pakka

ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ପାଟଣାଗଡକୁ ହରାଇ କଳାହାଣ୍ଡି ଚାମ୍ପିଅନ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରା ଖେଳ ପଡ଼ିଆରେ ଜଗନ୍ନାଥ କ୍ଳବ୍ ଉପରପଡ଼ା ନାଇକେନଶିରା ପକ୍ଷରୁ ଅନୁଷ୍ଠିତ ହୋଇଥିବା ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ପାଟଣାଗଡକୁ କଳାହାଣ୍ଡି ଦଳ ୩-୧ଗୋଲରେ ହରାଇ ଚାମ୍ପିଅନ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଦେଓଗାଁ ବ୍ଲକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ସମ୍ମାନିତ ଅତିଥି ଭାବେ କେଲୋ ଡାଙ୍ଗ ଯୋଗ ଦେଇଥିଲେ । ଫାଇନାଲ ଖେଳକୁ ଝାରସୁଗୁଡ଼ାର ଶୀତଳ ଗୁରୁଞ୍ଜ ପରିଚାଳନା କରିଥିଲେ । 

Leave A Reply

Your email address will not be published.

5 × four =