରିକ ଉପଖଣ୍ଡ ବୈଦ୍ୟ ସମ୍ମିଳନୀ ଓ ସଚେତନତା ଶିବିର ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଲକ୍ଷ୍ମୀମୁଣ୍ଡା ଗ୍ରାମର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜୀବନ୍ୟାସର ସଂପାଦକ ମିନକେତନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାରମ୍ପରିକ ବୈଦ୍ୟ ସମ୍ମିଳନୀ ଓ ସଚେତନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିରୋଗ ସ୍ଵାସ୍ଥ୍ୟ ଓ
Read More...

ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ପାଟଣାଗଡକୁ ହରାଇ କଳାହାଣ୍ଡି ଚାମ୍ପିଅନ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରା ଖେଳ ପଡ଼ିଆରେ ଜଗନ୍ନାଥ କ୍ଳବ୍ ଉପରପଡ଼ା ନାଇକେନଶିରା ପକ୍ଷରୁ ଅନୁଷ୍ଠିତ ହୋଇଥିବା ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ପାଟଣାଗଡକୁ କଳାହାଣ୍ଡି ଦଳ ୩-୧ଗୋଲରେ
Read More...

ବର୍ଷାଭାବ ପରେ ବି ସରିନି ଚାଷୀଙ୍କ ଚିନ୍ତା : ଚାଷ ଅମଳ ନଷ୍ଟ କଲେ ହାତୀପଲ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଦେଓଗାଁ ରେଞ୍ଜ ଅଞ୍ଚଳରେ ହାତୀପଲ ପଶିଆସି ଚାଷୀଙ୍କ ଅମଳ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଦେଓଗାଁ ରେଞ୍ଜ ଅନ୍ତର୍ଗତ ରାଏପାଲି ଓ ବ୍ରାହ୍ମଣୀପାଲିରେ ଗତ କିଛି ଦିନ ହେଲା ବହୁ ସଂଖ୍ୟାରେ ଜଙ୍ଗଲୀ ହାତୀ ଆସି ଅନେକ ଚାଷୀଙ୍କ ଚାଷ ଜମିର ଫସଲ
Read More...

ପୁରୁଣା ପ୍ରତିଶ୍ରୁତିର ଜବାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଳା ଗସ୍ତ ପୂର୍ବରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ କେତୋଟି ଗୁରୁତ୍ୱପୂର୍ଣ ପ୍ରଶ୍ନ କରାଯାଇଛି । ବରଗଡ଼ ଚିନିକଳ ପାଇଁ ଘୋଷଣା ହୋଇଥିବା ୧୧ କୋଟି ଟଙ୍କା କେବେ ମିଳିବ ? ବିଜେପୁର ଉପନିର୍ବାଚନ ପୂର୍ବରୁ ଦେଇ ଥିବା ପ୍ରତିଶ୍ରୁତି
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୬୫ଟି କେନ୍ଦ୍ରରେ ୧୮ରୁ ଉର୍ଦ୍ଧ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ଯାଦବ ସମାଜ ପକ୍ଷରୁ ଗୋପାଷ୍ଟମୀ ପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ସ୍ଥାନୀୟ ଯାଦବ ଭବନରେ ଗୋପାଷ୍ଟମୀ ପୂଜା ମହାସମାରୋହରେ ପାଳନ କରାଯାଇଛି । ସକାଳୁ ଯାଦବ ସମାଜର କର୍ମକର୍ତ୍ତାମାନେ ଗୋମାତାକୁ ମହାଆଳତି କରି ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ପୁରୋହିତ ଭାବେ
Read More...

ଫଳ ଓ ପନିପରିବା ଚାଷର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ପଂଚାୟତ ଅର୍ନ୍ତଗତ ରଜମରା ଗ୍ରାମରେ ଦୁଇ ଦୁନିଆ ଫଳ ଓ ପନିପରିବା ଚାଷ ପ୍ରଶିକ୍ଷଣ ଶିବିର ଗୁରୁବାର ଦିନ ଉଦ୍‌ଯାପିତ ହୋଇଛି । ଧାମନଡଙ୍ଗା ପଂଚାୟତର ଜୟ ମା ପାଟଖଣ୍ଡା ଉତ୍ପାଦକ ଗୋଷ୍ଠୀର ସଭ୍ୟାମାନଙ୍କୁ
Read More...

ପ୍ରତିଟି ଘର କୋଭିଡ ଟୀକାକରଣ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି)ପରିସୀମା ମଧ୍ୟରେ ବସବାସ କରୁଥିବା ଜନସାଧାରଣ କାଳେ କୋଭିଡ ଟୀକାକାରଣରୁ ବଞ୍ଚିତ ରହିଯାଇଥିବେ କିମ୍ବା ପ୍ରଥମ ଓ ଦ୍ୱିତୀୟ ଡୋଜ ଟୀକା ନେଇପାରିନଥିବେ ସେମାନେ କିଭଳି ସମ୍ପୃକ୍ତ ଟୀକାକରଣ
Read More...

ଶାନ୍ତି ଓ ବିକାଶ ନିମନ୍ତେ ବିଶ୍ୱ ବିଜ୍ଞାନ ଦିବସ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଷ୍ଟେମ୍ ଫର- ଗାର୍ଲସ ତରଫରୁ ଶାନ୍ତି ଏବଂ ବିକାଶ ନିମନ୍ତେ ବିଶ୍ୱ ବିଜ୍ଞାନ ଦିବସ ଅବସରରେ ଏକ ସେମିନାର ଆୟୋଜନ କରାଯାଇଥିଲା । ଏହି ସେମିନାରରେ ଛାତ୍ରୀମାନେ ସମାଜରେ କିଭଳି ବିଜ୍ଞାନ ଓ
Read More...