Daily Archives

ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେଛୋଦାଦର ଗ୍ରାମ ପଞ୍ଚାୟତ ଝାରମୁଣ୍ତା ଗ୍ରାମରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏହି ଗ୍ରାମର ପଦ୍ମା ଭୁଏଙ୍କୁ (୭୫) ନାମକ ଏକ ଅସହାୟ ବୃଦ୍ଧା ଓ ତାଙ୍କର ଝିଅ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ଯାପନ
Read More...

ସଂଚୟ ପକ୍ଷ ପାଳନ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧୀ ଭବନଠାରେ ସଂଚୟ ପକ୍ଷ ପାଳନ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଯାଇଛି । କନିଷ୍ଠ ବର୍ଗ ପାଇଁ “ସମୃଦ୍ଧିର ସିଢିକୁ ସ୍ୱଳ୍ପ ସଂଚୟ ପାହାଚ’’ ଓ ବରିଷ୍ଠ ବର୍ଗ ପାଇଁ “ଆର୍ଥିକ ଅନ୍ତର୍ଭୁକ୍ତି କରଣ
Read More...

ଭିନ୍ନକ୍ଷମମାନଙ୍କ ଅଧିକାର ଓ ଅଧିନିୟମ-୨୦୧୬ ଏବଂ ବିଭିନ୍ନ ଯୋଜନା ସମ୍ବନ୍ଧରେ ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଭିନ୍ନକ୍ଷମମାନଙ୍କ ଅଧିକାର ଓ ଅଧିନିୟମ-୨୦୧୬ ଏବଂ ବିଭିନ୍ନ ଯୋଜନା ସଂପର୍କିତ ଏକ ସଚେତନତା
Read More...

ଜିଲ୍ଲାସ୍ତରୀୟ ଖରିଫ ଧାନକିଣା ପ୍ରସ୍ତୁତି ବୈଠକ : ନଭେମ୍ବର ୨୯ରୁ ଆରମ୍ଭ ହେବ ଧାନ କିଣା

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛି ଏଫ୍‌ସିଆଇ - ନରସିଂହସିସି ଟିଭିରେ କଏଦ ହେଉ ଧାନ କିଣା ପ୍ରକ୍ରିୟା - ସରୋଜ ବଲାଙ୍ଗିର, (ଦେବଶିଷ ମିଶ୍ର) : ଆଜି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଖରିଫ ଧାନକିଣା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...

ସଡକସୁରକ୍ଷା ସକାଶେ ଗଞ୍ଜାମ ଜିଲ୍ଲାରେ ‘ରକ୍ଷକ’ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ମାଷ୍ଟର ଟ୍ରେନର୍‌ମାନଙ୍କର ଦୁଇ ଦିନିଆ ପ୍ରଶିକ୍ଷଣ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସଡକ ସୁରକ୍ଷା ସକାଶେ 'ରକ୍ଷକ' କାର୍ଯ୍ୟକ୍ରମର ମାଷ୍ଟର ଟ୍ରେନର୍‌ମାନଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଗତକାଲି ରାଜ୍ୟ ସରକାରଙ୍କ
Read More...

କଂଗ୍ରେସ ପକ୍ଷରୁ ଆସନ୍ତା କାଲି ଓଡିଶା ବନ୍ଦ ଡାକରା : କେବଳ ଶାନ୍ତିପୂର୍ଣ୍ଣ ହରତାଳ କରିପାରିବେ କଂଗ୍ରେସ କର୍ମୀ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତାକାଲି କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସାମ୍‌ନାକୁ ଆସିଛି । କଂଗ୍ରେସର ସଂପୂର୍ଣ୍ଣ ବନ୍ଦ ପାଳନକୁ ମନା କଲେ ହାଇକୋର୍ଟ । ଶାନ୍ତିପୂର୍ଣ୍ଣ ଭାବେ କେବଳ ହରତାଳ କରିପାରିବେ କଂଗ୍ରେସ କର୍ମୀ ବୋଲି
Read More...

୧୧ ଦଫା ଦାବୀରେ କୋଶଲି କିଷାନ ସଭାର ବିକ୍ଷୋଭ : ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମରୁଡି ଘୋଷଣା ସତ୍ୱେ ଭୁଲ ନୀତି ଯୋଗୁଁ ଚାଷୀକୂଳ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି ବୋଲି କୋଶଲି କିଷାନ ସଭା ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ ଆଜି କୋଶଲି କିଷାନ ସଭା ୧୧ ଦଫା ଦାବୀରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ
Read More...

ଯୁବ ସମାଜସେବୀ ଓ ସାମ୍ବାଦିକଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନୃସିଂହନାଥ ଧର୍ମଶାଳା ପରିସରରେ ପାଇକମାଲ ଯୁବ ସମାଜସେବୀ ସୁମିତ ଅଗ୍ରୱାଲ ଓ ସାମ୍ବାଦିକ ସୁମନ୍ତ ସାହୁଙ୍କ ଜନ୍ମଦିବସ ଅବସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଲାଇନ୍ସ କ୍ଲବ ସଭାପତି ଜନାର୍ଦ୍ଦନ ପଣ୍ତାଙ୍କ ଅଧ୍ୟକ୍ଷତାରେ 
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ-ପ୍ରଶିକ୍ଷକ କର୍ମଶାଳା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସହରର ଶ୍ରୀରାମନଗରରେ ଅବସ୍ଥିତ ସହରର ୧ ନମ୍ବର ସଂସ୍କୃତିଧର୍ମୀ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗତ ୯ ତାରିଖରେ ଶିକ୍ଷକ ପ୍ରଶିକ୍ଷକ କର୍ମଶଳା ଉଦ୍‌ଘାଟିତ ହୋଇଛି । ବିଦ୍ୟାଭାରତୀର
Read More...

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ୪ ଗିରଫ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ନିର୍ଦ୍ଦେଶକ୍ରମେ କୋଷାଗୁମୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ କୋଡ଼ିଙ୍ଗ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଓ ମହୁଲି ପୋଚ ନଷ୍ଟ କରାଯିବା ସହ ଦେଶୀ ମଦ ଜବତ
Read More...
error: Content is protected !!